୧୫ ଜାନୁଆରୀ, ରବିବାର: ସବୁ ସମସ୍ୟାର ସମାଧାନ ହୋଇଯିବ

ମେଷ: ବ୍ୟବସାୟରେ ଭଲ ଲାଭ ହେବ। ପରିବାରରେ ଶାନ୍ତି ବିରାଜମାନ କରିବ। ଦୁର୍ଘଟଣା ଘଟିବାର ସମ୍ଭାବନା ଅଛି। ଏଣୁ ସତର୍କ ରୁହନ୍ତୁ। ବୃଷ: ବନ୍ଧୁବାନ୍ଧବଙ୍କ ସହ ବିବାଦ ହୋଇପାରେ। ସନ୍ତାନଙ୍କୁ ନେଇ ସାମାନ୍ୟ ଚିନ୍ତିତ ରହିବେ। ବ୍ୟବସାୟ କାର୍ଯ୍ୟରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଅତ୍ୟଧିକ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ବିଚଳିତ ନହୋଇ କାର୍ଯ୍ୟ କଲେ ଶୁଭଫଳ ପାଇବେ। କର୍କଟ: ଭୂମି, ଭବନ ଓ ବାହାନ ଆଦି କ୍ରୟ କରିବାକୁ ମନ ବଳାଇପାରନ୍ତି। […]

Rashi

  • Published: Sunday, 15 January 2023
  • , Updated: 15 January 2023, 07:46 AM IST

ମେଷ: ବ୍ୟବସାୟରେ ଭଲ ଲାଭ ହେବ। ପରିବାରରେ ଶାନ୍ତି ବିରାଜମାନ କରିବ। ଦୁର୍ଘଟଣା ଘଟିବାର ସମ୍ଭାବନା ଅଛି। ଏଣୁ ସତର୍କ ରୁହନ୍ତୁ।

ବୃଷ: ବନ୍ଧୁବାନ୍ଧବଙ୍କ ସହ ବିବାଦ ହୋଇପାରେ। ସନ୍ତାନଙ୍କୁ ନେଇ ସାମାନ୍ୟ ଚିନ୍ତିତ ରହିବେ। ବ୍ୟବସାୟ କାର୍ଯ୍ୟରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: ଅତ୍ୟଧିକ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ବିଚଳିତ ନହୋଇ କାର୍ଯ୍ୟ କଲେ ଶୁଭଫଳ ପାଇବେ।

କର୍କଟ: ଭୂମି, ଭବନ ଓ ବାହାନ ଆଦି କ୍ରୟ କରିବାକୁ ମନ ବଳାଇପାରନ୍ତି। ପରିବାରରେ ସମସ୍ତଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।

ସିଂହ: ଆୟ ତୁଳନାରେ ଖର୍ଚ୍ଚ ବଢ଼ିବ। ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଦୂରଯାତ୍ରା କରିପାରନ୍ତି।

କନ୍ୟା: ସାମାଜିକ ପଦ ପ୍ରତିଷ୍ଠା ଲାଭ କରିବେ। ଧନ ଲାଭ ହେବ। କୌଣସି ଶୁଭ କାର୍ଯ୍ୟ ପାଇଁ ଆୟୋଜନ ଆରମ୍ଭ କରିପାରନ୍ତି।

ତୁଳା:କର୍ମକ୍ଷେତ୍ରରେ ଅଶାନ୍ତି ଦେଖା ଦେବ। କ୍ରୋଧଦ୍ୱାରା ଅସୁବିଧାରେ ପଡ଼ିପାରନ୍ତି। ଅସୁସ୍ଥ ଅନୁଭବ କରିବେ।

ବିଛା: ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ସ୍ୱାଦିଷ୍ଟ ଭୋଜନ ମିଳିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ମଧୁର ହେବ।

ଧନୁ: ସବୁ ସମସ୍ୟାର ସମାଧାନ ହୋଇଯିବ। ସୁଖଶାନ୍ତି ବୃଦ୍ଧି ପାଇବ। ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ।

ମକର: କର୍ମକ୍ଷେତ୍ରରେ କିଛି ବାଧା ଉପୁଜିପାରେ। ସହଯୋଗୀମାନଙ୍କ ସାଙ୍ଗରେ ମତଭେଦ ହୋଇପାରେ। ପରିବାରରେ ଶାନ୍ତି ବଜାୟ ରହିବ।

କୁମ୍ଭ: ମନ ଭଲ ରହିବ ନାହିଁ। ଅଯଥା ବିବାଦରୁ ଦୁରେଇ ରୁହନ୍ତୁ।  ବନ୍ଧୁଙ୍କ ସହଯୋଗ ପାଇବେ।

ମୀନ: ନାନା ପ୍ରକାର ଦୁଶ୍ଚିନ୍ତା ଦେଇ ଗତି କରିବେ। ସହଯୋଗୀଙ୍କ ଅସହଯୋଗ ମନୋଭାବ ଯୋଗୁ କ୍ରୋଧିତ ହେବେ। କୌଣସି କାର୍ଯ୍ୟରେ ଦୂରଯାତ୍ରା କରିବାକୁ ପଡ଼ିପାରେ।

Related story