Advertisment

ଅସଫଳ କାମକୁ ସଫଳ କରେ ରୋଷେଇ ଘରେ ଥିବା ଏହି ଜିନିଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ’ଣ ଆପଣ ଜାଣିଛନ୍ତି କି, ଆପଣଙ୍କ ରୋଷେଇ ଘରେ ଥିବା ଜିନିଷରେ ଆପଣଙ୍କ ଭାଗ୍ୟ ବଦଳିପାରେ। ଗୋଲମରିଚ ଏପରି ଏକ ଜିନିଷ ଯାହା ଆପଣଙ୍କ ସବୁ ଦୁଃଖ ଦୂର କରିବା ସହ ଘରେ ସୁଖ ସମୃଦ୍ଧି ଆଣି ଦେଇଥାଏ। ଆଜି ଆପଣଙ୍କ ଗୋଲମରିଚକୁ ନେଇ କିଛି ସହଜ ଉପାୟ କହିବୁ ଯାହା ବ୍ୟବହାର କରି ଆପଣ ସୁଖ ସମୃଦ୍ଧିର ଅଧିକାରୀ ହୋଇପାରିବେ। – ଦୀର୍ଘ ଦିନର ଚେଷ୍ଟା ସତ୍ତ୍ୱେ ଆପଣ କାମରେ ସଫଳତା ପାଇ […]

ଅଦ୍ୟତନ ହୋଇଛି
ଅସଫଳ କାମକୁ ସଫଳ କରେ ରୋଷେଇ ଘରେ ଥିବା ଏହି ଜିନିଷ

p31

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ’ଣ ଆପଣ ଜାଣିଛନ୍ତି କି, ଆପଣଙ୍କ ରୋଷେଇ ଘରେ ଥିବା ଜିନିଷରେ ଆପଣଙ୍କ ଭାଗ୍ୟ ବଦଳିପାରେ। ଗୋଲମରିଚ ଏପରି ଏକ ଜିନିଷ ଯାହା ଆପଣଙ୍କ ସବୁ ଦୁଃଖ ଦୂର କରିବା ସହ ଘରେ ସୁଖ ସମୃଦ୍ଧି ଆଣି ଦେଇଥାଏ। ଆଜି ଆପଣଙ୍କ ଗୋଲମରିଚକୁ ନେଇ କିଛି ସହଜ ଉପାୟ କହିବୁ ଯାହା ବ୍ୟବହାର କରି ଆପଣ ସୁଖ ସମୃଦ୍ଧିର ଅଧିକାରୀ ହୋଇପାରିବେ।

Advertisment

publive-image

- ଦୀର୍ଘ ଦିନର ଚେଷ୍ଟା ସତ୍ତ୍ୱେ ଆପଣ କାମରେ ସଫଳତା ପାଇ ପାରୁ ନାହାନ୍ତି। ଯେଉଁ କାମ ପାଇଁ ବାହାରକୁ ଯାଉଛନ୍ତି ଯଦି ତାହା ବିଫଳ ହୋଇଯାଉଛି, ତାହାଲେ ଆପଣ ଜରୁରି କାମ ପାଇଁ ଘରୁ ବାହାରକୁ ଯିବା ବେଳେ ଘରର ଦ୍ୱାରରେ ଅଳ୍ପ ଗୋଲମରିଚ ରଖି ବାହାରକୁ ଯାଆନ୍ତୁ। ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ।

-ଘରେ କାହାର ଖରାପ ନଜର ଥିଲେ ଆପଣ ଦୀପ ଜଳାଇଲା ବେଳେ ସେଥିରେ ଅଳ୍ପ ଗୋଲମରିଚ ରଖି ଦୀପକୁ ଘରର ଏକ କୋଣରେ ରଖି ଦିଅନ୍ତୁ। ଏହା କଲେ ଘରେ ଖରାପ ନଜର ପଡ଼ିନଥାଏ।

Advertisment

-ଗୋଲମରିଚ ଶନି ଦୋଷ ମଧ୍ୟ ଦୂର କରିଥାଏ। ଆପଣଙ୍କ ଶନି ଦୋଷ ଥିଲେ ଏକ କଳା କପଡ଼ାରେ କିଛି ଟଙ୍କା ଏବଂ ଗୋଲମରିଚ ରଖି କୌଣସି ଲୋକଙ୍କୁ ଦାନ କରି ଦିଅନ୍ତୁ। ଏହାର ପରିଣାମ ଆପଣଙ୍କୁ ଶିଘ୍ର ମିଳିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe