୧୯ନଭେମ୍ବର,ଶୁକ୍ରବାର; କର୍ମକ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ

ମେଷ: ବ୍ୟବସାୟ ବାଣିଜ୍ୟରେ  ଆୟ ଭଲ ହେବ। ନୂତନ ଆୟ ପନ୍ଥା ମଧ୍ୟ ମିଳିପାରେ। ପରିବାରରେ ମାନସିକ ଅଶାନ୍ତି ଦେଖାଦେବ। ବୃଷ: ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ। ବନ୍ଧୁବାନ୍ଧବଙ୍କ ସହ ବିବାଦ ମଧ୍ୟ ହୋଇପାରେ। ମହିଳା ମାନେ ଚିନ୍ତିତ ରହିବେ। ମିଥୁନ: କର୍ମ କ୍ଷେତ୍ରରେ ସମ୍ମାନିତ ହେବେ। ନୂତନ କାର୍ଯ୍ୟଭାର ହାତକୁ ନେବେ। ପରିବାରରେ ମହିଳାମାନେ ହସ ଖୁସିରେ ଦିନଟିକୁ ଅତିବାହିତ କରିବେ। କର୍କଟ: ବ୍ୟବସାୟ ବାଣିଜ୍ୟରେ ଆୟ ଭଲ ହେବ। ଭୂମି, ଭବନ କ୍ରୟ କରିବାକୁ […]

RASI

Tapaswini Nayak
  • Published: Friday, 19 November 2021
  • , Updated: 19 November 2021, 07:38 AM IST

ମେଷ: ବ୍ୟବସାୟ ବାଣିଜ୍ୟରେ  ଆୟ ଭଲ ହେବ। ନୂତନ ଆୟ ପନ୍ଥା ମଧ୍ୟ ମିଳିପାରେ। ପରିବାରରେ ମାନସିକ ଅଶାନ୍ତି ଦେଖାଦେବ।

ବୃଷ: ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ। ବନ୍ଧୁବାନ୍ଧବଙ୍କ ସହ ବିବାଦ ମଧ୍ୟ ହୋଇପାରେ। ମହିଳା ମାନେ ଚିନ୍ତିତ ରହିବେ।

ମିଥୁନ: କର୍ମ କ୍ଷେତ୍ରରେ ସମ୍ମାନିତ ହେବେ। ନୂତନ କାର୍ଯ୍ୟଭାର ହାତକୁ ନେବେ। ପରିବାରରେ ମହିଳାମାନେ ହସ ଖୁସିରେ ଦିନଟିକୁ ଅତିବାହିତ କରିବେ।

କର୍କଟ: ବ୍ୟବସାୟ ବାଣିଜ୍ୟରେ ଆୟ ଭଲ ହେବ। ଭୂମି, ଭବନ କ୍ରୟ କରିବାକୁ ମନ କରିବେ।ନୂତନ ଆୟ ପନ୍ଥା ମିଳିପାରେ, ମହିଳା ମାନେ ଶାନ୍ତି ପାଇବେ।

ସିଂହ: କର୍ମ କ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ। ସାବଧାନ ରୁହନ୍ତୁ। ଅତ୍ୟଧିକ କାର୍ଯ୍ୟ ବ୍ୟସ୍ତତା ଯୋଗ କ୍ଳାନ୍ତି ଅନୁଭବ କରିବେ।ପରିବାରରେ ମହିଳା ମାନେ ଶାନ୍ତି ପାଇବେ।

କନ୍ୟା: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ ସହଯୋଗ ପାଇବେ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ।

ତୁଳା: କର୍ମ କ୍ଷେତ୍ରରେ ମାନ ସମ୍ମାନ ପାଇ ମନ ଖୁସି ରହିବ। ଦୂର ଯାତ୍ରା ଭ୍ରମଣ ଯୋଗ ରହିଛି। ମହିଳାମାନେ ସୁଖ ଶାନ୍ତିରେ ଦିନ ଅତିବାହିତ କରିବେ।

ବିଚ୍ଛା: ବ୍ୟବସାୟ ବାଣିଜ୍ୟରେ ଭଲ ଲାଭ ପାଇବେ। ନୂତନ କାର୍ଯ୍ୟରେ ଯୋଗ ଦେବେ। ଭୂମି ଭବନ, ବାହନ ଏ ସବୁ  କ୍ରୟ କରିବା ପାଇଁ ଯୋଜନା କରିବେ।

ଧନୁ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। କିନ୍ତୁ ବ୍ୟୟ ବୃଦ୍ଧି ମଧ୍ୟ ହୋଇପାରେ। ମାନ ସମ୍ମାନ ବୃଦ୍ଧି ହେବ। ଛାତ୍ରଛାତ୍ରୀ ମାନେ ସଫଳତା ଲାଭ କରିବେ।

ମକର: କର୍ମକ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ। ଗୁପ୍ତ ଶତ୍ରୁ ହଇରାଣ ହରକତ କରିପାରନ୍ତି। ସାବଧାନ ରୁହନ୍ତୁ।  ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ।

କୁମ୍ଭ: କର୍ମକ୍ଷେତ୍ରରେ ମାନସମ୍ମାନ ପାଇବେ। ମାନସିକ ଚିନ୍ତା ଦୂର ହେବ। ମହିଳାମାନେ ସମାଜରେ ପ୍ରତିଷ୍ଠା ଲାଭ କରିବେ।

ମୀନ: କର୍ମ କ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ସତର୍କ ରହି କାର୍ଯ୍ୟ କରନ୍ତୁ। ମାନସିକ ଚିନ୍ତା ଲାଗି ରହିବ। ମହିଳାମାନେ ବନ୍ଧୁଙ୍କ ସହଯୋଗ ପାଇବେ।

 

 

 

Related story