୭ ଜୁନ୍‌, ରବିବାର: କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ମେଷ:  କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ। ବୃଷ: ଖାଦ୍ୟରେ ଅନିୟମିତତା  ହେତୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ମିଥୁନ: ପରିବାରରେ ଥିବା ମନୋମାଳିନ୍ୟ ଦୂର ହୋଇଯିବ। ମହିଳାମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। କର୍କଟ:  ଗୁରୁଜନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଶୁଭ ସମ୍ବାଦ ପାଇବେ। ଦ୍ୱନ୍ଦ୍ୱ ଭିତରେ ରହିବେ। ସିଂହ: […]

astrology

astrology

Jyoshna Pradhan
  • Published: Sunday, 07 June 2020
  • Updated: 07 June 2020, 08:08 AM IST

Sports

Latest News

ମେଷ:  କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବୃଷ: ଖାଦ୍ୟରେ ଅନିୟମିତତା  ହେତୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ: ପରିବାରରେ ଥିବା ମନୋମାଳିନ୍ୟ ଦୂର ହୋଇଯିବ। ମହିଳାମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ।

କର୍କଟ:  ଗୁରୁଜନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଶୁଭ ସମ୍ବାଦ ପାଇବେ। ଦ୍ୱନ୍ଦ୍ୱ ଭିତରେ ରହିବେ।

ସିଂହ: ଦୀର୍ଘଦିନର ଆଶା ପୂରଣ ହେବ। ନୂତନ କାର୍ଯ୍ୟ କରିବାକୁ ଚିନ୍ତା କରିପାରନ୍ତି। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା: ପ୍ରଗତି ପଥରେ ଗୁପ୍ତଶତ୍ରୁମାନେ ଚକ୍ରାନ୍ତ କରିପାରନ୍ତି। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍‌ ମିଳିବ।

ତୁଳା: ରାଜନେତାମାନେ ଜନକଲ୍ୟାଣରେ ନିଜକୁ ନିୟୋଜିତ କରିବେ। ଶରୀର ଫୂର୍ତ୍ତି ରହିବ। ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ।

ବିଛା: ପରିବାରରେ ହସଖୁସିର ପରିବେଶ ରହିବ। ଖାଦ୍ୟପେୟର ଯତ୍ନ ନିଅନ୍ତୁ। ଈଶ୍ୱରଙ୍କ ଆରାଧନା କରନ୍ତୁ।

ଧନୁ: ଅଳସୁଆ ଅନୁଭବ କରିବେ।  ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।

ମକର: ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ। ସନ୍ତାନମାନଙ୍କର ବିଶୃଙ୍ଖଳିତ କାର୍ଯ୍ୟ କଳାପରେ ଦୁଃଖିତ ହେବେ।

କୁମ୍ଭ: ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ଆଖିରେ ଯନ୍ତ୍ରଣା ଅନୁଭବ କରିରନ୍ତି। ଜଗିରଖି ଚଳନ୍ତୁ।

ମୀନ: ମାନସମ୍ମାନ ମିଳିବ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଅସହାୟ ବ୍ୟକ୍ତିଙ୍କୁ ଖାଇବାକୁ ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos