ଜୁଲାଇ ୨୬, ରବିବାର: ଅଚିହ୍ନା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ

ମେଷ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। କୁକୁରକୁ ଖାଇବାକୁ ଦିଅନ୍ତୁ। ବୃଷ:  ନୂଆ ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଭଲପାଉଥିବା ଲୋକମାନେ ଦୂରେଇ ଯାଇ ପାରନ୍ତି। ମାଆଙ୍କ ଆର୍ଶୀବାଦ ନିଅନ୍ତୁ। ମିଥୁନ: ଶତ୍ରୁମାନଙ୍କଠାରୁ ଦୂରେଇ ରୁହନ୍ତୁ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। କୁକୁରକୁ ଖାଇବାକୁ ଦିଅନ୍ତୁ। କର୍କଟ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଖୁସି ଖବର ଶୁଣି ପାରନ୍ତି। ଅପରାହ୍ଣ ପରେ ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ସିଂହ: ନକାରାତ୍ମକ ଚିନ୍ତା […]

rashi

Jyoshna Pradhan
  • Published: Sunday, 26 July 2020
  • , Updated: 26 July 2020, 08:03 AM IST

ମେଷ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। କୁକୁରକୁ ଖାଇବାକୁ ଦିଅନ୍ତୁ।

ବୃଷ:  ନୂଆ ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଭଲପାଉଥିବା ଲୋକମାନେ ଦୂରେଇ ଯାଇ ପାରନ୍ତି। ମାଆଙ୍କ ଆର୍ଶୀବାଦ ନିଅନ୍ତୁ।

ମିଥୁନ: ଶତ୍ରୁମାନଙ୍କଠାରୁ ଦୂରେଇ ରୁହନ୍ତୁ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। କୁକୁରକୁ ଖାଇବାକୁ ଦିଅନ୍ତୁ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଖୁସି ଖବର ଶୁଣି ପାରନ୍ତି। ଅପରାହ୍ଣ ପରେ ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ସିଂହ: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ମଉନ ରହିବାକୁ ଚେଷ୍ଟା କରନ୍ତୁ।

କନ୍ୟା:  ଅଜଣା ଆଶଙ୍କାରେ ମନ ଦୁର୍ବଳ ରହିବ। ପିଲାମାନେ ମନ ଦେଇ ପାଠ ପଢ଼ିବେ। ଖାଦ୍ୟପେୟର ଯତ୍ନ ନିଅନ୍ତୁ।

ତୁଳା: ସଞ୍ଚିତ ଅର୍ଥରୁ କିଛି ବ୍ୟୟ ହେବାର ସମ୍ଭାବନା ରହିଛି। ମିଠା କଥା କହି ଲୋକଙ୍କ ମନ ଜିତିବେ। ବ୍ୟସ୍ତତା ଭିତରେ ଦିନଟି କଟିବ।

ବିଛା: ଦ୍ୱନ୍ଦ୍ୱ ଭିତରେ ରହିବ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ।

ଧନୁ: ଗବେଷଣାରତ କାର୍ଯ୍ୟରେ ଅଧିକ ସଫଳତା ମିଳିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ମନ ଖୁସି ରହିବ।

ମକର: ସକାଳ ସମୟଟି ପ୍ରତିଟି କାର୍ଯ୍ୟ ପାଇଁ ଅନୁକୂଳ ରହିବ। ଲୋଭର ବଶବର୍ତ୍ତୀ ହୋଇ କିଛି ଭୁଲ କରିପାରନ୍ତି। ଜଗି ରଖି ଚଳନ୍ତୁ।

କୁମ୍ଭ: ମାନ-ସମ୍ମାନ ମିଳିବ। ମନ ବିଚଳିତ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ: ଆତ୍ମବିଶ୍ୱାସ ବଢ଼ିବ। ଜଳାଶୟ ଠାରୁ ଦୂରେଇ ରୁହନ୍ତୁ। ଅଚିହ୍ନା ବ୍ୟକ୍ତିଙ୍କ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ।

 

 

Related story