ନୂଆବର୍ଷରେ ରାଶି ଅନୁସାରେ ଗଢ଼ନ୍ତୁ କ୍ୟାରିଅର୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆବର୍ଷ ଆରମ୍ଭ ହେଲେ, ସମସ୍ତେ ପୁରୁଣା କଥାକୁ ଭୁଲି ନୂଆ ରୂପରେ ଜୀବନକୁ ଆରମ୍ଭ କରିବା ପାଇଁ ଚିନ୍ତା କରନ୍ତି। ତେବେ ଯୁବ ପିଢ଼ି ଓ ପ୍ରଫେସନାଲ୍‌ଙ୍କ ମୁଖ୍ୟ ଚିନ୍ତା ଥାଏ, କ୍ୟାରିଅର୍‌ରେ କିପରି ଉନ୍ନତି କରିବେ। ପୁରୁଣା ବର୍ଷରେ କାର୍ଯ୍ୟରେ କିଏ ସଫଳତା ପାଇଥାଏ ତ କିଏ ବିଫଳତା। କିନ୍ତୁ ସେ ସବୁକୁ ଭୁଲି ପୁଣି ନୂଆ ଭାବେ କାର୍ଯ୍ୟ ଆରମ୍ଭ କରିବା ଲୋକ ହିଁ ଜୀବନରେ ଉନ୍ନତି କରିଥାଏ। ଅନେକ […]

cct

cct

Mihir Pattnayak
  • Published: Wednesday, 02 January 2019
  • Updated: 02 January 2019, 07:53 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆବର୍ଷ ଆରମ୍ଭ ହେଲେ, ସମସ୍ତେ ପୁରୁଣା କଥାକୁ ଭୁଲି ନୂଆ ରୂପରେ ଜୀବନକୁ ଆରମ୍ଭ କରିବା ପାଇଁ ଚିନ୍ତା କରନ୍ତି। ତେବେ ଯୁବ ପିଢ଼ି ଓ ପ୍ରଫେସନାଲ୍‌ଙ୍କ ମୁଖ୍ୟ ଚିନ୍ତା ଥାଏ, କ୍ୟାରିଅର୍‌ରେ କିପରି ଉନ୍ନତି କରିବେ।

ପୁରୁଣା ବର୍ଷରେ କାର୍ଯ୍ୟରେ କିଏ ସଫଳତା ପାଇଥାଏ ତ କିଏ ବିଫଳତା। କିନ୍ତୁ ସେ ସବୁକୁ ଭୁଲି ପୁଣି ନୂଆ ଭାବେ କାର୍ଯ୍ୟ ଆରମ୍ଭ କରିବା ଲୋକ ହିଁ ଜୀବନରେ ଉନ୍ନତି କରିଥାଏ। ଅନେକ ଲୋକ ଅଛନ୍ତି, ଯେଉଁମାନେ ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ କରନ୍ତି ଏବଂ ସେହି ଅନୁସାରେ କାମ କରନ୍ତି । ଗ୍ରହ ଚଳନ ଅନୁସାରେ ରାଶି ଚକ୍ରରେ ଶୁଭ, ଅଶୁଭ ହୋଇଥାଏ । ସେହିପରି ଯଦି ଆପଣ ଜ୍ୟୋତିଷ ଶାସ୍ତ୍ରକୁ ବିଶ୍ୱାସ କରୁଛନ୍ତି, ତେବେ ରାଶି ଅନୁସାରେ କାର୍ଯ୍ୟ କଲେ, କ୍ୟାରିଅର୍‌ରେ ସଫଳତା ମିଳିଥାଏ।

ଆଜି ଆସନ୍ତୁ ଜାଣିବା ରାଶି ଅନୁସାରେ, ଆପଣ କେଉଁ କାର୍ଯ୍ୟ କଲେ ନୂଆବର୍ଷରେ ସଫଳ ହୋଇପାରିବେ।

ମେଷ : ମେଷ ରାଶିର ବ୍ୟକ୍ତି ଦାୟିତ୍ୱ ନେବାକୁ ପସନ୍ଦ କରିଥା'ନ୍ତି । ସେଥିପାଇଁ ଏମାନଙ୍କୁ ରାଜନୀତିରେ ରହିବା ଉଚିତ୍‌ । ମ୍ୟାନେଜ୍‌ମେଣ୍ଟ୍‌ କ୍ଷେତ୍ରରେ ଏମାନେ ସୁଫଳ ପାଇଥା'ନ୍ତି ।

