୩୦ ନଭେମ୍ବର, ମଙ୍ଗଳବାର: ଆତ୍ମନିର୍ଭରଶୀଳ ହେବେ

ମେଷ: ଲୋକପ୍ରିୟତା ଅର୍ଜନ କରିବେ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ସଫଳତା ଲାଭ କରିବେ। ବୃଷ: ନୂଆ ଲୋକମାନଙ୍କ ସଂସ୍ପର୍ଶରେ ଆସିବେ। ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ। ମିଥୁନ: ବହୁତ ଦିନରୁ ଲାଗିଥିବା ବିବାଦରୁ ମୁକ୍ତି ମିଳିବ। କୌଣସି ଶୁଭ ସମାଚାର ପାଇବେ। ଧନସମ୍ପତ୍ତି ବୃଦ୍ଧି ପାଇବ। କର୍କଟ: ଧୈର୍ଯ୍ୟର ସହିତ ସବୁ କାମ କରନ୍ତୁ। କୌଣସି ନୂଆ କାମ ଆରମ୍ଭ କରି ପାରିବେ। ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ସିଂହ: ସବୁ […]

Horoscope

Horoscope

Jitendra Garnayak
  • Published: Tuesday, 30 November 2021
  • Updated: 30 November 2021, 07:42 AM IST

Sports

Latest News

ମେଷ: ଲୋକପ୍ରିୟତା ଅର୍ଜନ କରିବେ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ସଫଳତା ଲାଭ କରିବେ।

ବୃଷ: ନୂଆ ଲୋକମାନଙ୍କ ସଂସ୍ପର୍ଶରେ ଆସିବେ। ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ।

ମିଥୁନ: ବହୁତ ଦିନରୁ ଲାଗିଥିବା ବିବାଦରୁ ମୁକ୍ତି ମିଳିବ। କୌଣସି ଶୁଭ ସମାଚାର ପାଇବେ। ଧନସମ୍ପତ୍ତି ବୃଦ୍ଧି ପାଇବ।

କର୍କଟ: ଧୈର୍ଯ୍ୟର ସହିତ ସବୁ କାମ କରନ୍ତୁ। କୌଣସି ନୂଆ କାମ ଆରମ୍ଭ କରି ପାରିବେ। ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ।

ସିଂହ: ସବୁ କାମ ସୁରୁଖୁରୁରେ ସମାପ୍ତ ହେବ। ବ୍ୟବସାୟ କ୍ଷେତ୍ରରେ ଥିବା ବାଧାବିଘ୍ନ ଦୂର ହୋଇଯିବ। ପ୍ରତିଯୋଗିତାରେ ବିଜୟୀ ହେବେ।

କନ୍ୟା: ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ମନ ଭଲ ରହିବ। ବ୍ୟବସାୟରେ ତୀବ୍ର ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ।

ତୁଳା: ସରକାରୀ କାମରେ ସଫଳତା ମିଳିବ। ବହୁତ ଦିନରୁ ଚିନ୍ତା କରିଥିବା କାମଟି ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ। ଆତ୍ମନିର୍ଭରଶୀଳ ହେବେ।

ବିଚ୍ଛା: ସାଂସାରିକ ଜୀବନ ଭଲରେ ବିତିବ। କର୍ମକ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବ। ମନରେ ଲାଗିରହିଥିବା ଅସ୍ଥିରତା ଦୂର ହେବ।

ଧନୁ: ସ୍ୱାସ୍ଥ୍ୟ ଭଲ ରହିବା ସହ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। ଶତ୍ରୁମାନେ ଦୂରେଇ ଯିବେ। ଉଚ୍ଚ-ଅଧିକାରୀଙ୍କ ସହଯୋଗ ମିଳିବ।

ମକର: ନିଜର କର୍ତ୍ତବ୍ୟ ପ୍ରତି ଧ୍ୟାନ ରଖିବା ଅତ୍ୟନ୍ତ ଆବଶ୍ୟକ। ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ କୌଶଳକ୍ରମେ ଏହାର ସମାଧାନ କରିବେ।

କୁମ୍ଭ: ପରିବାରରେ ସମସ୍ତଙ୍କ ପ୍ରିୟଭାଜନ ହେବେ। ବନ୍ଧୁଙ୍କ ସହିତ ଲାଗିଥିବା ବିବାଦର ସମାଧାନ ହୋଇଯିବ। କ୍ରୋଧକୁ ନିୟନ୍ତ୍ରଣ କରିବା ଉଚିତ୍।

ମୀନ: ସମସ୍ତ ସମସ୍ୟାର ସମାଧାନ ହୋଇଯିବ। ସ୍ୱାସ୍ଥ୍ୟରେ ଉନ୍ନତି ହେବ। ଆଶାଜନକ ଫଳପ୍ରାପ୍ତି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos