ମେଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଜୀବନସାଥୀଙ୍କ ସହ ଝଗଡ଼ା ହୋଇପାରେ।
ବୃଷ: ଚାକରିକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ପରିବାର ସଦସ୍ୟଙ୍କ ସହ ଖୁସିରେ ଆଜି ଦିନଟି କାଟିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।
ମିଥୁନ: ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ କାମ କରନ୍ତୁ ନାହିଁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଗୁଡ଼ ଖାଇ ଦିନ ଆରମ୍ଭ କରନ୍ତୁ।
କର୍କଟ: ଚାକିରିକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଦାୟିତ୍ୱ ବଢ଼ିବାରେ। ସ୍ୱାସ୍ଥ୍ୟ ଭଲ ରହିବ।
ସିଂହ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଭିକାରିଙ୍କୁ ଦାନ କରନ୍ତୁ।
କନ୍ୟା: ଚାକରିକ୍ଷେତ୍ରରେ ନୂଆ ଅବସର ମିଳିବ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି
ତୁଳା: ବ୍ୟସ୍ତତା ଭିତରେ ଦିନଟି କାଟିବେ। ବନ୍ଧୁଙ୍କ ସହଯୋଗ ମିଳିବ। ନୂଆ କାମ ଆରମ୍ଭ କରିପାରନ୍ତି।
ବିଛା: ଖର୍ଚ୍ଚାନ୍ତ ହୋଇପାରନ୍ତି। ମାନ-ସମ୍ମାନ ବଢ଼ିବ। ନୂଆ ଅବସର ମିଳିବ।
ଧନୁ: ବ୍ୟବସାୟରେ ଅଧିକ ଲାଭ ହେବ। ଧନପ୍ରାପ୍ତିର ଯୋଗ ରହିଛି। ପାଦରେ ଆଘାତ ଲାଗିପାରେ।
ମକର: କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଆଜି ଆରମ୍ଭ କରନ୍ତୁ ନାହିଁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କ ପରାମର୍ଶ ଅନୁଯାୟୀ କାମ କରନ୍ତୁ।
କୁମ୍ଭ: ଚାକିରିକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଧନପ୍ରାପ୍ତିର ଯୋଗ ରହିଛି। ବ୍ୟସ୍ତତା ଭିତରେ ଦିନଟି କଟିବ।
ମୀନ: ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।ମାନ-ସମ୍ମାନ ବଢ଼ିବ। ଜୀବନସାଥୀଙ୍କ ସହଯୋଗ ମିଳିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।