ମେଷ: ଆଜି ଦିନଟି ଶୁଭ ରହିଛି । ଆର୍ଥିକ ଲାଭ ମିଳିବ। କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇବେ। ଗୃହିଣୀ ଓ ଛାତ୍ରଛାତ୍ରୀ ମନ ଖୁସିରେ ଦିନଟିକୁ ଅତିବାହିତ କରିବେ ।
ବୃଷ: ମନ ଅଶାନ୍ତ ରହିବ। କର୍ମ କ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ। ମାନସିକ ଚାପ ଅନୁଭବ କରିବେ।
ମିଥୁନ: ନୂତନ କର୍ମପ୍ରାପ୍ତିର ଯୋଗ ରହିଛି । ଆର୍ଥିକ ଦିଗରୁ ଲାଭବାନ ହେବେ। ଗୃହିଣୀମାନେ ନୂତନ ବସ୍ତ୍ର ଓ ଆଭୁଷଣ କ୍ରୟ କରିବେ। ଛାତ୍ରଛାତ୍ରୀ ଶୁଭଫଳ ପାଇବେ।
କର୍କଟ: କର୍ମ କ୍ଷେତ୍ରରେ ଶୁଭ ଫଳ ପାଇବେ । ମନ ଖୁସି ରହିବ । ଶୁଭଫଳ ପାଇବେ ।
ସିଂହ: ମାନସିକ ଚାପ ଯୋଗୁଁ କ୍ଳାନ୍ତି ଅନୁଭବ କରିବେ। ଶୁଭ କାର୍ଯ୍ୟ କରିବା ପାଇଁ ପ୍ରେରଣା ମଧ୍ୟ ପାଇବେ ।
କନ୍ୟା: ଅସୁସ୍ଥତା ଯୋଗୁ ଶାରିରୀକ କଷ୍ଟ ଦେଖା ଦେବ। ଅଯଥା ଭ୍ରମଣ କରନ୍ତୁ ନାହିଁ । ଯାନବାହନ ଚଳାଚଳ କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ ।
ତୁଳା: ଆର୍ଥିକ ଲାଭ ଓ ସୁସମ୍ବାଦ ପାଇ ମନ ଖୁସି ରହିବ। କର୍ମ କ୍ଷେତ୍ରରେ ପଦୋନ୍ନତି ହେବ ।
ବିଛା: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ଆୟ ଅନୁସାରେ ବ୍ୟୟ ଅଧିକ ହେବ। ଯେକୌଣସି କାର୍ଯ୍ୟ କରିବେ ସଫଳତା ପାଇବେ।
ଧନୁ: ଶାରିରୀକ ଅସୁସ୍ଥତା ଯୋଗୁ ମନ ଅଶାନ୍ତ ରହିବ । କୌଣସି ଅଶୁଭ ଖବର ପାଇ ମନ ଭାରାକ୍ରାନ୍ତ ରହିବ । ମହିଳାମାନେ ମାନସିକ ଚାପ ଅନୁଭବ କରିବେ।
ମକର: ଆର୍ଥିକ ଚିନ୍ତା ମାନସିକ ଅଶାନ୍ତି ବଢ଼ାଇବ। ରାଜନୀତି କରୁଥିବା ଲୋକେ ମାନସମ୍ମାନ ପାଇବେ। ବ୍ୟବସାୟ କ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖାଦେବ।
କୁମ୍ଭ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଆବଶ୍ୟକ। ବ୍ୟବସାୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।
ମୀନ: କର୍ମକ୍ଷେତ୍ରରେ ଅଧିକ ଦାୟିତ୍ୱ ମିଳିବ। ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ରହିବ। ପାରିବାରିକ ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ଲାଭ ପାଇବେ।