୨୯ ନଭେମ୍ବର, ରବିବାର: ଅଚିହ୍ନା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ

ମେଷ: ସନ୍ତାନ ମାନଙ୍କ ସ୍ୱାସ୍ଥ୍ୟ ଓ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ। ଅଭିଳାଷ ପୂର୍ଣ୍ଣ ହେବ। ଗୁରୁଜନଙ୍କ ସମର୍ଥନ ପାଇବେ। ବାକିଥିବା ଅର୍ଥର ଆଗମନ ହେବ। ବୃଷ: ବ୍ୟବସାୟରେ ସଫଳତା ପାଇବେ। ଘରକୁ ଅତିଥି ଆସିପାରନ୍ତି। ସୁଖଶାନ୍ତି ଓ ସୌଭାଗ୍ୟ ପ୍ରାପ୍ତି ହେବ। ମିଥୁନ: ନିଜ ଲୋକମାନେ ଦୂରେଇ ରହିବାରୁ ମନକୁ କଷ୍ଟ ହେବ। ଶତ୍ରୁମାନେ ସମସ୍ୟାରେ ପକାଇବାକୁ ପ୍ରୟାସ କରିବେ। ଦ୍ରବ୍ୟହାନୀ ଘଟିପାରେ। କର୍କଟ: ଉଚ୍ଚାଭିଳାସୀ ହେବେ। ଆର୍ଥିକ ଉନ୍ନତି ଘଟିବ। କୌଣସି ପ୍ରସଙ୍ଗରେ ନିଷ୍ପତ୍ତି […]

Daily Horoscope

Daily Horoscope

Jitendra Garnayak
  • Published: Sunday, 29 November 2020
  • Updated: 29 November 2020, 09:04 AM IST

Sports

Latest News

ମେଷ: ସନ୍ତାନ ମାନଙ୍କ ସ୍ୱାସ୍ଥ୍ୟ ଓ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ। ଅଭିଳାଷ ପୂର୍ଣ୍ଣ ହେବ। ଗୁରୁଜନଙ୍କ ସମର୍ଥନ ପାଇବେ।
ବାକିଥିବା ଅର୍ଥର ଆଗମନ ହେବ।

ବୃଷ: ବ୍ୟବସାୟରେ ସଫଳତା ପାଇବେ। ଘରକୁ ଅତିଥି ଆସିପାରନ୍ତି। ସୁଖଶାନ୍ତି ଓ ସୌଭାଗ୍ୟ ପ୍ରାପ୍ତି ହେବ।

ମିଥୁନ: ନିଜ ଲୋକମାନେ ଦୂରେଇ ରହିବାରୁ ମନକୁ କଷ୍ଟ ହେବ। ଶତ୍ରୁମାନେ ସମସ୍ୟାରେ ପକାଇବାକୁ ପ୍ରୟାସ କରିବେ।
ଦ୍ରବ୍ୟହାନୀ ଘଟିପାରେ।

କର୍କଟ: ଉଚ୍ଚାଭିଳାସୀ ହେବେ। ଆର୍ଥିକ ଉନ୍ନତି ଘଟିବ। କୌଣସି ପ୍ରସଙ୍ଗରେ ନିଷ୍ପତ୍ତି ନେବା ବେଳେ ଦ୍ୱନ୍ଦ୍ୱରେ ପଡ଼ିବେ।

ସିଂହ: ବନ୍ଧୁଙ୍କ ଠାରୁ ଆଶାମୁତାବକ ସହଯୋଗ ମିଳିବ ନାହିଁ। ଅସହାୟ ଅନୁଭବ କରିବେ । ଆୟ ବ୍ୟୟ ସମାନ ରହିବ।

କନ୍ୟା: ସମ୍ମାନ ରକ୍ଷାକରିବା ପାଇଁ କିଛି ବ୍ୟୟ କରିବାକୁ ପଡ଼ିବ। ଅନ୍ୟମାନଙ୍କ ଉପକାର କରି ଶାନ୍ତି ପାଇବେ। ମନରେ
ବୈରାଗ୍ୟଭାବ ଜାଗ୍ରତ ହୋଇପାରେ।

ତୁଳା: ଆର୍ଥିକ ସ୍ଥିତି ଠିକ ରହିଲେ ମଧ୍ୟ ପାରିବାରିକ ବୁଝାମଣାରେ ବ୍ୟତିକ୍ରମ ଦେଖାଦେବ। ଭୁଲ କଥା କହି ଅପଦସ୍ତ ହୋଇପାରନ୍ତି। ତେଣୁ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ।

ବିଛା: ଯେଉଁମାନଙ୍କୁ ସାଧାରଣ ଭାବୁଥିବେ ସେହିମାନେ କାମରେ ଆସିବେ। ଅତ୍ୟଧିକ ପରିଶ୍ରମ ହେତୁ କ୍ଳାନ୍ତ ଅନୁଭବ କରିବେ।
କେତେକ କାମରେ ଦୁଃସାହସିକ ପଦକ୍ଷେପ ନେବା ପାଇଁ ଚେଷ୍ଟା କରିବେ, ଯାହା ଠିକ ନୁହେଁ।

ଧନୁ: ବିଭିନ୍ନ କ୍ଷେତ୍ରରେ ଜିଦ୍ ମନୋବୃତ୍ତି ରଖିବେ ଏବଂ ସଫଳ ମଧ୍ୟ ହେବେ। କିଛି ମତ ଓ ମନ୍ତବ୍ୟ ପାଇଁ ସମାଲୋଚିତ ହୋଇପାରନ୍ତି।

ମକର: ଭୁଲ ବିଚାରଧାରାକୁ ନେଇ ଅନେକ ଯୋଜନା ପ୍ରସ୍ତୁତି କରିଚାଲିବେ, ଯାହାକୁ ପରିବର୍ତ୍ତନ କରିବାକୁ ପଡ଼ିବ। ସନ୍ତାନମାନଙ୍କ ପାଇଁ ଚିନ୍ତିତ ରହିବେ। ପ୍ରେମ ସମ୍ପର୍କରେ ସନ୍ଦେହ ସୃଷ୍ଟି ହେବ।

କୁମ୍ଭ: ବନ୍ଧୁମାନଙ୍କ ସହ ମତଭେଦ ହୋଇପାରେ। କିଣାବିକାରେ ଠକାମୀର ଶିକାର ହୋଇପାରନ୍ତି। ଯାନବାହନ ଯାତ୍ରାରେ ସମସ୍ୟା ଆସିପାରେ। ଅଚିହ୍ନା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ।

ମୀନ: ଯେଉଁମାନଙ୍କୁ ଭରସା କରୁଛନ୍ତି, ସେହିମାନେ ଠିକଣା ସମୟରେ ଠକିବେ। ସମ୍ମାନ ରକ୍ଷାକରିବାକୁ ଅଧିକ ପରିଶ୍ରମ କରିବେ।
ଶତ୍ରୁମାନେ କିଛି ନକରି ପାରିଲେ ମଧ୍ୟ ପରୋକ୍ଷରେ ସମସ୍ୟା ସୃଷ୍ଟି କରିବେ। ଏହା ଆପଣଙ୍କୁ କ୍ରୋଧିତ କରିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story