୨୦ ସେପ୍ଟେମ୍ବର, ସୋମବାର: ବ୍ୟବସାୟରେ ଅଧିକ ଲାଭ ମିଳିବ

ମେଷ:  କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ସାମାନ୍ୟ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ବୃଷ: ବ୍ୟବସାୟରେ ଅଧିକ ଲାଭ ମିଳିବ। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ଶତ୍ରୁମାନଙ୍କ ଉପରେ ବିଜୟ ଲାଭ କରିବେ। ମିଥୁନ: ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶତ୍ରୁମାନେ ହଇରାଣ କରି ପାରନ୍ତି, ସତର୍କ ରୁହନ୍ତୁ। ମହିଳାମାନେ ଧର୍ମପରାୟଣ ହେବେ। କର୍କଟ: କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ। କୌଣସି କାର୍ଯ୍ୟରେ ଅତ୍ୟଧିକ ବ୍ୟୟ ହୋଇପାରେ। ପରିବାରରେ କଳହ ଦେଖାଦେଇପାରେ। ସିଂହ: ମନ […]

RASI

Tapaswini Nayak
  • Published: Monday, 20 September 2021
  • , Updated: 20 September 2021, 08:10 AM IST

ମେଷ:  କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ସାମାନ୍ୟ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ।

ବୃଷ: ବ୍ୟବସାୟରେ ଅଧିକ ଲାଭ ମିଳିବ। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ଶତ୍ରୁମାନଙ୍କ ଉପରେ ବିଜୟ ଲାଭ କରିବେ।

ମିଥୁନ: ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶତ୍ରୁମାନେ ହଇରାଣ କରି ପାରନ୍ତି, ସତର୍କ ରୁହନ୍ତୁ। ମହିଳାମାନେ ଧର୍ମପରାୟଣ ହେବେ।

କର୍କଟ: କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ। କୌଣସି କାର୍ଯ୍ୟରେ ଅତ୍ୟଧିକ ବ୍ୟୟ ହୋଇପାରେ। ପରିବାରରେ କଳହ ଦେଖାଦେଇପାରେ।

ସିଂହ: ମନ ପ୍ରଫୁଲ୍ଲ ରହିବ। ଆୟ ଭଲହେବ। ଶତ୍ରୁ ପରାଜିତ ହେବେ। ବାକି ପଡ଼ିଥିବା ଅର୍ଥ ଆଦାୟ ହେବ।

ତୁଳା: ନୂତନ ଦ୍ରବ୍ୟ କ୍ରୟ କରି ପାରନ୍ତି।  ଛାତ୍ରଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ସଫଳତା ପାଇବେ। ଅଗ୍ନି, ଜଳ ଓ ବିଦ୍ୟୁତ୍ ପ୍ରତି ସାବଧାନ ରୁହନ୍ତୁ।

ବିଛା: କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ। କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।

ଧନୁ: କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇବେ। ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଶାରିରୀକ ସୁସ୍ଥତା ଲାଭ କରିବେ।

ମକର: ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ।

କୁମ୍ଭ: ଦୈନିକ ରୋଜଗାରରେ ବୃଦ୍ଧିହେବ। ମାନସିକ ଚିନ୍ତା ଦୂର ହେବ।  ମହିଳାମାନେ ସୁଖୀ ହେବେ।

ମୀନ: ନୂତନ କାର୍ଯ୍ୟଭାର ହାତକୁ ନେବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ନୂତନ ଜମି ବା ଘର ଆଦି କ୍ରୟ କରିବାର ସୁଯୋଗ ପାଇବେ।

 

Related story