୨ ଅଗଷ୍ଟ, ରବିବାର: ବ୍ୟସ୍ତତା ଭିତରେ ଦିନଟି କଟିବ

ମେଷ: ପିଲାଙ୍କ ପାଠ ପଢ଼ାକୁ ନେଇ ଚିନ୍ତିତ ରହିବେ। ଋଣ ଦିଅନ୍ତୁ ନାହିଁ। ପାରିବାରିକ ଜୀବନ ସୁଖମୟ ହେବ। ବୃଷ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ମିଥୁନ: ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଯିବ। ସବୁ କ୍ଷେତ୍ରରେ ସଫଳତା ମିଳିବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ। କର୍କଟ: ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ ବଢ଼ିବ। ଗୁରୁଜନଙ୍କୁ ପ୍ରଣାମ କରନ୍ତୁ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ସିଂହ: ବ୍ୟସ୍ତତା ଭିତରେ ଦିନଟି କଟିବ। ଆର୍ଥିକ […]

rashi

Jyoshna Pradhan
  • Published: Sunday, 02 August 2020
  • , Updated: 02 August 2020, 07:28 AM IST

ମେଷ: ପିଲାଙ୍କ ପାଠ ପଢ଼ାକୁ ନେଇ ଚିନ୍ତିତ ରହିବେ। ଋଣ ଦିଅନ୍ତୁ ନାହିଁ। ପାରିବାରିକ ଜୀବନ ସୁଖମୟ ହେବ।

ବୃଷ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

ମିଥୁନ: ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଯିବ। ସବୁ କ୍ଷେତ୍ରରେ ସଫଳତା ମିଳିବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କର୍କଟ: ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ ବଢ଼ିବ। ଗୁରୁଜନଙ୍କୁ ପ୍ରଣାମ କରନ୍ତୁ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

ସିଂହ: ବ୍ୟସ୍ତତା ଭିତରେ ଦିନଟି କଟିବ। ଆର୍ଥିକ ସ୍ଥିତି ଭଲ ରହିବ। ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ।

କନ୍ୟା: ଜଳାଶୟ ଠାରୁ ଦୂରେଇ ରୁହନ୍ତୁ। ଭଗବାନ ଗଶେଶଙ୍କୁ ପୂଜା କରନ୍ତୁ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।

ତୁଳା: ସମସ୍ତ କାମ ଅତି ସହଜରେ ସଂପନ୍ନ ହେବ। ବନ୍ଧୁଙ୍କ ସହଯୋଗ ମିଳିବ। କାଉକୁ ଖାଇବାକୁ ଦିଅନ୍ତୁ।

ବିଛା: ଉଧାର ଦେଇଥିବା ଟଙ୍କା ମିଳିପାରେ। ପାରିବାରିକ ଜୀବନରେ ଥିବା ସମସ୍ୟା ଦୂର ହୋଇଯିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: ମିଠା କଥା କହି ଲୋକଙ୍କ ମନ ଜିତିବେ। ଅଳସୁଆ ଅନୁଭବ କରିବେ। ଶରୀରରେ ଆଘାତ ଲାଗି ପାରେ। ଜଗି ରଖି ଚଳନ୍ତୁ।

ମକର: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ଆତ୍ମ ବିଶ୍ୱାସ ବଢ଼ିବ।  ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି।

କୁମ୍ଭ: ଶାରୀରିକ ସୁସ୍ଥତା ଅନୁଭବ କରିବେ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ମନ ବିଚଳିତ ରହିବ।

ମୀନ: ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିବେ। ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ। ଅନେକ ଦିନର ଆଶା ପୂରଣ ହେବ।

 

 

Related story