୩୦ଅକ୍ଟୋବର,ଶୁକ୍ରବାର:ମନୋବଳ ଦୃଢ଼ ହେବ

ମେଷ: ମାନସିକତାରେ ପରିବର୍ତ୍ତନ ହେବ। ଗୁରୁଜନଙ୍କଠାରୁ ଆଶୀର୍ବାଦ ପାଇବେ। ପୁରାତନ ଶତ୍ରୁମାନେ ମୁଣ୍ଡ ଟେକି ପାରନ୍ତି। ବୃଷ: ସମସ୍ତ କାମ ନିର୍ବିଘ୍ନରେ ସଂପନ୍ନ କରିବେ। ଜାଗା, ଜମି, ଯାନବାହନ ଓ ସଂପତ୍ତି କ୍ରୟ ଏବଂ ବିକ୍ରୟ କରିପାରିବେ। କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ ନିଜ ହାତକୁ ନେବେ। ମିଥୁନ: ଉଚ୍ଚାଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। କର୍କଟ: ଶୁଭ ସମାଚାର ପ୍ରାପ୍ତି ହେବ। କଠିନ ପରିଶ୍ରମ କରି ନିଜର ପତିଆରା ବଜାୟ ରଖିବେ। […]

hhhhhhhhhhhhhh

hhhhhhhhhhhhhh

Tapaswini Nayak
  • Published: Friday, 30 October 2020
  • Updated: 30 October 2020, 08:24 AM IST

ମେଷ: ମାନସିକତାରେ ପରିବର୍ତ୍ତନ ହେବ। ଗୁରୁଜନଙ୍କଠାରୁ ଆଶୀର୍ବାଦ ପାଇବେ। ପୁରାତନ ଶତ୍ରୁମାନେ ମୁଣ୍ଡ ଟେକି ପାରନ୍ତି।

ବୃଷ: ସମସ୍ତ କାମ ନିର୍ବିଘ୍ନରେ ସଂପନ୍ନ କରିବେ। ଜାଗା, ଜମି, ଯାନବାହନ ଓ ସଂପତ୍ତି କ୍ରୟ ଏବଂ ବିକ୍ରୟ କରିପାରିବେ। କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ ନିଜ ହାତକୁ ନେବେ।

ମିଥୁନ: ଉଚ୍ଚାଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ।

କର୍କଟ: ଶୁଭ ସମାଚାର ପ୍ରାପ୍ତି ହେବ। କଠିନ ପରିଶ୍ରମ କରି ନିଜର ପତିଆରା ବଜାୟ ରଖିବେ। କାରବାରରେ ବହୁତ ଲାଭ ପାଇବାର ଯୋଗ ଅଛି।

ସିଂହ: ପରୋପକାର ବା ଜନକଲ୍ୟାଣ କାମରେ ବ୍ୟସ୍ତ ରହିବେ। ଲୋକପ୍ରିୟତା ହାସଲ କରିବେ। କ୍ରୋଧିତ ହେଲେ କାର୍ଯ୍ୟରେ ସଫଳ ହେବେ ନାହିଁ।

କନ୍ୟା: ଶରୀର ସୁସ୍ଥ ରହିବ। ଅଟକିଥିବା ଟଙ୍କା ମିଳିଯିବ। କର୍ମକ୍ଷେତ୍ରରେ ପଦୋନ୍ନତିରେ ସୂଚନା ମିଳିପାରେ।

ତୁଳା: ସଂପର୍କୀୟ ବ୍ୟକ୍ତି ଆର୍ଥିକ ସହାୟତା କରିବେ। ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ନିଜ ବିବେକ ଦ୍ୱାରା ସମସ୍ତ ସମସ୍ୟାର ସମାଧାନ କରିପାରିବେ।

ବିଛା: ଯେତେ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ। ପୁରୁଣା ବନ୍ଧୁଙ୍କ ସହାୟତାରେ ଆର୍ଥିକ ସ୍ଥିତି ବଦଳିବ। କୌଣସି ଖବର ପାଇ ଆଶ୍ଚର୍ଯ୍ୟ ହେବେ।

ଧନୁ: ବିଦ୍ୟାର୍ଥୀମାନଙ୍କୁ ଶୁଭ ସୂଚନା ମିଳିବ। ବୁଦ୍ଧି ବିବେକ ଖଟାଇ ଧୈର୍ଯ୍ୟର ସହିତ ଚାଲିବା ଉଚିତ। ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଯା’ଆସ କରିବା ଉଚିତ୍।

ମକର: ଶୁଭ ସମାଚାର ଶୁଣିବେ। ସ୍ୱାସ୍ଥ୍ୟରେ ସୁଧାର ଆସିବ। ମନୋବଳ ଦୃଢ଼ ହେବ। କୌଣସି ନୂଆ କାମ ଆରମ୍ଭ କରିବେ। ଅଧ୍ୟାପନା ଓ ଅନୁସନ୍ଧାନ ପରି କାର୍ଯ୍ୟରେ ସଫଳତା ମିଳିବ।

କୁମ୍ଭ: ଶତ୍ରୁମାନେ ଦୂରେଇ ରହିବେ। ମାନସିକ ଶାନ୍ତି ମିଳିବ। ବନ୍ଧୁବାନ୍ଧବଙ୍କ ଠାରୁ କୌଣସି ଶୁଭ ସମାଚାର ଶୁଣିବେ।

ମୀନ: ସହଯୋଗୀଙ୍କ ଦ୍ୱାରା ଆଶାତୀତ ଲାଭ ପାଇବେ। ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story