୧୬ ନଭେମ୍ବର, ସୋମବାର: ବ୍ୟବସାୟରେ ସଫଳତା ପାଇବେ

ମେଷ: କର୍ମକ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତି ହେବ। ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବା ସହିତ କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ଯିବ। ମହାଦେବଙ୍କୁ ଧଳାଫୁଲ ଅର୍ପଣ କରନ୍ତୁ। ବୃଷ; ବ୍ୟବସାୟ ବାଣିଜ୍ୟରେ ସଫଳତା ପାଇବେ। ଘରକୁ ଅତିଥିଙ୍କର ଆଗମନ ହେବ।ଯେକୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ମିଥୁନ; ଆର୍ଥିକ ସମସ୍ୟା ଲାଗି ରହିବ। ପ୍ରତ୍ୟେକ କାର୍ଯ୍ୟରେ ବାଧା ବିଘ୍ନ ଆସିବ। ନିଜର ଲୋକମାନେ ବିଶ୍ୱାସଘାତକତା କରିବେ। ମିହଳାମାନେ ପ୍ରତ୍ୟେକ କାର୍ଯ୍ୟରେ ଅପମାନିତ ହେବେ। କର୍କଟ: ଶତ୍ରୁମାନେ […]

hhhhhhh-1

Tapaswini Nayak
  • Published: Monday, 16 November 2020
  • , Updated: 16 November 2020, 08:56 AM IST

ମେଷ: କର୍ମକ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତି ହେବ। ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବା ସହିତ କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ଯିବ।
ମହାଦେବଙ୍କୁ ଧଳାଫୁଲ ଅର୍ପଣ କରନ୍ତୁ।

ବୃଷ; ବ୍ୟବସାୟ ବାଣିଜ୍ୟରେ ସଫଳତା ପାଇବେ। ଘରକୁ ଅତିଥିଙ୍କର ଆଗମନ ହେବ।ଯେକୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ।

ମିଥୁନ; ଆର୍ଥିକ ସମସ୍ୟା ଲାଗି ରହିବ। ପ୍ରତ୍ୟେକ କାର୍ଯ୍ୟରେ ବାଧା ବିଘ୍ନ ଆସିବ। ନିଜର ଲୋକମାନେ ବିଶ୍ୱାସଘାତକତା କରିବେ। ମିହଳାମାନେ ପ୍ରତ୍ୟେକ କାର୍ଯ୍ୟରେ ଅପମାନିତ ହେବେ।

କର୍କଟ: ଶତ୍ରୁମାନେ ପରାଜୟ ହେବେ ଏବଂ ମିତ୍ରତାର ହାତ ବଢାଇବେ। ସ୍ଵ।ମୀ ସ୍ତ୍ରୀଙ୍କ  ମଧ୍ୟରେ ଉତ୍ତମ ବୁଝମଣା ରହିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅର୍ଜନ କରିବେ।

ସିଂହ: ବିଗିଡ଼ି ଯାଇଥିବା କାର୍ଯ୍ୟ ସଂପନ୍ନ ହେବ। ଉଧାର ଦେଇଥିବା ଟଙ୍କା ମିଳିଯିବ। ଅନ୍ୟମାନଙ୍କ ପ୍ରତି ଉଦାର ହେବେ। ଉପହାର ମିଳିବ।

କନ୍ୟା:  କଠିନ ପରଶ୍ରମର ମୂଲ୍ୟ ଫେରିପାଇବେ। କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବରଣ ଦେଖାଦେବ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ।

ତୁଳା: ପାରିବାରିକ କଳହ ଲାଗି ରହିବ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସମର୍ଥନ ମିଳିବ। ସତର୍କ ନ ହେଲେ ଆପଣା ଲୋକ କ୍ଷତି ଘଟାଇବେ।

ବିଛା: ଶତ୍ରୁମାନେ ଚେଷ୍ଟା କଲେ ମଧ୍ୟ କ୍ଷତି କରିପାରିବେ ନାହିଁ। ନୂତନ ଗୃହ ନିର୍ମାଣ କରିବାର ଯୋଜନା କରିପାରନ୍ତି।

ଧନୁ: ଶିକ୍ଷାର୍ଥୀମାନେ କଠିନ ପରିଶ୍ରମ କରି ପ୍ରଶଂସା ପାଇବେ। ପୁରୁଣା ମିତ୍ରଙ୍କ ଠାରୁ ସୁସମ୍ବାଦ ପ୍ରାପ୍ତି ହେବ। ଦୁଃଶ୍ଚିନ୍ତା ଦୂର ହେବ।

ମକର: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।ମହିଳାମାନଙ୍କ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବେ। ଜମିବାଡ଼ି ସୂତ୍ରରୁ ଆୟ ବୃଦ୍ଧି ହେବ।

କୁମ୍ଭ: ବ୍ୟବସାୟରେ ଉନ୍ନତି ହେବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ହସଖୁସିରେ ସମୟ କାଟିବେ।

ମୀନ: ପଡ଼ିରହିଥିବା କାର୍ଯ୍ୟକୁ ପୂର୍ଣ୍ଣ କରିବେ। ଶତ୍ରୁମାନେ ପରାଜିତ ହେବେ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରିୟଭାଜନ ହେବେ।

Related story