ଜୁଲାଇ ୩୧, ଶୁକ୍ରବାର: ଅଧିକ ପରିଶ୍ରମ କରିବେ

ମେଷ: ଆଧ୍ୟାତ୍ମିକ ପରିବେଶରେ ମାନସିକ ଶାନ୍ତି ପାଇବେ। ବନ୍ଧୁଙ୍କ ସହଯୋଗ ମିଳିବ। ଖାଦ୍ୟପେୟର ଯତ୍ନ  ନିଅନ୍ତୁ। ବୃଷ: ଦ୍ୱନ୍ଦ୍ୱ ଭିତରେ ରହିବେ। ଭୁଲ୍ ସମ୍ବାଦ ପାଇ ବ୍ୟଥିତ ହେବେ। ଅଧିକ ପରିଶ୍ରମ କରିବେ। ମିଥୁନ: ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ପତିପତ୍ନୀଙ୍କ ମଧ୍ୟରେ ମାନ ଅଭିମାନ ଦେଖାଦେବ। କୁକୁରଙ୍କୁ ଖାଇବାକୁ ଦିଅନ୍ତୁ। କର୍କଟ: ପରୋପକାର କାର୍ଯ୍ୟରେ ସମୟ ଅତିବାହିତ ହେବ। ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସିଂହ:  ବ୍ୟସ୍ତତା ଭିତରେ […]

rashi

rashi

Jyoshna Pradhan
  • Published: Friday, 31 July 2020
  • Updated: 31 July 2020, 12:09 PM IST

Sports

Latest News

ମେଷ: ଆଧ୍ୟାତ୍ମିକ ପରିବେଶରେ ମାନସିକ ଶାନ୍ତି ପାଇବେ। ବନ୍ଧୁଙ୍କ ସହଯୋଗ ମିଳିବ। ଖାଦ୍ୟପେୟର ଯତ୍ନ  ନିଅନ୍ତୁ।

ବୃଷ: ଦ୍ୱନ୍ଦ୍ୱ ଭିତରେ ରହିବେ। ଭୁଲ୍ ସମ୍ବାଦ ପାଇ ବ୍ୟଥିତ ହେବେ। ଅଧିକ ପରିଶ୍ରମ କରିବେ।

ମିଥୁନ: ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ପତିପତ୍ନୀଙ୍କ ମଧ୍ୟରେ ମାନ ଅଭିମାନ ଦେଖାଦେବ। କୁକୁରଙ୍କୁ ଖାଇବାକୁ ଦିଅନ୍ତୁ।

କର୍କଟ: ପରୋପକାର କାର୍ଯ୍ୟରେ ସମୟ ଅତିବାହିତ ହେବ। ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ:  ବ୍ୟସ୍ତତା ଭିତରେ ଦିନଟି କଟିବ। ମିଠା କଥା କହି ଲୋକଙ୍କ ମନ ଜିତିବେ। ପିଲାମାନେ ମନ ଦେଇ ପାଠ ପଢ଼ିବେ।

କନ୍ୟା: ପରିବାରରେ ହସ ଓ ଖୁସିର ପରିବେଶ ରହିବ। ଅନ୍ୟମନସ୍କ  ରହି ଭୁଲ୍ କରି ପାରନ୍ତି। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ତୁଳା: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ମନ ବିଚଳିତ ରହିବ। ଜଳାଶୟ ଠାରୁ ଦୂରେଇ ରୁହନ୍ତୁ।

ବିଛା: ଆତ୍ମବିଶ୍ୱାସ ବଢ଼ିବ। ଖର୍ଚ୍ଚ ବଢ଼ିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। କୁକୁରକୁ ଖାଇବାକୁ ଦିଅନ୍ତୁ।

ଧନୁ: ସ୍ୱାଦିଷ୍ଟ ଖାଦ୍ୟ ଖାଇ ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଅପରାହ୍ଣ ପରେ ଅସୁସ୍ଥ ଅନୁଭବ କରିବେ।

ମକର: ଜିଦି ସ୍ୱଭାବ ଯୋଗୁ ସମ୍ପର୍କରେ ବାଧା ସୃଷ୍ଟିହେବ। ମାନ-ସମ୍ମାନ ମିଳିବ। ମନକଥା କାହାକୁ କହିପାରିବେ ନାହିଁ।

କୁମ୍ଭ: ଶରୀରରେ ଆଘାତ ଲାଗିପାରେ। ଯୁକିତର୍କ ଠାରୁ ଦୂରେଇ ରୁହନ୍ତୁ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ମୀନ:  ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ପରିଶ୍ରମ ଅନୁସାରେ ପାରିଶ୍ରମିକ କମ୍ ପାଇବେ। ଅସହାୟ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ପ୍ରଦାନ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos