୧୭ ଅକ୍ଟୋବର, ରବିବାର: ଆଶା ପୂରଣ ହେବ

ମେଷ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ଆୟ ବଢ଼ିବ। ମହିଳାମାନେ ପରିବାରରେ ଶାନ୍ତି ପାଇବେ। ବୃଷ: ବିଭିନ୍ନ ସମସ୍ୟାର ସମାଧାନ ହୋଇଯିବ। ଆୟର ନୂତନ ପନ୍ଥା ମିଳିବ। ମହିଳାମାନେ ଧର୍ମପରାୟଣା ହେବେ। ମିଥୁନ: ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। କର୍କଟ: ଅର୍ଥଲାଭର ସୁଯୋଗ ଆସିବ। ବ୍ୟବସାୟରେ ଲାଭବାନ ହେବେ। ପରିବାରରେ ଶାନ୍ତି ବଜାୟ ରହିବ। ସିଂହ: ଆଶା ପୂରଣ ହେବ। ବନ୍ଧୁଙ୍କ ସହଯୋଗ ମିଳିବ। ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ। କନ୍ୟା: […]

Horoscope

Horoscope

Jitendra Garnayak
  • Published: Sunday, 17 October 2021
  • Updated: 17 October 2021, 07:45 AM IST

Sports

Latest News

ମେଷ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ଆୟ ବଢ଼ିବ। ମହିଳାମାନେ ପରିବାରରେ ଶାନ୍ତି ପାଇବେ।

ବୃଷ: ବିଭିନ୍ନ ସମସ୍ୟାର ସମାଧାନ ହୋଇଯିବ। ଆୟର ନୂତନ ପନ୍ଥା ମିଳିବ। ମହିଳାମାନେ ଧର୍ମପରାୟଣା ହେବେ।

ମିଥୁନ: ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି।

କର୍କଟ: ଅର୍ଥଲାଭର ସୁଯୋଗ ଆସିବ। ବ୍ୟବସାୟରେ ଲାଭବାନ ହେବେ। ପରିବାରରେ ଶାନ୍ତି ବଜାୟ ରହିବ।

ସିଂହ: ଆଶା ପୂରଣ ହେବ। ବନ୍ଧୁଙ୍କ ସହଯୋଗ ମିଳିବ। ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ।

କନ୍ୟା: ବ୍ୟବସାୟରେ ସଫଳତା ପାଇବେ। ଦୀର୍ଘ ଦିନର ସମସ୍ୟାର ସମାଧାନ ହୋଇଯିବ। ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ।

ତୁଳା: କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରି କ୍ଲାନ୍ତି ଅନୁଭବ କରିବେ। ବାଦବିବାଦ ଦେଖା ଦେଇପାରେ। ଖର୍ଚ୍ଚ ବଢ଼ିବ।

ବିଛା: ବ୍ୟବସାୟରେ ସଫଳତା ପାଇବେ। ମାନସମ୍ମାନ ବଢ଼ିବ। ଭଲ ଫଳ ପାଇଁ ଲାଲ୍‌ ରଙ୍ଗ ବ୍ୟବହାର କରନ୍ତୁ।

ଧନୁ: ବ୍ୟବସାୟରେ ଭଲ ଲାଭ ମିଳିବ। ଶାରିରୀକ ଅସୁସ୍ଥତା ଦୂର ହେବ। ଶୁଭ ସମ୍ବାଦ ପାଇ ମନ ଖୁସି ହେବ।

ମକର: ବ୍ୟବସାୟରେ କଠିନ ପରିଶ୍ରମ କରି ଲାଭବାନ ହେବେ। ଶତ୍ରୁମାନେ ପରାଜିତ ହେବେ। ପରିବାରରେ ଶାନ୍ତିର ବାତାବରଣ ରହିବ।

କୁମ୍ଭ: ବ୍ୟବସାୟରେ ଲାଭବାନ ହେବେ। ବନ୍ଧୁଙ୍କ ସହଯୋଗ ପାଇବେ। ବିଭିନ୍ନ ସମସ୍ୟାର ସମାଧାନ ହେବ।

ମୀନ: ବ୍ୟବସାୟରେ ବାଧାବିଘ୍ନ ଦେଖାଦେବ। ବାଦବିବାଦରେ ପଡ଼ି ହଇରାଣ ହୋଇପାରନ୍ତି। ମହିଳାମାନେ ଚିନ୍ତିତ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story