୨୫ ନଭେମ୍ବର, ଗୁରୁବାର: କର୍ମକ୍ଷେତ୍ରରେ ଉନ୍ନତି ହେବ

ମେଷ: ଶତ୍ରୁମାନେ ଦୂରେଇ ରହିବେ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁ ରୂପେ ହେବ। ବୃଷ: ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସଂପନ୍ନ ହେବ। କାର୍ଯ୍ୟକ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହେବ। ମିଥୁନ: ମାନସମ୍ମାନ ବଢ଼ିବ। ଶରୀର ସୁସ୍ଥ ରହିବ। ବ୍ୟବସାୟରେ ଭଲ ଲାଭ ପାଇବେ। କର୍କଟ: ସାମାଜିକ କଲ୍ୟାଣ କାର୍ଯ୍ୟରେ ସମୟ ବିତିବ। ଆଶା କରୁଥିବା ଖବର ପାଇ ଖୁସି ହେବେ। ସିଂହ: କଳା, […]

Horoscope

Horoscope

Jitendra Garnayak
  • Published: Thursday, 25 November 2021
  • Updated: 25 November 2021, 07:49 AM IST

Sports

Latest News

ମେଷ: ଶତ୍ରୁମାନେ ଦୂରେଇ ରହିବେ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁ ରୂପେ ହେବ।

ବୃଷ: ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସଂପନ୍ନ ହେବ। କାର୍ଯ୍ୟକ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହେବ।

ମିଥୁନ: ମାନସମ୍ମାନ ବଢ଼ିବ। ଶରୀର ସୁସ୍ଥ ରହିବ। ବ୍ୟବସାୟରେ ଭଲ ଲାଭ ପାଇବେ।

କର୍କଟ: ସାମାଜିକ କଲ୍ୟାଣ କାର୍ଯ୍ୟରେ ସମୟ ବିତିବ। ଆଶା କରୁଥିବା ଖବର ପାଇ ଖୁସି ହେବେ।

ସିଂହ: କଳା, ସାହିତ୍ୟ ଆଦିରେ ରୁଚି ବଢ଼ିବ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ।

କନ୍ୟା: ଅଭାବ ଅସୁବିଧା ସତ୍ତ୍ୱେ କୌଣସି କାମ ଅଟକିବ ନାହିଁ। ଦାମ୍ପତ୍ୟ ଜୀବନ ଭଲ ରହିବ। ବୁଝି ବିଚାରି କାର୍ଯ୍ୟ କଲେ ସଫଳତା ମିଳିବ।

ତୁଳା: ଆଶାବାଦୀ ହେବେ। ବ୍ୟବସାୟରେ ଲାଭ ପାଇ ମନର ଅଶାନ୍ତି ଦୂର ହେବ। ଅଟକି ରହିଥିବା କାର୍ଯ୍ୟ ସଂପନ୍ନ ହେବ।

ବିଛା: ଲୋକ ସମ୍ପର୍କ ବୃଦ୍ଧି ପାଇବ। ଜାଗା ବା ଗୃହ ଆଦି କିଣିବାର ସୁଯୋଗ ଆସିବ। କର୍ମକ୍ଷେତ୍ରରେ ଉନ୍ନତି ହେବ।

ଧନୁ: କୌଣସି କାର୍ଯ୍ୟ କରି ପ୍ରଶଂସିତ ହେବ। ମନ ପ୍ରଫୁଲ୍ଲ ରହିବ। ଧାର୍ମିକ କାର୍ଯରେ ବ୍ୟସ୍ତ ରହିପାରନ୍ତି।

ମକର: ଶରୀର ଓ ମନ ଭଲ ରହିବ। ବିଦେଶ ଯାତ୍ରା ସଫଳ ହେବ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ପାଇବେ।

କୁମ୍ଭ: ସାମାଜିକ କାର୍ଯ୍ୟରେ ଯୋଗ ଦେଇ ପ୍ରଶଂସିତ ହେବେ। ଉଚ୍ଚ ଆଶା ପୂରଣ କରିବାକୁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ।

ମୀନ: ଆତ୍ମବିଶ୍ୱାସ ବୃଦ୍ଧି ହେବ। ପାରିବାରିକ ଅଶାନ୍ତି ଦୂରେଇ ଯିବ। ପ୍ରତିଯୋଗିତାରେ ସଫଳତା ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story