ଜୁଲାଇ ୨୮, ମଙ୍ଗଳବାର: ଶରୀରରେ ଆଘାତ ଲାଗି ପାରେ

ମେଷ: ମନ ଖୁସି ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାରରେ ହସ ଓ ଖୁସିର ପରିବେଶ ରହିବ। ବୃଷ: ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଶତ୍ରୁମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ମିଥୁନ: ବୁଦ୍ଧିମତାର ପରିଚୟ ଦେବେ। ପିଲାମାନେ ମନ ଦେଇ ପାଠ ପଢ଼ିବେ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। କର୍କଟ: ଦୂରେଇ ଯାଇଥିବା ଲୋକେ ପୁଣି ପାଖେଇ ଆସିବେ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। କୁକୁରକୁ ଖାଇବାକୁ ଦିଅନ୍ତୁ। ସିଂହ: ବାଦ-ବିବାଦ […]

rashi

Jyoshna Pradhan
  • Published: Tuesday, 28 July 2020
  • , Updated: 28 July 2020, 03:06 PM IST

ମେଷ: ମନ ଖୁସି ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାରରେ ହସ ଓ ଖୁସିର ପରିବେଶ ରହିବ।

ବୃଷ: ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଶତ୍ରୁମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ମିଥୁନ: ବୁଦ୍ଧିମତାର ପରିଚୟ ଦେବେ। ପିଲାମାନେ ମନ ଦେଇ ପାଠ ପଢ଼ିବେ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

କର୍କଟ: ଦୂରେଇ ଯାଇଥିବା ଲୋକେ ପୁଣି ପାଖେଇ ଆସିବେ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। କୁକୁରକୁ ଖାଇବାକୁ ଦିଅନ୍ତୁ।

ସିଂହ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ। ମନ ବିଚଳିତ ରହିବ।

କନ୍ୟା:  କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ।

ତୁଳା: ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଶରୀରରେ ଆଘାତ ଲାଗି ପାରେ। ଜଳାଶୟ ଠାରୁ ଦୂରେଇ ରୁହନ୍ତୁ।

ବିଛା: ପରୋପକାର ଚିନ୍ତା କରି ଶାନ୍ତି ପାଇବେ। ଖର୍ଚ୍ଚ ବଢ଼ିବ। ଖାଦ୍ୟପେୟର ଯତ୍ନ ନିଅନ୍ତୁ।

ଧନୁ:  ଇଚ୍ଛା କରୁଥିବା କାମରେ ସଫଳତା ମିଳିବ। ମିଠା କଥା କହି ଲୋକଙ୍କ ମନ ଜିତିବେ। ମାନ-ସମ୍ମାନ ମିଳିବ।

ମକର: ବ୍ୟସ୍ତତା ଭିତରେ ଦିନ କଟିବ। ଋଣ ଦିଅନ୍ତୁ ନାହିଁ। ଅପରାହ୍ଣ ପରେ ଅଳସୁଆ ଅନୁଭବ କରିବେ।

କୁମ୍ଭ: ଯୋଗ୍ୟତା ଅନୁସାରେ ଫଳ ପ୍ରାପ୍ତି ହେବ। ଆଧ୍ୟାତ୍ମିକ ପରିବେଶରେ ସମୟ ବିତାଇବେ। ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରନ୍ତୁ।

ମୀନ: ସନ୍ତାନଙ୍କ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଦ୍ୱନ୍ଦ୍ୱ ଭିତରେ ରହିବ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି।

 

Related story