୨୪ ଅଗଷ୍ଟ, ମଙ୍ଗଳବାର: ନୂଆ ନିଯୁକ୍ତି ପାଇବାର ସମ୍ଭାବନା ଅଛି

ମେଷ: ସହକର୍ମୀମାନଙ୍କ ଦ୍ୱାରା ଲାଭବାନ ହେବେ। ସାମାନ୍ୟ ଚେଷ୍ଟା କଲେ ବକେୟା ଅର୍ଥ ମିଳିଯିବ। ବୃଷ: କର୍ମକ୍ଷେତ୍ରରେ ଉନ୍ନତି ହେବ। ନ୍ୟାୟ ମିଳିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ବ୍ୟବସାୟରେ ଆଶା ମୁତାବକ ଲାଭ ପାଇବେ। ପରିବାରରେ କିଛି ଅସୁବିଧା ଥିଲେ ତା’ର ସମାଧାନ ହୋଇଯିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ। କର୍କଟ: ଲୋକସମ୍ପର୍କ ବଢ଼ିବ। ନକାରାତ୍ମକ ଭାବନା ରଖୁଥିବା ଲୋକମାନଙ୍କ ଠାରୁ ଦୂରେଇ ରହିବା ଉଚିତ୍। ସିଂହ: ମାନସମ୍ମାନ ବଢ଼ିବ। ପୂର୍ବ ଯୋଜନା ସଫଳ […]

Horoscope

Horoscope

Jitendra Garnayak
  • Published: Tuesday, 24 August 2021
  • Updated: 24 August 2021, 09:00 AM IST

Sports

Latest News

ମେଷ: ସହକର୍ମୀମାନଙ୍କ ଦ୍ୱାରା ଲାଭବାନ ହେବେ। ସାମାନ୍ୟ ଚେଷ୍ଟା କଲେ ବକେୟା ଅର୍ଥ ମିଳିଯିବ।

ବୃଷ: କର୍ମକ୍ଷେତ୍ରରେ ଉନ୍ନତି ହେବ। ନ୍ୟାୟ ମିଳିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: ବ୍ୟବସାୟରେ ଆଶା ମୁତାବକ ଲାଭ ପାଇବେ। ପରିବାରରେ କିଛି ଅସୁବିଧା ଥିଲେ ତା’ର ସମାଧାନ ହୋଇଯିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।

କର୍କଟ: ଲୋକସମ୍ପର୍କ ବଢ଼ିବ। ନକାରାତ୍ମକ ଭାବନା ରଖୁଥିବା ଲୋକମାନଙ୍କ ଠାରୁ ଦୂରେଇ ରହିବା ଉଚିତ୍।

ସିଂହ: ମାନସମ୍ମାନ ବଢ଼ିବ। ପୂର୍ବ ଯୋଜନା ସଫଳ ହେବ। ନୂଆ ନିଯୁକ୍ତି ପାଇବାର ସମ୍ଭାବନା ଅଛି।

କନ୍ୟା: ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସଂପୂର୍ଣ୍ଣ ହେବ। ପରିବାରରେ ଶାନ୍ତି ବଜାୟ ରହିବ। ଅର୍ଥଲାଭ ହେବ।

ତୁଳା: କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ଦୃଢ଼ କରିବ। ଉଚିତ୍ ପନ୍ଥା ଗ୍ରହଣ କରି ବ୍ୟବସାୟରେ ସଫଳତା ଅର୍ଜନ କରିବେ।

ବିଛା: ପ୍ରିୟଜନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବାକୁ ବାଧ୍ୟ ହେବେ। କୌଣସି ପ୍ରସଙ୍ଗକୁ ନେଇ ଦ୍ୱନ୍ଦ୍ୱରେ ରହିବେ।

ଧନୁ: ଧନପ୍ରାପ୍ତି ହେବ। ଉଚ୍ଚ ସମ୍ମାନ ପାଇବେ। କୌଣସି ପ୍ରକାର ପ୍ରତିବନ୍ଧକକୁ ଭୟ କରିବେ ନାହିଁ।

ମକର: ଯେତେ ଜଟିଳ ସମସ୍ୟା ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପୁରୁଣା ରୋଗ କାରଣରୁ ସାଧାରଣ ଜୀବନରେ ସାମାନ୍ୟ ସମସ୍ୟା ସୃଷ୍ଟି ହୋଇପାରେ।

କୁମ୍ଭ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ମାନସିକ ଶାନ୍ତି ପାଇବେ। ନିକଟ ସମ୍ପର୍କୀୟ ମାନଙ୍କ ସହିତ ମଧୁର ସମ୍ପର୍କ ରହିବ। ଦାମ୍ପତ୍ୟ କଳହର ଅବସାନ ଘଟିବ।

ମୀନ: ଆଶା ପୂରଣ ହେବ। କୌଣସି କର୍ମ କରି ପ୍ରଶଂସା ପାଇବେ। ପିଲାମାନଙ୍କ ସଫଳତାରେ ଆତ୍ମସନ୍ତୋଷ ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story