ବୃଷ : ଏହି ରାଶିର ଲୋକ କଳାର ପୂଜାରୀ ହୋଇଥା'ନ୍ତି। ତେଣୁ ଏମାନେ ଚିତ୍ରକଳା, ମୂର୍ତ୍ତି ନିର୍ମାଣ ଭଳି କାର୍ଯ୍ୟରେ ସଫଳତା ପାଇଥା'ନ୍ତି ।

ମିଥୁନ : ଏହି ରାଶିର ଲୋକ ବ୍ୟସ୍ତ ରହିବା କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି। ତେଣୁ ଏମାନେ ଟେକ୍ନୋଲୋଜି, ଶିକ୍ଷା ଓ ଟ୍ରାଭେଲ୍ସ୍ ଆଦି କାର୍ଯ୍ୟରେ ସଫଳ ହୋଇଥା'ନ୍ତି ।

କର୍କଟ : ଏହି ରାଶିର ଲୋକ ଶିକ୍ଷା ଓ ସାମାଜିକ କାର୍ଯ୍ୟ ଭଳି କ୍ଷେତ୍ରରେ ସୁନାମ ଅର୍ଜନ କରିଥା'ନ୍ତି। ତେଣୁ ଏମାନଙ୍କୁ ଏହି କ୍ଷେତ୍ରରେ କ୍ୟାରିଅର୍‌ କରିବା ଉଚିତ୍‌।

ସିଂହ : ଏହି ରାଶିର ଲୋକ ରାଜା ଭଳି ବଞ୍ଚିବାକୁ ଚାହିଁଥା'ନ୍ତି। ତେଣୁ ଏମାନେ ରାଜନୀତି, ମ୍ୟାନେଜ୍‌ମେଣ୍ଟ୍‌ କ୍ଷେତ୍ରରେ ସୁଫଳ ପାଇଥା'ନ୍ତି।

କନ୍ୟା : ଏହି ରାଶିର ଲୋକ ଲେଖକ, ସାମ୍ବାଦିକ, ସମ୍ପାଦକ ଓ ଗବେଷକ ହେଲେ ସଫଳ ହୋଇଥା'ନ୍ତି।

ତୁଳା : ଏହି ରାଶିର ଲୋକ ସାମ୍ବାଦିକ, ପ୍ରଫେସର୍‌, ଲେଖକ ଓ ମାର୍କେଟିଂରେ କାର୍ଯ୍ୟ କଲେ ସଫଳତା ଅର୍ଜନ କରନ୍ତି।

ବିଛା : ଏହି ରାଶିର ଲୋକ ସବୁ କାମ ଭାବି ବିଚାରି କରିଥା'ନ୍ତି । ତେଣୁ ଏମାନେ ଜ୍ୟୋତିଷ ଓ ବାସ୍ତୁ ବିଚାରରେ ସୁନାମ ଅର୍ଜନ କରନ୍ତି।

ଧନୁ : ଏହି ରାଶିର ଲୋକ ବୁଲାବୁଲି କରିବାକୁ ପସନ୍ଦ କରିଥା'ନ୍ତି। ତେଣୁ ଏମାନେ ଟ୍ରାଭେଲ୍‌ ଏଜେନ୍ସି କଲେ ସଫଳତା ମିଳିବ।

ମକର : ଏହି ରାଶିର ଲୋକ ସାଧାରଣତଃ ବୈଜ୍ଞାନିକ, ମ୍ୟାନେଜର ଓ ବ୍ୟାଙ୍କରେ ଯୋଗ ଦେଲେ ସୁନାମ ଅର୍ଜନ କରିବେ।

କୁମ୍ଭ : ଏହି ରାଶିର ଲୋକ ଅଧିକ ଫଳ ଆଶା ରଖି ନ ଥା'ନ୍ତି।  ତେଣୁ ଏମାନେ ବୈଜ୍ଞାନିକ ଓ ଡିଜାଇନର୍ ବୃତ୍ତିରେ ସଫଳ ହେବ।

ମୀନ :  ଏହି ରାଶିର ଲୋକ ଖୁସିରେ ରହିବାକୁ ଚାହାଁନ୍ତି।  କିଛି ବଡ଼ ଆଶା ନ ରଖି ଏମାନେ କୌଣସି କାର୍ଯ୍ୟରେ ବି ଶୁଭ ଫଳ ପାଇ ପାରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story