୮ ସେପ୍ଟେମ୍ବର, ବୁଧବାର: ମନ ପ୍ରସନ୍ନ ରହିବ

ମେଷ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ପରିଶ୍ରମ ଅନୁଯାୟୀ ଫଳ ମିଳିବ ନାହିଁ। ବୃଷ: ଦୂରସ୍ଥାନକୁ  ଯାତ୍ରା କରିପାରନ୍ତି। ମହିଳାମାନେ ଶୁଭ ଫଳ ପାଇବେ। ବ୍ୟବସାୟରେ ଅଧିକ ଲାଭ ହେବ। ମିଥୁନ: ପୂର୍ବରୁ ଲାଗି ରହିଥିବା ସମସ୍ୟାର ଅବସାନ ଘଟିବ। କୋଟ କଚେରୀ ମାମଲାରେ ନ୍ୟାୟ ଆପଣଙ୍କ ସପକ୍ଷରେ ଆସିବ। ଶତ୍ରୁ ପରାଜିତ ହେବେ। କର୍ମ କ୍ଷେତ୍ରରେ ସଫଳତା ମିଳିବ । କର୍କଟ: ବିଦ୍ୟାର୍ଥୀମାନେ ପରିଶ୍ରମ କରି ଶୀର୍ଷ ସ୍ଥାନକୁ ଯିବେ। […]

RASI

RASI

Tapaswini Nayak
  • Published: Wednesday, 08 September 2021
  • Updated: 08 September 2021, 07:55 AM IST

Sports

Latest News

ମେଷ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ପରିଶ୍ରମ ଅନୁଯାୟୀ ଫଳ ମିଳିବ ନାହିଁ।

ବୃଷ: ଦୂରସ୍ଥାନକୁ  ଯାତ୍ରା କରିପାରନ୍ତି। ମହିଳାମାନେ ଶୁଭ ଫଳ ପାଇବେ। ବ୍ୟବସାୟରେ ଅଧିକ ଲାଭ ହେବ।

ମିଥୁନ: ପୂର୍ବରୁ ଲାଗି ରହିଥିବା ସମସ୍ୟାର ଅବସାନ ଘଟିବ। କୋଟ କଚେରୀ ମାମଲାରେ ନ୍ୟାୟ ଆପଣଙ୍କ ସପକ୍ଷରେ ଆସିବ। ଶତ୍ରୁ ପରାଜିତ ହେବେ। କର୍ମ କ୍ଷେତ୍ରରେ ସଫଳତା ମିଳିବ ।

କର୍କଟ: ବିଦ୍ୟାର୍ଥୀମାନେ ପରିଶ୍ରମ କରି ଶୀର୍ଷ ସ୍ଥାନକୁ ଯିବେ। କିଛି ବ୍ୟକ୍ତିଗତ ସମସ୍ୟା ବ୍ୟସ୍ତତାରେ ପକାଇଦେବ। ମହିଳାମାନେ ନିଜର ଦକ୍ଷତା ପ୍ରତିପାଦନ କରିବା ସହିତ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ।

ସିଂହ: ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ବିଦ୍ୟାର୍ଥୀମାନେ ପରିଶ୍ରମ କରି ଶୀର୍ଷ ସ୍ଥାନକୁ ଯିବେ।

କନ୍ୟା: ଆଜି ଆପଣଙ୍କ କାର୍ଯ୍ୟରେ ଉଚ୍ଚଅଧିକାରୀ ସନ୍ତୁଷ୍ଟ ହୋଇ ସହଯୋଗର ହାତ ବଢ଼ାଇବେ। ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍ ମାନେ ବିଜୟୀ ହେବେ।

ତୁଳା: ଦିନଟି ଖୁସିରେ କଟିବ। ଶରୀର ସୁସ୍ଥ ରହିବ। ସୁସ୍ୱାଦୁ ଭୋଜନ  କରିବେ।

ବିଛା:  ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।  ଜୀବନ ସାଥୀ ସହ ହସ ଖୁସିରେ ଦିନଟି ଅତିବାହିତ କରିବେ।

ଧନୁ: ଘରକୁ ଅତିଥି ଆସିପାରନ୍ତି। ମହିଳାମାନେ ଗୃହ ସାଜସଜ୍ଜା ପ୍ରତି ଯତ୍ନଶୀଳା ହେବେ। ନିଜର ବୁଦ୍ଧି ବିବେକ ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସମର୍ଥ ହେବେ।

ମକର: ମନ ପ୍ରସନ୍ନ ରହିବ। ଅନେକ ଦିନର ଆଶା ଅଭିଳାଷ ପୂରଣ ହେବ। କୈାଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି।

କୁମ୍ଭ: ଦେହ ମନ ସୁସ୍ଥ ରହିବ। ଆୟ ଅପେକ୍ଷା ବ୍ୟୟ  ଅଧିକ ହେବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ:   କାର୍ଯ୍ୟରେ ବ୍ୟସ୍ତ ରହିବେ। କୌଣସି କାରଣରୁ ମନ ଭାରାକ୍ରାନ୍ତ ହୋଇପାରେ। ବ୍ୟବସାୟରେ କମ୍‌ ଲାଭ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story