୭ ମେ’ ଗୁରୁବାର: ପାରିବାରିକ ଜୀବନରେ ସ୍ନେହ ଶ୍ରଦ୍ଧା ଅତୁଟ ରହିବ

ମେଷ: ଶତ୍ରୁମାନେ ପରାଜିତ ହେବେ। ବହୁ ପରାତନ ସମସ୍ୟାର ସମାଧାନ କରିବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ। ବୃଷ: ଅନେକ ଦିନର ଆଶା ଅଭିଳାଷା ପୂରଣ ହେବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାର ସୁଯୋଗ ମିଳିବ। ଛାତ୍ରଛାତ୍ରୀମାନଙ୍କ ପାଇଁ  ଦିନଟି ଶୁଭପ୍ରଦ ହେବ। ମିଥୁନ: ପାରିବାରିକ ଜୀବନ ସୁଖମୟ ହେବ। ମାନ-ସମ୍ମାନ ପ୍ରତିଷ୍ଠା ମିଳିବା ସହିତ ଉତ୍ତମ ଭୋଜନ  ପ୍ରାପ୍ତି ହେବ। କର୍କଟ: କର୍ମକ୍ଷେତ୍ରରେ ବାଧାବିଘ୍ନ ଘାତ ପ୍ରତିଘାତ ଦେଖାଦେବ। କୌଣସି ଖାଦ୍ୟ ପାନୀୟର ଅନିୟମିତତା ହେତୁ […]

astrology

astrology

Jyoshna Pradhan
  • Published: Thursday, 07 May 2020
  • Updated: 27 May 2020, 07:38 AM IST

Sports

Latest News

ମେଷ: ଶତ୍ରୁମାନେ ପରାଜିତ ହେବେ। ବହୁ ପରାତନ ସମସ୍ୟାର ସମାଧାନ କରିବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବୃଷ: ଅନେକ ଦିନର ଆଶା ଅଭିଳାଷା ପୂରଣ ହେବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାର ସୁଯୋଗ ମିଳିବ। ଛାତ୍ରଛାତ୍ରୀମାନଙ୍କ ପାଇଁ  ଦିନଟି ଶୁଭପ୍ରଦ ହେବ।

ମିଥୁନ: ପାରିବାରିକ ଜୀବନ ସୁଖମୟ ହେବ। ମାନ-ସମ୍ମାନ ପ୍ରତିଷ୍ଠା ମିଳିବା ସହିତ ଉତ୍ତମ ଭୋଜନ  ପ୍ରାପ୍ତି ହେବ।

କର୍କଟ: କର୍ମକ୍ଷେତ୍ରରେ ବାଧାବିଘ୍ନ ଘାତ ପ୍ରତିଘାତ ଦେଖାଦେବ। କୌଣସି ଖାଦ୍ୟ ପାନୀୟର ଅନିୟମିତତା ହେତୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ। କୁଆକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ: ନିଜର ଅସୀମ ଧୈର୍ଯ୍ୟ ଓ ସହନଶୀଳତା ଗୁଣ ଯୋଗୁ ସମସ୍ତ କାର୍ଯ୍ୟରେ ସଫଳ ହେବେ। ମହିଳାମାନେ ଉଚ୍ଚ ସମ୍ମାନର ଅଧିକାରୀ ହେବେ।

କନ୍ୟା: ଲାଗିରହିଥିବା ବାଦବିବାଦର  ଅବସାନ ଘଟିବ। କୌଣସି ନୂତନ ଦ୍ରବ୍ୟ ଲାଭର  ସୁଯୋଗ ରହିଛି। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ ତେଣୁ ସତର୍କ ରୁହନ୍ତୁ।

ତୁଳା: ପାରିବାରିକ  ଜୀବନରେ ସ୍ନେହ ଶ୍ରଦ୍ଧା ଅତୁଟ ରହିବ। କର୍ମ କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ସାହାଯ୍ୟ ଲାଭ କରିବେ।

ବିଛା: କାର୍ଯ୍ୟ କ୍ଷେତ୍ରରେ କାମର ଚାପ ବୃଦ୍ଧି ହେତୁ ବ୍ୟସ୍ତ ବିବ୍ରତ ହୋଇଯିବେ। ଆକସ୍ମିକ ଦୁର୍ଘଟଣାର ସମ୍ଭାବନା ରହିଛି। ତେଣୁ ସାବଧାନତା ଅବଲମ୍ବନ କରନ୍ତୁ।

ଧନୁ: ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ମିଳିବ। ଦୁଃସାହସିକ ପଦକ୍ଷେପ ନେଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ବକେୟା ଅର୍ଥ ହସ୍ତଗତ ହେବ ଫଳରେ ଆର୍ଥିକ ସ୍ୱଚ୍ଛଳତା ଦେଖାଦେବ।

ମକର: କର୍ମକ୍ଷେତ୍ରରେ ନୂତନ  ପଦପଦବୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ବିବାଦୀୟ ଘଟଣାରେ ଜୟଯୁକ୍ତ ହେବେ।

କୁମ୍ଭ: ସ୍ଥଗିତ ଥିବା କାମକୁ  ତ୍ୱରାନ୍ୱିତ କରି ଶେଷ  ପର୍ଯ୍ୟାୟରେ ପହଞ୍ଚାଇବେ। ଅସହାୟ ଦୁଃଖୀ ବ୍ୟକ୍ତିଙ୍କୁ ସାହାଯ୍ୟ କରି ପ୍ରଶଂସିତ ହେବେ।

ମୀନ: ଗୁପ୍ତଶତ୍ରୁ ଭୟ ମନରେ ଭୟ ଆଶଙ୍କା ସୃଷ୍ଟି କରିବେ। ଅପ୍ରିୟ ସତ୍ୟକଥା କହି ଦୋଷୀ ସାବ୍ୟସ୍ତ  ହୋଇପାରନ୍ତି। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story