୪ ଅଗଷ୍ଟ, ମଙ୍ଗଳବାର: ବ୍ୟସ୍ତତା ଭିତରେ ଦିନଟି କଟିବ

ମେଷ: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। କୌଣସି  ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ବୃଷ: ମାନ-ସମ୍ମାନ ମିଳିବ। ବନ୍ଧୁଙ୍କ ସହଯୋଗ ପାଇବେ। ପିଲାମାନେ ମନ ଦେଇ ପାଠ ପଢ଼ିବେ। ମିଥୁନ: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ମାଆ ବାପା ଗୁରୁଙ୍କୁ ପ୍ରଣାମ କରନ୍ତୁ। କୁକୁରକୁ ଖାଇ‍ବାକୁ ଦିଅନ୍ତୁ। କର୍କଟ: କାର୍କ୍ଷ୍ୟ କ୍ଷେତ୍ରରେ ପ୍ରଂଶସିତ ହେବେ। ଆର୍ଥିକ ସ୍ଥିତି ଭଲ ରହିବ। ଖାଦ୍ୟପେୟର ଯତ୍ନ ନିଅନ୍ତୁ। ସିଂହ:  ଅଧିକ ପରିଶ୍ରମ କରିବେ। ବ୍ୟସ୍ତତା ଭିତରେ ଦିନଟି […]

rashi

rashi

Jyoshna Pradhan
  • Published: Tuesday, 04 August 2020
  • Updated: 04 August 2020, 07:40 AM IST

Sports

Latest News

ମେଷ: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। କୌଣସି  ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ବୃଷ: ମାନ-ସମ୍ମାନ ମିଳିବ। ବନ୍ଧୁଙ୍କ ସହଯୋଗ ପାଇବେ। ପିଲାମାନେ ମନ ଦେଇ ପାଠ ପଢ଼ିବେ।

ମିଥୁନ: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ମାଆ ବାପା ଗୁରୁଙ୍କୁ ପ୍ରଣାମ କରନ୍ତୁ। କୁକୁରକୁ ଖାଇ‍ବାକୁ ଦିଅନ୍ତୁ।

କର୍କଟ: କାର୍କ୍ଷ୍ୟ କ୍ଷେତ୍ରରେ ପ୍ରଂଶସିତ ହେବେ। ଆର୍ଥିକ ସ୍ଥିତି ଭଲ ରହିବ। ଖାଦ୍ୟପେୟର ଯତ୍ନ ନିଅନ୍ତୁ।

ସିଂହ:  ଅଧିକ ପରିଶ୍ରମ କରିବେ। ବ୍ୟସ୍ତତା ଭିତରେ ଦିନଟି କଟିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ସହକର୍ମୀଙ୍କ ଠାରୁ  ସାହାଯ୍ୟ ପାଇବେ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଉତ୍ସାହ ଉଲ୍ଲାସରେ  ସମୟ ଅତିବାହିତ କରିବେ।

ତୁଳା: ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରେ।  ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ।  ଭଗବାନ ଗଣେଶକୁ ପୂଜା କରନ୍ତୁ।

ବିଛା: ପରିବାରରେ ହସ ଖୁସିର ପରିବେଶ ରହିବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ। ଜଳାଶୟ ଠାରୁ ଦୂରେଇ ରୁହନ୍ତୁ।

ଧନୁ: ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଜନ କଲ୍ୟାଣ  କାର୍ଯ୍ୟ ଇଚ୍ଛା ଅନୁସାରେ ସଂପନ୍ନ ହେବ। ଆତ୍ମବିଶ୍ୱାସ ବଢ଼ିବ।

ମକର: ମନ ଖୁସି ରହିବ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ମନ ବିଚଳିତ ରହିବ।

କୁମ୍ଭ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶରୀରରେ ଆଘାତ ଲାଗିପାରେ। ଜଗି ରଖି ଚଳନ୍ତୁ।

ମୀନ: ଦ୍ୱନ୍ଦ୍ୱ ଭିତରେ ରହିବେ। କୌଣସି ଗୂରୂତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅପରାହ୍ଣ ପରେ ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story