୧୨ ଫେବ୍ରୁଆରୀ, ଶୁକ୍ରବାର: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ

ମେଷ: ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ। ଚାକିରି କରୁଥିବା ଲୋକଙ୍କର ଆଜି ଦିନଟି ଭଲରେ କଟିବ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପ୍ରତିକାର: ମା’ ପାର୍ବତୀଙ୍କୁ ଲାଲ ପୁଷ୍ପ ଅର୍ପଣ କରନ୍ତୁ। ବୃଷ: ଗୁପ୍ତଶତ୍ରୁଙ୍କ ଯୋଗୁ ମନରେ ଭୟ ସୃଷ୍ଟି ହେବ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ। କାର୍ଯ୍ୟ କ୍ଷେତ୍ରରେ ଅଶାନ୍ତି ଓ ବାଦବିବାଦ ଦେଖାଦେବ। ପ୍ରତିକାର: ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ। ମିଥୁନ: ଦୁର୍ଘଟଣା ଘଟିବାର ସମ୍ଭାବନା […]

Daily Horoscope

Daily Horoscope

Jitendra Garnayak
  • Published: Friday, 12 February 2021
  • Updated: 12 February 2021, 09:02 AM IST

Sports

Latest News

ମେଷ: ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ। ଚାକିରି କରୁଥିବା ଲୋକଙ୍କର ଆଜି ଦିନଟି ଭଲରେ କଟିବ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।
ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପ୍ରତିକାର: ମା’ ପାର୍ବତୀଙ୍କୁ ଲାଲ ପୁଷ୍ପ ଅର୍ପଣ କରନ୍ତୁ।

ବୃଷ: ଗୁପ୍ତଶତ୍ରୁଙ୍କ ଯୋଗୁ ମନରେ ଭୟ ସୃଷ୍ଟି ହେବ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ। କାର୍ଯ୍ୟ କ୍ଷେତ୍ରରେ ଅଶାନ୍ତି ଓ ବାଦବିବାଦ ଦେଖାଦେବ।
ପ୍ରତିକାର: ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ମିଥୁନ: ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ପରିବାରରେ ଗଣ୍ଡଗୋଳ ଲାଗିପାରେ। ପ୍ରତିକାର: ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ।

କର୍କଟ: କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ।  ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ। ଜଗିରଖି ଚଳିବାକୁ ପଡ଼ିବ। ପ୍ରତିକାର: ମହାଦେବଙ୍କୁ କଞ୍ଚାକ୍ଷୀର ଅର୍ପଣ କରନ୍ତୁ।

ସିଂହ: ଯେକୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଭ୍ରମଣର ସୁଯୋଗ ମିଳିବ। ବ୍ୟବସାୟରେ ସଫଳତା ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରତିକାର: ଗରିବ ଲୋକଙ୍କୁ ଦାନ କରନ୍ତୁ।

କନ୍ୟା: ଆର୍ଥିକ ସମସ୍ୟା ଲାଗି ରହିବ। ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନ ଆସିବ। ନିଜ ଲୋକମାନେ ବିଶ୍ୱାସଘାତକତା କରିବେ। ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ଅପମାନିତ ହେବେ। ପ୍ରତିକାର: ଇଷ୍ଟଦେବଙ୍କୁ ସ୍ମରଣ କରନ୍ତୁ।

ତୁଳା: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅର୍ଜନ କରିବେ। ଶତ୍ରୁମାନେ ପରାସ୍ତ ହେବେ ଓ ମିତ୍ରତାର ହାତ ବଢ଼ାଇବେ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।
ପ୍ରତିକାର: ମହାଦେବଙ୍କୁ ଧଳା ପୁଷ୍ପ ଅର୍ପଣ କରନ୍ତୁ।

ବିଛା: ବହୁଦିନରୁ ଚିନ୍ତା କରିଥିବା କାର୍ଯ୍ୟ ପୂରଣ କରିବେ। ବ୍ୟବସାୟରେ ବକେୟା ଅର୍ଥ ପ୍ରାପ୍ତି ହେବ। ସମାଜରେ ମାନସମ୍ମାନ ବୃଦ୍ଧି ହେବ। ପ୍ରତିକାର: ଶ୍ରୀହନୁମାନ ଚାଳିଶା ପାଠ କରନ୍ତୁ।

ଧନୁ: ପାରିବାରିକ ସମସ୍ୟା ଦେଖାଦେବ। ମାଲିମକଦ୍ଦମାରେ ଲିପ୍ତ ରହିବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ବଳାଇବେ ନାହିଁ। କର୍ମକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବେ। ପ୍ରତିକାର: ମଥାରେ ହଳଦୀ ଟୀକା ଲଗାନ୍ତୁ।

ମକର: ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ। ଦାମ୍ପତ୍ତ୍ୟ ଜୀବନରେ ସୁଖଶାନ୍ତି ବଜାୟ ରହିବ। ନୂତନ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ। ବନ୍ଧୁଙ୍କ ସହିତ ସୁସ୍ୱାଦୁ ଭୋଜନ କରିବେ। ପ୍ରତିକାର: ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କୁମ୍ଭ: ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ହେବ। ଆଜି ଦିନରେ ମାଲିମକଦ୍ଦମାରେ ଜୟଯୁକ୍ତ ହେବେ। ବ୍ୟବସାୟରେ ଭଲ ଲାଭ ମିଳିବ। ପ୍ରତିକାର: ଗ୍ରାମଦେବୀଙ୍କ ପାଖରେ ଘିଅଦ୍ୱୀପ ଜାଳନ୍ତୁ।

ମୀନ: ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିପାରିବେ। କଳାକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ। ବ୍ୟବସାୟରେ ସଫଳତା ପାଇବେ। ପ୍ରତିକାର: ହଳଦିଆ ଫୁଲ ପାଖରେ ରଖନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story