୧୦ ଜାନୁଆରୀ, ସୋମବାର: କର୍ମକ୍ଷେତ୍ରରେ ନିଜ ଇଚ୍ଛା ବିରୋଧରେ କିଛି କାର୍ଯ୍ୟ କରିବାକୁ ପଡ଼ିପାରେ

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ପାରିବାରିକ ବିବାଦ ଯୋଗୁ ସାମାନ୍ୟ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ବୃଷ: ଆକସ୍ମିକ ଧନ ଲାଭର ଯୋଗ ରହିଛି। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ ପାଇବେ। ଶୁଭଫଳ ପାଇବା ପାଇଁ କୌଣସି ଅସହାୟଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ। ମିଥୁନ: ଅପେକ୍ଷା କରିଥିବା ଶୁଭ ଖବର ଶୁଣି ଖୁସି ହେବେ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀମାନଙ୍କ ସହିତ ମତଭେଦ ହୋଇପାରେ। କର୍କଟ: ନିଜ ଲୋକେ ଶତ୍ରୁ ଭଳି […]

Horoscope

Horoscope

Jitendra Garnayak
  • Published: Monday, 10 January 2022
  • Updated: 10 January 2022, 10:44 AM IST

Sports

Latest News

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ପାରିବାରିକ ବିବାଦ ଯୋଗୁ ସାମାନ୍ୟ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।

ବୃଷ: ଆକସ୍ମିକ ଧନ ଲାଭର ଯୋଗ ରହିଛି। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ ପାଇବେ। ଶୁଭଫଳ ପାଇବା ପାଇଁ କୌଣସି ଅସହାୟଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ମିଥୁନ: ଅପେକ୍ଷା କରିଥିବା ଶୁଭ ଖବର ଶୁଣି ଖୁସି ହେବେ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀମାନଙ୍କ ସହିତ ମତଭେଦ ହୋଇପାରେ।

କର୍କଟ: ନିଜ ଲୋକେ ଶତ୍ରୁ ଭଳି ଆଚରଣ କରିବେ। ଅସୁସ୍ଥ ଅନୁଭବ କରିବେ। ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ।

ସିଂହ: ପାରିବାରିକ ଜୀବନରେ ମନାନ୍ତର ମତାନ୍ତର ଦେଖା ଦେଇପାରେ। ବିଳମ୍ବ ହେଲେ ମଧ୍ୟ ବକେୟା ଅର୍ଥ ହସ୍ତଗତ ହେବ।

କନ୍ୟା: ମନ ଭଲ ରହିବ। ପୂର୍ବ ସମସ୍ୟାର ସମାଧାନ ହୋଇଯିବ। କୌଣସି ନୂଆ କାମ କରିବାକୁ ମନ ବଳାଇବେ।

ତୁଳା: ଖର୍ଚ୍ଚ ବଢ଼ିବ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ନିଜ ଇଚ୍ଛା ବିରୋଧରେ କିଛି କାର୍ଯ୍ୟ କରିବାକୁ ପଡ଼ିପାରେ।

ବିଛା: ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ। ଖାଦ୍ୟ ଓ ପାନୀୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଶୁଭ ଫଳ ପ୍ରାପ୍ତି ପାଇଁ ହନୁମାନଙ୍କୁ ଦର୍ଶନ କରିବା ସହିତ ରାଶି ତେଲରେ ଦୀପଟିଏ ଜାଳନ୍ତୁ।

ଧନୁ: ଭାବିଚିନ୍ତି ସବୁ କାର୍ଯ୍ୟ କରନ୍ତୁ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମକର: ଧନ ଲାଭ ହେବ। ମନ ଭଲ ରହିବ। କର୍ମକ୍ଷେତ୍ରର ସହକର୍ମୀଙ୍କ ସହଯୋଗରେ ସଫଳତା ପାଇବେ।

କୁମ୍ଭ: ପାରିବାରିକ ଜୀବନ ଭଲ ରହିବ। ଆୟର ନୂଆ ପନ୍ଥା ଖୋଜିବେ। ନିଜ ଲୋକେ ଆପଣଙ୍କ ବିରୋଧରେ ଯିବେ।

ମୀନ: ବକେୟା ଦରମା ହସ୍ତଗତ ହେବ। ଭୁଲ ବୁଝାମଣା କାରଣରୁ କାହା ସହିତ ଝଗଡ଼ା ହୋଇପାରେ। ଗୁପ୍ତଶତ୍ରୁ କ୍ଷତି ପହଞ୍ଚାଇ ପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story