୯ ସେପ୍ଟେମ୍ବର,ବୁଧବାର: ଜୀବନସାଥୀଙ୍କ ସହଯୋଗ ମିଳିବ

ମେଷ: ସାମାଜିକ କାମରେ ପ୍ରଂଶସା ମିଳିବ। ଅସହାୟ ଓ ବୃଦ୍ଧ ଲୋକଙ୍କୁ ସାହାଯ୍ୟ କରିବାକୁ ମନ ବଳାଇବେ। ସମ୍ପର୍କୀୟଙ୍କ ଠାରୁ ଶୁଭ ସୂଚନା ଶୁଣି ଖୁସି ହେବେ । ବୃଷ: ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ମିଳିବ। ଘରଲୋକଙ୍କ ସହ ଖୁସିରେ ଦିନଟି କାଟିବେ। ଜୀବନସାଥୀଙ୍କ ସହଯୋଗ ମିଳିବ। ମିଥୁନ: ରାସ୍ତାରେ ଯା’ଆସ କଲା ବେଳେ ସତକର୍ତା ଅବଲମ୍ବନ କରନ୍ତୁ। କାର୍ଯ୍ୟସ୍ଥଳରେ କାହା ସହିତ ଯୁକ୍ତିତର୍କ ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍କଟ: ବହୁ ଦିନରୁ […]

hhhhhh

hhhhhh

Tapaswini Nayak
  • Published: Wednesday, 09 September 2020
  • Updated: 09 September 2020, 07:47 AM IST

ମେଷ: ସାମାଜିକ କାମରେ ପ୍ରଂଶସା ମିଳିବ। ଅସହାୟ ଓ ବୃଦ୍ଧ ଲୋକଙ୍କୁ ସାହାଯ୍ୟ କରିବାକୁ ମନ ବଳାଇବେ। ସମ୍ପର୍କୀୟଙ୍କ ଠାରୁ ଶୁଭ ସୂଚନା ଶୁଣି ଖୁସି ହେବେ ।

ବୃଷ: ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ମିଳିବ। ଘରଲୋକଙ୍କ ସହ ଖୁସିରେ ଦିନଟି କାଟିବେ। ଜୀବନସାଥୀଙ୍କ ସହଯୋଗ ମିଳିବ।

ମିଥୁନ: ରାସ୍ତାରେ ଯା’ଆସ କଲା ବେଳେ ସତକର୍ତା ଅବଲମ୍ବନ କରନ୍ତୁ। କାର୍ଯ୍ୟସ୍ଥଳରେ କାହା ସହିତ ଯୁକ୍ତିତର୍କ ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କର୍କଟ: ବହୁ ଦିନରୁ ଅଟକି ରହିଥିବା କୌଣସି କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରେ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। କେହି ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ।

ସିଂହ: ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। କୌଣସି ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ଖର୍ଚ୍ଚ ବଢ଼ିପାରେ।

କନ୍ୟା: ଶୁଭ ସମାଚାର ଶୁଣିପାରନ୍ତି। କାର୍ଯ୍ୟସ୍ଥଳରେ ଆପଣଙ୍କର ପ୍ରଶଂସା ହୋଇପାରେ। ଜମି କିମ୍ବା ଘର ଆଦି କିଣିବା ପାଇଁ ନିଷ୍ପତ୍ତି ନେଇ ପାରନ୍ତି।

ତୁଳା: ଆଜି ଯେକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଅପରାହ୍ନ ପରେ ଅସୁସ୍ଥ ଅନୁଭବ କରିପାରନ୍ତି। କୌଣସି ଗରିବ ବ୍ୟକ୍ତିଙ୍କୁ ଫଳ ଦାନ କରନ୍ତୁ।

ବିଛା: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ଧନୁ: ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହୋଇପାରନ୍ତି। ଘରକୁ ଅତିଥି ଆସିପାରନ୍ତି। ଚାକିରି କ୍ଷେତ୍ରରେ ସଫଳତା ମିଳିପାରେ।

ମକର: ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ସନ୍ତାନର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ: ସବୁ କାର୍ଯ୍ୟରେ ସଫଳତା ମିଳିବ। ତେବେ ବ୍ୟସ୍ତତା ଭିତରେ ଦିନଟି କଟିବ। ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ।

ମୀନ: ଦିନଟି ଭଲରେ କଟିବ। ବିଦେଶରେ କେହି ବନ୍ଧୁବାନ୍ଧବ ରହୁଥିଲେ ଶୁଭ ଖବର ପାଇପାରନ୍ତି। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story