୩ ଅକ୍ଟୋବର, ରବିବାର: ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିବେ

ମେଷ: ପାରିବାରିକ ସମସ୍ୟା ବିଚଳିତ କରିବ। ସବୁ କାମରେ ବିଳମ୍ବରେ ସଫଳତା ମିଳିବ। କୌଣସି ପୂର୍ବ ସମସ୍ୟାକୁ କେନ୍ଦ୍ର କରି ବନ୍ଧୁଙ୍କ ସହ ଝଗଡ଼ା ହୋଇପାରେ। ବୃଷ: ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମଗୁଡ଼ିକୁ ସହଜରେ ସମ୍ପନ୍ନ କରିପାରିବେ। କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ପାଇବେ। ମିଥୁନ: କାର୍ଯ୍ୟ ବ୍ୟସ୍ତ ରହିବେ। ଆର୍ଥିକ ଉନ୍ନତି ହେବ। ବକେୟା ଅର୍ଥ ଲାଭ କରିବେ। କର୍କଟ: ମନମୁତାବକ ସବୁ କିଛି ହୋଇ ନପାରେ। ବକେୟା […]

Horoscope

Horoscope

Jitendra Garnayak
  • Published: Sunday, 03 October 2021
  • Updated: 03 October 2021, 10:34 AM IST

ମେଷ: ପାରିବାରିକ ସମସ୍ୟା ବିଚଳିତ କରିବ। ସବୁ କାମରେ ବିଳମ୍ବରେ ସଫଳତା ମିଳିବ। କୌଣସି ପୂର୍ବ ସମସ୍ୟାକୁ କେନ୍ଦ୍ର କରି ବନ୍ଧୁଙ୍କ ସହ ଝଗଡ଼ା ହୋଇପାରେ।

ବୃଷ: ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମଗୁଡ଼ିକୁ ସହଜରେ ସମ୍ପନ୍ନ କରିପାରିବେ। କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ପାଇବେ।

ମିଥୁନ: କାର୍ଯ୍ୟ ବ୍ୟସ୍ତ ରହିବେ। ଆର୍ଥିକ ଉନ୍ନତି ହେବ। ବକେୟା ଅର୍ଥ ଲାଭ କରିବେ।

କର୍କଟ: ମନମୁତାବକ ସବୁ କିଛି ହୋଇ ନପାରେ। ବକେୟା ଟଙ୍କା ପାଇବା ସକାଶେ କାହା ସହ ଯୁକ୍ତିତର୍କ ହୋଇପାରେ।

ସିଂହ: ଦୃଢ଼ ମନୋବଳ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ପରିବହନ ଓ ନିର୍ମାଣ ଆଦି କାର୍ଯ୍ୟରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।

କନ୍ୟା: ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିରୋଧୀମାନେ ପରାସ୍ତ ହେବେ। ମାନସିକ ଶାନ୍ତି ମିଳିବ।

ତୁଳା: ନିଜ ଲୋକମାନେ ଶତ୍ରୁତା କଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ। କର୍ମକ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ। ଅସମ୍ପୂର୍ଣ୍ଣ କାମକୁ ନିଜ ବୁଦ୍ଧି ବଳରେ ସମ୍ପୂର୍ଣ୍ଣ କରିବେ।

ବିଛା: ସ୍ୱାସ୍ଥ୍ୟ ଭଲ ନ ରହିବାରୁ ଚିନ୍ତିତ ରହିବେ। ବ୍ୟବସାୟରେ ବିବାଦ ଦେଖା ଦେଇପାରେ।

ଧନୁ: ପରିବାରରେ ଅଶାନ୍ତି ଦେଖା ଦେବ। ଅପରାହ୍ଣରେ ଆଶା କରୁଥିବା ଦିଗରୁ ଶୁଭ ଖବର ଶୁଣିପାରନ୍ତି।

ମକର: ପ୍ରତିକୂଳ ପରିସ୍ଥିତିକୁ ଦୂରେଇବାରେ ସମର୍ଥ ହେବେ। ଜମିଜମା ଓ ବିବାଦୀୟ କ୍ଷେତ୍ରରେ ସଫଳତା ପାଇବେ।

କୁମ୍ଭ: ପ୍ରତ୍ୟେକ ଦିଗରୁ ସଫଳତା ମିଳିବ। ବ୍ୟବସାୟୀଙ୍କ ପାଇଁ ଦିନଟି ବେଶ୍ ଭଲ ଅଛି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ଦୃଢ଼ ହେବ।

ମୀନ: ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story