୧୬ ଅକ୍ଟୋବର, ରବିବାର: ସମସ୍ୟାର ସମାଧାନ ହୋଇଯିବ

ମେଷ:ବ୍ୟବସାୟ କ୍ଷେତ୍ରରେ ସହଯୋଗୀ ମାନଙ୍କର ପୂର୍ଣ୍ଣ ସାହାଯ୍ୟ ପାଇବେ। ପ୍ରତିଯୋଗିତାରେ ବିଜୟୀ ହେବେ। ବିପଦରେ ପଡ଼ିପାରନ୍ତି। ବୃଷ:ସ୍ୱାସ୍ଥ୍ୟ ସମ୍ପର୍କିତ ଚିନ୍ତା ଦୂର ହେବ। ବନ୍ଧୁଙ୍କ ସହିତ ଭେଟ ହେବ। ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଆଶାଜନକ ଫଳପ୍ରାପ୍ତି ହେବ। ମିଥୁନ: ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ଅର୍ଥ ସଞ୍ଚୟ କରିବାରେ ବହୁତ ଯତ୍ନବାନ ହେବେ। ସମସ୍ୟାର ସମାଧାନ ହୋଇଯିବ। ଶତ୍ରୁମାନେ ଦୂରେଇ ଯିବେ। କର୍କଟ:ବିଦେଶ ଯାତ୍ରାର ସୁଯୋଗ ଆସିପାରେ। ବ୍ୟବସାୟରେ ଭଲ ଲାଭ ହେବ। ବନ୍ଧୁବାନ୍ଧବଙ୍କ ଦ୍ୱାରା […]

Horoscope

Horoscope

Jitendra Garnayak
  • Published: Sunday, 16 October 2022
  • Updated: 16 October 2022, 07:34 AM IST

Sports

Latest News

ମେଷ:ବ୍ୟବସାୟ କ୍ଷେତ୍ରରେ ସହଯୋଗୀ ମାନଙ୍କର ପୂର୍ଣ୍ଣ ସାହାଯ୍ୟ ପାଇବେ। ପ୍ରତିଯୋଗିତାରେ ବିଜୟୀ ହେବେ। ବିପଦରେ ପଡ଼ିପାରନ୍ତି।

ବୃଷ:ସ୍ୱାସ୍ଥ୍ୟ ସମ୍ପର୍କିତ ଚିନ୍ତା ଦୂର ହେବ। ବନ୍ଧୁଙ୍କ ସହିତ ଭେଟ ହେବ। ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଆଶାଜନକ ଫଳପ୍ରାପ୍ତି ହେବ।

ମିଥୁନ: ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ଅର୍ଥ ସଞ୍ଚୟ କରିବାରେ ବହୁତ ଯତ୍ନବାନ ହେବେ। ସମସ୍ୟାର ସମାଧାନ ହୋଇଯିବ। ଶତ୍ରୁମାନେ ଦୂରେଇ ଯିବେ।

କର୍କଟ:ବିଦେଶ ଯାତ୍ରାର ସୁଯୋଗ ଆସିପାରେ। ବ୍ୟବସାୟରେ ଭଲ ଲାଭ ହେବ। ବନ୍ଧୁବାନ୍ଧବଙ୍କ ଦ୍ୱାରା ସମସ୍ୟାର ସମାଧାନ ହେବ। ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ପାଇବ।

ସିଂହ: ଆତ୍ମବିଶ୍ୱାସ ବଢ଼ିବ। ପରୀକ୍ଷା ଓ ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବେ। ଅଫିସ୍‌ରେ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ।

କନ୍ୟା:ସାମାଜିକ କଲ୍ୟାଣ କାମରେ ନିଜକୁ ନିୟୋଜିତ କରିବେ। ଖୁସି ରହିବେ। କୌଣସି ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି।

ତୁଳା:ସମସ୍ତଙ୍କ ସହିତ ସୁସମ୍ପର୍କ ରଖିବେ। ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ମନ ଦେବେ। ପରିବାରରେ ସୁଖଶାନ୍ତି ବଜାୟ ରହିବ।

ବିଛା:କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବେ। ରାସ୍ତାଘାଟରେ ଯା’ଆସ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

ଧନୁ:ସମ୍ପର୍କୀୟଙ୍କ ସହଯୋଗ ପାଇ ସ୍ଥଗିତ ଥିବା କାମକୁ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ଆତ୍ମବିଶ୍ୱାସ ବଢ଼ିବ। ମାନସମ୍ମାନ ମିଳିବ। ବ୍ୟବସାୟରେ ଭଲ ଲାଭ ପାଇବେ।

ମକର: ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ଘରର ବାତାବରଣ ଭଲ ରହିବ। ପ୍ରିୟଜନ ମାନଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ପଡ଼ିପାରେ। ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ।

କୁମ୍ଭ:ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳ ହେବେ।

ମୀନ:ସାହିତ୍ୟ ଓ କଳାକ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକେ ମାନସମ୍ମାନ ପାଇବେ। ବହୁତ ଦିନରୁ ବାକି ପଡ଼ିଥିବା ଟଙ୍କା ମିଳିଯିବ। ରାସ୍ତାରେ ଯିବାଆସିବା କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story