୧୭ ଫେବ୍ରୁଆରୀ, ବୁଧବାର: ଆର୍ଥିକ ଚିନ୍ତା ମାନସିକ ଅଶାନ୍ତି ବଢ଼ାଇବ

ମେଷ: ଆଜି ଦିନଟି ଶୁଭ ରହିଛି । ଆର୍ଥିକ ଲାଭ ମିଳିବ। କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇବେ। ଗୃହିଣୀ ଓ ଛାତ୍ରଛାତ୍ରୀ ମନ ଖୁସିରେ ଦିନଟିକୁ ଅତିବାହିତ କରିବେ । ବୃଷ: ମନ ଅଶାନ୍ତ ରହିବ। କର୍ମ କ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ।  ମାନସିକ ଚାପ ଅନୁଭବ କରିବେ। ମିଥୁନ: ନୂତନ କର୍ମପ୍ରାପ୍ତିର ଯୋଗ ରହିଛି । ଆର୍ଥିକ ଦିଗରୁ ଲାଭବାନ ହେବେ। ଗୃହିଣୀମାନେ ନୂତନ ବସ୍ତ୍ର ଓ ଆଭୁଷଣ କ୍ରୟ କରିବେ। ଛାତ୍ରଛାତ୍ରୀ ଶୁଭଫଳ ପାଇବେ। […]

RASI

RASI

Niharika Rout
  • Published: Wednesday, 17 February 2021
  • Updated: 17 February 2021, 08:21 AM IST

Sports

Latest News

ମେଷ: ଆଜି ଦିନଟି ଶୁଭ ରହିଛି । ଆର୍ଥିକ ଲାଭ ମିଳିବ। କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇବେ। ଗୃହିଣୀ ଓ ଛାତ୍ରଛାତ୍ରୀ ମନ ଖୁସିରେ ଦିନଟିକୁ ଅତିବାହିତ କରିବେ ।

ବୃଷ: ମନ ଅଶାନ୍ତ ରହିବ। କର୍ମ କ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ।  ମାନସିକ ଚାପ ଅନୁଭବ କରିବେ।

ମିଥୁନ: ନୂତନ କର୍ମପ୍ରାପ୍ତିର ଯୋଗ ରହିଛି । ଆର୍ଥିକ ଦିଗରୁ ଲାଭବାନ ହେବେ। ଗୃହିଣୀମାନେ ନୂତନ ବସ୍ତ୍ର ଓ ଆଭୁଷଣ କ୍ରୟ କରିବେ। ଛାତ୍ରଛାତ୍ରୀ ଶୁଭଫଳ ପାଇବେ।

କର୍କଟ: କର୍ମ କ୍ଷେତ୍ରରେ ଶୁଭ ଫଳ ପାଇବେ । ମନ ଖୁସି ରହିବ । ଶୁଭଫଳ ପାଇବେ ।

ସିଂହ: ମାନସିକ ଚାପ ଯୋଗୁଁ କ୍ଳାନ୍ତି ଅନୁଭବ କରିବେ। ଶୁଭ କାର୍ଯ୍ୟ କରିବା ପାଇଁ ପ୍ରେରଣା ମଧ୍ୟ ପାଇବେ ।

କନ୍ୟା: ଅସୁସ୍ଥତା ଯୋଗୁ ଶାରିରୀକ କଷ୍ଟ ଦେଖା ଦେବ। ଅଯଥା ଭ୍ରମଣ କରନ୍ତୁ ନାହିଁ । ଯାନବାହନ ଚଳାଚଳ କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ ।

ତୁଳା: ଆର୍ଥିକ ଲାଭ ଓ ସୁସମ୍ବାଦ ପାଇ ମନ ଖୁସି ରହିବ। କର୍ମ କ୍ଷେତ୍ରରେ ପଦୋନ୍ନତି ହେବ ।

ବିଛା: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ଆୟ ଅନୁସାରେ ବ୍ୟୟ ଅଧିକ ହେବ। ଯେକୌଣସି କାର୍ଯ୍ୟ କରିବେ ସଫଳତା ପାଇବେ।

ଧନୁ: ଶାରିରୀକ ଅସୁସ୍ଥତା ଯୋଗୁ ମନ ଅଶାନ୍ତ ରହିବ । କୌଣସି ଅଶୁଭ ଖବର ପାଇ ମନ ଭାରାକ୍ରାନ୍ତ ରହିବ । ମହିଳାମାନେ ମାନସିକ ଚାପ ଅନୁଭବ କରିବେ।

ମକର: ଆର୍ଥିକ ଚିନ୍ତା ମାନସିକ ଅଶାନ୍ତି ବଢ଼ାଇବ। ରାଜନୀତି କରୁଥିବା ଲୋକେ ମାନସମ୍ମାନ ପାଇବେ। ବ୍ୟବସାୟ କ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖାଦେବ।

କୁମ୍ଭ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଆବଶ୍ୟକ। ବ୍ୟବସାୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।

ମୀନ:  କର୍ମକ୍ଷେତ୍ରରେ ଅଧିକ ଦାୟିତ୍ୱ ମିଳିବ। ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ରହିବ। ପାରିବାରିକ ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ଲାଭ ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos