ଘରେ ଲଗାନ୍ତୁ ୱିଣ୍ଡ୍‌ ଚାଇମ୍‌, ଦୂର ହୋଇଯିବ ନେଗେଟିଭିଟି

ଘର ସାଜସଜ୍ଜା ନିମନ୍ତେ ଏବେ ୱିଣ୍ଡ୍‌ ଚାଇମ୍‌ର ଚାହିଦା ବେଶି। ସାଧାରଣତଃ ପେଙ୍ଗୁଶୁଇରେ ଏହାକୁ ଶୁଭ ବୋଲି ଧରା ଯାଉଥିବା ବେଳେ ଏହାର ରୁଣୁଝୁଣ ଶବ୍ଦରେ ଘରର ନକରାତ୍ମକ ଶକ୍ତି ଦୂର ହୁଏ ବୋଲି ବିଶ୍ୱାସ ରହିଛି। ପେଙ୍ଗଶୁଇ ଅନୁଯାୟୀ,  ୱିଣ୍ଡ୍‌ ଚାଇମ୍ ଲଗାଇବା ଦ୍ୱାରା ଘରର ଉନ୍ନତି ହୋଇଥାଏ ଓ ପରିବାର ସଦସ୍ୟଙ୍କ ମଧ୍ୟରେ ହସଖୁସି ଭରି ଯାଇଥାଏ। ଛୋଟ ଛୋଟ ଘଣ୍ଟିରେ ତିଆରି ହୋଇଥିବା ୱିଣ୍ଡ୍‌ ଚାଇମ୍ ଦେଖିବାକୁ ଖୁବ୍‌ ସୁନ୍ଦର ଓ ଆକର୍ଷଣୀୟ […]

wind-chime

wind-chime

Niharika Rout
  • Published: Thursday, 16 September 2021
  • Updated: 16 September 2021, 10:14 AM IST

Sports

Latest News

ଘର ସାଜସଜ୍ଜା ନିମନ୍ତେ ଏବେ ୱିଣ୍ଡ୍‌ ଚାଇମ୍‌ର ଚାହିଦା ବେଶି। ସାଧାରଣତଃ ପେଙ୍ଗୁଶୁଇରେ ଏହାକୁ ଶୁଭ ବୋଲି ଧରା ଯାଉଥିବା ବେଳେ ଏହାର ରୁଣୁଝୁଣ ଶବ୍ଦରେ ଘରର ନକରାତ୍ମକ ଶକ୍ତି ଦୂର ହୁଏ ବୋଲି ବିଶ୍ୱାସ ରହିଛି। ପେଙ୍ଗଶୁଇ ଅନୁଯାୟୀ,  ୱିଣ୍ଡ୍‌ ଚାଇମ୍ ଲଗାଇବା ଦ୍ୱାରା ଘରର ଉନ୍ନତି ହୋଇଥାଏ ଓ ପରିବାର ସଦସ୍ୟଙ୍କ ମଧ୍ୟରେ ହସଖୁସି ଭରି ଯାଇଥାଏ।

ଛୋଟ ଛୋଟ ଘଣ୍ଟିରେ ତିଆରି ହୋଇଥିବା ୱିଣ୍ଡ୍‌ ଚାଇମ୍ ଦେଖିବାକୁ ଖୁବ୍‌ ସୁନ୍ଦର ଓ ଆକର୍ଷଣୀୟ ହୋଇଥାଏ। ଯେ କେହି ପ୍ରଥମ ଦେଖାରେ ଏହା ପ୍ରେମରେ ପଡ଼ିଯାଏ। ଏହାକୁ ଘରର ମୁଖ୍ୟ ଦ୍ୱାର, ଅନ୍ୟ ଦ୍ୱାର ତଥା ଝରକାରେ ଲଗା ଯାଇଥାଏ।  ଆଜି ଜାଣିବା ଏହାକୁ ଘରେ ଲଗାଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ ।

 -ଘରେ ୱିଣ୍ଡ ଚାଇମ୍‌ ଲଗାଇବା ଦ୍ୱାରା ଘରର ନେଗେଟିଭିଟି ଦୂର ହୋଇଥାଏ। ଏହାଦ୍ୱାରା ଘରେ ସକରାତ୍ମକ ଏନର୍ଜୀ ଉତ୍ପନ ହୋଇଥାଏ।

 -ପେଙ୍ଗଶୁଇ ଅନୁଯାୟୀ, ୱିଣ୍ଡ ଚାଇମ୍‌ର ଶବ୍ଦ ଘରେ ଗୁଞ୍ଜରିତ ହେବା ଦ୍ୱାରା ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ। କେବଳ ସେତିକି ନୁହେଁ, ପରିବାର ସଦସ୍ୟଙ୍କ  ସମ୍ପର୍କରେ ମଧୁରତା ଭରି ଯାଇଥାଏ।

 - ପେଙ୍ଗଶୁଇ ଅନୁଯାୟୀ, ୫ କିମ୍ବା ୭ ରଡ ବିଶିଷ୍ଟ ୱିଣ୍ଡ ଚାଇମ୍‌କୁ ଗୁଡଲକ୍‌ ବୋଲି ବିଶ୍ୱାସ୍‌ କରିଥାନ୍ତି ଲୋକ। ଏହାକୁ ଘରେ ଲଗାଇବା ଦ୍ୱାରା ଭାଗ୍ୟଦୋୟ ହୋଇଥାଏ।

 -ଘରେ ୱିଣ୍ଡ ଚାଇମ୍‌ ଲଗାଇବା ଦ୍ୱାରା ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି।

 -ହେଲେ ପ୍ଲାଷ୍ଟିକରେ ତିଆରି ପେଙ୍ଗଶୁଇକୁ ଅଶୁଭ ବୋଲି ଧରାଯାଏ। ଏହାକୁ ଘରେ ଲଗାଇବା ଦ୍ୱାରା ନକରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ବିଶ୍ୱାସ ରହିଛି।

 -ଘରର ପଶ୍ଚିମ କିମ୍ବା ଉତ୍ତର ପଶ୍ଚିମ ଦିଗରେ ଧାତୁରେ ନିର୍ମିତ ୱିଣ୍ଡ ଚାଇମ୍‌ ଲଗାଇବାକୁ ଶୁଭ ବୋଲି ଧରାଯାଏ। ଏହାବାଦ ଦକ୍ଷିଣ ପୂର୍ବ କିମ୍ବା ଦକ୍ଷିଣ ଦିଗରେ କାଠ କିମ୍ବା ବାଉଁଶରେ ତିଆରି ୱିଣ୍ଡ ଚାଇମ୍‌କୁ ଲଗାଯାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story