୧୩ ଡିସେମ୍ବର, ସୋମବାର: କର୍ମକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବେ

ମେଷ: କୌଣସି ଏକ କଥାକୁ ନେଇ ମନସ୍ତାପ କରିବେ। ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ବୃଷ: ବ୍ୟବସାୟ ଭଲ ହେବ। ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ପରୋକ୍ଷରେ ନିଜ ଲୋକ ଅସୁବିଧାରେ ପକାଇ ପାରନ୍ତି। ମିଥୁନ: ପାରିବାରିକ ଜୀବନ ସୁଖମୟ ହେବ। ଚାକିରି କରିଥିବା ବ୍ୟକ୍ତିଙ୍କର ପଦୋନ୍ନତି ହୋଇପାରେ। ଧନ ପ୍ରାପ୍ତି ହେବ। କର୍କଟ: ବାପାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଘରେ କାହାର ମନ ଭଲ […]

Horoscope

Jitendra Garnayak
  • Published: Monday, 13 December 2021
  • , Updated: 13 December 2021, 07:40 AM IST

ମେଷ: କୌଣସି ଏକ କଥାକୁ ନେଇ ମନସ୍ତାପ କରିବେ। ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

ବୃଷ: ବ୍ୟବସାୟ ଭଲ ହେବ। ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ପରୋକ୍ଷରେ ନିଜ ଲୋକ ଅସୁବିଧାରେ ପକାଇ ପାରନ୍ତି।

ମିଥୁନ: ପାରିବାରିକ ଜୀବନ ସୁଖମୟ ହେବ। ଚାକିରି କରିଥିବା ବ୍ୟକ୍ତିଙ୍କର ପଦୋନ୍ନତି ହୋଇପାରେ। ଧନ ପ୍ରାପ୍ତି ହେବ।

କର୍କଟ: ବାପାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଘରେ କାହାର ମନ ଭଲ ରହିବ ନାହିଁ। ଶତ୍ରୁମାନେ ପରାଜିତ ହେବେ ଓ ବନ୍ଧୁତାର ହାତ ବଢ଼ାଇବେ।

ସିଂହ: ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବେ।

କନ୍ୟା: ନୂତନ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିବେ। ବ୍ୟବସାୟରେ ବାକି ପଡ଼ିଥିବା ଅର୍ଥ ଆଦାୟ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ତୁଳା: ସନ୍ତାନମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ପାରିବାରିକ କଳହ ଦେଖାଯିବ। ସରକାରୀ ଚାକିରି କରିଥିବା ବ୍ୟକ୍ତିଙ୍କୁ ପ୍ରଶଂସା ମିଳିବ।

ବିଛା: ଦିନସାରା ବ୍ୟସ୍ତ ରହିବେ। ଅର୍ଥ ବ୍ୟୟ ହେବ। ସୁସମ୍ବାଦ ପ୍ରାପ୍ତିହେବ।

ଧନୁ: ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଜମିବାଡ଼ି କ୍ରୟ କରିବା ବେଳେ ଭାବିଚିନ୍ତି କରନ୍ତୁ। ନହେଲେ ଠକାମୀରେ ପଡ଼ିପାରନ୍ତି।

ମକର: ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। କର୍ମ କ୍ଷେତ୍ରରେ ସଫଳତା ପାଇବେ। ମାନସମ୍ମାନ ବୃଦ୍ଧି ପାଇବ।

କୁମ୍ଭ: ବ୍ୟବସାୟକୁ ବଢ଼ାଇବାକୁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଅସୁସ୍ଥତା ଯୋଗୁ ମନ ଭଲ ରହିବ ନାହିଁ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନଦେବେ।

ମୀନ: ପ୍ରତ୍ୟେକ କାର୍ଯ୍ୟରେ ପ୍ରଶଂସିତ ହେବେ। ଆଶା ପୂରଣ ହେବ। ମାନସମ୍ମାନ ବୃଦ୍ଧି ହେବ।

Related story