୧୨ ଡିସେମ୍ବର, ରବିବାର: ପ୍ରତ୍ୟେକ କ୍ଷେତ୍ରରେ ବାଦବିବାଦ ଦେଖାଦେବ

ମେଷ: ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ରହିବେ। ଅର୍ଥ ବ୍ୟୟ ହେବ। ଦୂରସ୍ଥାନକୁ ଯାତ୍ରା କରିବେ। ଯାତ୍ରା ଲାଭପ୍ରଦ ହେବ ନାହିଁ। ବୃଷ: ବ୍ୟବସାୟରେ ଭଲ ଲାଭ ମିଳିବ। କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ମାନସମ୍ମାନ ବୃଦ୍ଧି ହେବ। ମିଥୁନ: କର୍ମକ୍ଷେତ୍ରରେ ଖୁସିରେ ସମୟ ଅତିବାହିତ କରିବେ। ଗଣମାଧ୍ୟମରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ। ଘରେ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ବନ୍ଧୁଙ୍କ ପରାମର୍ଶ ନେବେ। କର୍କଟ: ପରିବାରରେ କୌଣସି ଏକ ସମସ୍ୟା ଦେଖା ଦେଇପାରେ। ଅର୍ଥହାନି […]

Horoscope

Horoscope

Jitendra Garnayak
  • Published: Sunday, 12 December 2021
  • Updated: 12 December 2021, 07:49 AM IST

Sports

Latest News

ମେଷ: ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ରହିବେ। ଅର୍ଥ ବ୍ୟୟ ହେବ। ଦୂରସ୍ଥାନକୁ ଯାତ୍ରା କରିବେ। ଯାତ୍ରା ଲାଭପ୍ରଦ ହେବ ନାହିଁ।

ବୃଷ: ବ୍ୟବସାୟରେ ଭଲ ଲାଭ ମିଳିବ। କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ମାନସମ୍ମାନ ବୃଦ୍ଧି ହେବ।

ମିଥୁନ: କର୍ମକ୍ଷେତ୍ରରେ ଖୁସିରେ ସମୟ ଅତିବାହିତ କରିବେ। ଗଣମାଧ୍ୟମରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ। ଘରେ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ବନ୍ଧୁଙ୍କ ପରାମର୍ଶ ନେବେ।

କର୍କଟ: ପରିବାରରେ କୌଣସି ଏକ ସମସ୍ୟା ଦେଖା ଦେଇପାରେ। ଅର୍ଥହାନି ଯୋଗ ରହିଛି। ମହିଳାମାନଙ୍କୁ କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ।

ସିଂହ: ଚାକିରି କ୍ଷେତ୍ରରୁ ଶୁଭଫଳ ପାଇବେ ନାହିଁ। ନୂତନ ଘର ତିଆରି କରିବା ପାଇଁ ବନ୍ଧୁ ସାହାଯ୍ୟ କରିବେ। ଶତ୍ରୁମାନେ ପରାଜିତ ହେବେ।

କନ୍ୟା: ଦିନଟି ଭଲ ରହିବ। ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇବେ। ଶାରୀରିକ ଅସୁସ୍ଥତା ଦୂର ହେବ।

ତୁଳା: ପାରିବାରିକ ସମସ୍ୟାକୁ ନେଇ କଳହ ଦେଖାଯିବ। କୌଣସି ଜରୁରୀକାଳୀନ କାର୍ଯ୍ୟ ପାଇଁ ବାହାରକୁ ଯାତ୍ରା କରିବେ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ମନ ଭଲ ରହିବ ନାହିଁ।

ବିଛା: ପିଲାମାନଙ୍କର କ୍ୟାରିୟରକୁ ନେଇ ବାପାମା’ ବନ୍ଧୁଙ୍କର ପରାମର୍ଶ ନେବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ବାଦବିବାଦ ଦେଖାଦେବ।

ଧନୁ: ମାନସିକ ଅଶାନ୍ତି ଦେଖାଦେବ। ଧାରକରଜ ଭାବିଚିନ୍ତି କରନ୍ତୁ, ନଚେତ୍ ଅସୁବିଧାରେ ପଡ଼ିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମକର: ବହୁଦିନରୁ ଲାଗି ରହିଥିବା ଜମିବାଡ଼ି ସମସ୍ୟାର ସମାଧାନ ହୋଇଯିବ। ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ନୂଆ ବନ୍ଧୁଙ୍କ ସହିତ ଭେଟ ହେବ।

କୁମ୍ଭ: ଶୁଭକାର୍ଯ୍ୟ କିମ୍ବା ଜମିବାଡ଼ି କିଣିବା ପାଇଁ ଅର୍ଥବ୍ୟୟ କରିବେ। ବାକି ପଡ଼ିଥିବା ଅର୍ଥ ଆଦାୟ କରି ଖୁସି ହେବେ। ସୁସ୍ୱାଦୁ ଭୋଜନ କରିବେ।

ମୀନ: ଦୂରସ୍ଥାନକୁ ଭ୍ରମଣ ଯୋଗ ରହିଛି। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବାରୁ ମନ ଖୁସି ରହିବ। ଗୁରୁଜନଙ୍କ ପରାମର୍ଶରେ କୌଣସି ବଡ଼ ପଦକ୍ଷେପ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story