୧୭ ଏପ୍ରିଲ, ରବିବାର: ଯେକୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ

ମେଷ: ବ୍ୟବସାୟରେ ଉନ୍ନତି ହେବ। ଉଚିତ ପନ୍ଥା ଗ୍ରହଣ କରିବା ଫଳରେ ମାନସିକ ଅସ୍ଥିରତା ଦୂରେଇ ଯିବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ। ବୃଷ: କୌଣସି ଖବର ପାଇ ଖୁସି ହେବେ। ନୂଆ ଜାଗା, ଜମି ଅବା ଗୃହ ଆଦି କ୍ରୟ କରିବାର ଯୋଜନା କରିବେ। ମିଥୁନ: ବ୍ୟବସାୟୀମାନଙ୍କ ଆୟ ଉତ୍ତମ ରହିବ। ମିଠା କଥା କହି କାର୍ଯ୍ୟ ହାସଲ କରିବେ। ରାଜନୀତିରେ ପ୍ରଶଂସିତ ହେବେ। କର୍କଟ: ଉଚ୍ଚଆଶା ପୂରଣ ହେବ। ବ୍ୟବସାୟରେ ସାମାନ୍ୟ ଲାଭ […]

Horoscope

Horoscope

Jitendra Garnayak
  • Published: Sunday, 17 April 2022
  • Updated: 17 April 2022, 07:38 AM IST

Sports

Latest News

ମେଷ: ବ୍ୟବସାୟରେ ଉନ୍ନତି ହେବ। ଉଚିତ ପନ୍ଥା ଗ୍ରହଣ କରିବା ଫଳରେ ମାନସିକ ଅସ୍ଥିରତା ଦୂରେଇ ଯିବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ।

ବୃଷ: କୌଣସି ଖବର ପାଇ ଖୁସି ହେବେ। ନୂଆ ଜାଗା, ଜମି ଅବା ଗୃହ ଆଦି କ୍ରୟ କରିବାର ଯୋଜନା କରିବେ।

ମିଥୁନ: ବ୍ୟବସାୟୀମାନଙ୍କ ଆୟ ଉତ୍ତମ ରହିବ। ମିଠା କଥା କହି କାର୍ଯ୍ୟ ହାସଲ କରିବେ। ରାଜନୀତିରେ ପ୍ରଶଂସିତ ହେବେ।

କର୍କଟ: ଉଚ୍ଚଆଶା ପୂରଣ ହେବ। ବ୍ୟବସାୟରେ ସାମାନ୍ୟ ଲାଭ ମିଳିବ। ପରିବାରରେ ଶାନ୍ତି ବଜାୟ ରହିବ। ବୁଦ୍ଧି ଖଟେଇ ଉଚିତ ମାର୍ଗରେ ଚାଲିବେ।

ସିଂହ: ଶୁଭ ସମାଚାର ପାଇ ଖୁସି ହେବେ। ଚିତ୍ତପ୍ରସନ୍ନ ରହିବା ସହ କାର୍ଯ୍ୟ ସିଦ୍ଧି ହେବ। ଆଶା କରିଥିବା କାର୍ଯ୍ୟଟି ପୂରଣ ହେବ।

କନ୍ୟା: ଆର୍ଥିକ ସ୍ଥିତି ପୂର୍ବପରି ରହିବ। ଧାର୍ମିକ କାର୍ଯ୍ୟରେ ଧନ ବ୍ୟୟ କରିବେ। ଚାକିରି କରୁଥିବା ଲୋକେ ପଦୋନ୍ନତିର ସୂଚନା ପାଇପାରନ୍ତି।

ତୁଳା: ସମସ୍ତ ପ୍ରକାର ବ୍ୟବସାୟରେ ଲାଭବାନ ହେବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ସହ ଶତ୍ରୁ ମାନଙ୍କୁ ପରାସ୍ତ କରି ପାରିବେ। ଯେକୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ।

ବିଛା: ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ପରିବାରରେ ସସସ୍ତଙ୍କ ସହିତ ଭଲ ସଂପର୍କ ରହିବ। ବ୍ୟବସାୟ କାର୍ଯ୍ୟରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ଧନୁ: ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଋଣ ପରିଶୋଧ କରିପାରିବେ। ନୂତନ ଚାକିରି ପାଇଁ ପ୍ରୟାସ କରୁଥିଲେ ଶୁଭ ସମାଚାର ମିଳିପାରେ।

ମକର: ଅଚାନକ ଧନ ପ୍ରାପ୍ତି ହେବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ।

କୁମ୍ଭ: ଶିକ୍ଷାକ୍ଷେତ୍ରରେ ଉଚ୍ଚାକାଂକ୍ଷା ପୂରଣ ହେବ। କୌଣସି ସମସ୍ୟା ଥିଲେ ତା’ର ସମାଧାନ ହୋଇଯିବ।

ମୀନ: ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ। ପରିବାରରେ ଶାନ୍ତିର ବାତାବରଣ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story