୫ ଜୁନ୍‌, ରବିବାର: ଶୁଭ ଖବର ପାଇବେ

ମେଷ: ମାନସମ୍ମାନ ମିଳିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଋଣ ପରିଶୋଧ କରିବାକୁ ସକ୍ଷମ ହେବେ। କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ପାଇବେ। ବୃଷ: ଶୁଭ ସମାଚାର ପାଇବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ରାଜନୀତି କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବା ସହିତ ପ୍ରଶଂସିତ ହେବେ। ମିଥୁନ: ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ପାଇବେ। ବ୍ୟବସାୟୀଙ୍କ ପାଇଁ ଦିନଟି ମଧ୍ୟମ ଧରଣର ରହିବ। ଭଲଭାବେ ଚିନ୍ତା କରି ସବୁ କାର୍ଯ୍ୟ କରନ୍ତୁ। କର୍କଟ: ସବୁ ଦିଗରୁ ସଫଳତା […]

Horoscope

Horoscope

Jitendra Garnayak
  • Published: Sunday, 05 June 2022
  • Updated: 05 June 2022, 08:11 AM IST

ମେଷ: ମାନସମ୍ମାନ ମିଳିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଋଣ ପରିଶୋଧ କରିବାକୁ ସକ୍ଷମ ହେବେ। କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ପାଇବେ।

ବୃଷ: ଶୁଭ ସମାଚାର ପାଇବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ରାଜନୀତି କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବା ସହିତ ପ୍ରଶଂସିତ ହେବେ।

ମିଥୁନ: ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ପାଇବେ। ବ୍ୟବସାୟୀଙ୍କ ପାଇଁ ଦିନଟି ମଧ୍ୟମ ଧରଣର ରହିବ। ଭଲଭାବେ ଚିନ୍ତା କରି ସବୁ କାର୍ଯ୍ୟ କରନ୍ତୁ।

କର୍କଟ: ସବୁ ଦିଗରୁ ସଫଳତା ମିଳିବ। ଦୁଃଶ୍ଚିନ୍ତା ଦୂର ହୋଇଯିବ। ବ୍ୟବସାୟରେ ଉନ୍ନତି ହେବ। ଆର୍ଥିକ ସ୍ଥିତି ଦୃଢ଼ ହେବ।

ସିଂହ: ଶୁଭ ଖବର ପାଇବେ। ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ନୂଆ ବ୍ୟବସାୟ ପାଇଁ ଯୋଜନା କରିବେ।

କନ୍ୟା: ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ବିଜୟୀ ହେବେ। ଆୟ ବଢ଼ିବ। କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ।

ତୁଳା: ପରିବାରରେ ସୁଖଶାନ୍ତି ପୂର୍ବ ପରି ଅତୁଟ ରହିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ବୁଝିବିଚାରି ବ୍ୟବସାୟରେ କୌଣସି ଚୁକ୍ତି ସ୍ୱାକ୍ଷର କରନ୍ତୁ। ନହେଲେ ଠକାମୀରେ ପଡ଼ିବାର ସମ୍ଭାବନା ରହିଛି।

ବିଛା: ସନ୍ତାନଙ୍କୁ ନେଇ କିଛି ଶୁଭ ଖବର ପାଇପାରନ୍ତି। ଜନସେବାରେ ମନ ଦେବେ। ପ୍ରତିଯୋଗିତାରେ ସଫଳ ହେବେ। ସାମାନ୍ୟ ଚେଷ୍ଟାରେ ଜମିଜମା ବିବାଦର ସମାଧାନ ହୋଇଯିବ।

ଧନୁ: ମାନସମ୍ମାନ ମିଳିବ। ଅଳ୍ପ ପରିଶ୍ରମରେ ଅଧିକ ଲାଭ ପାଇବେ। ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସମର୍ଥ ହେବେ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

ମକର: ଆପଣଙ୍କ ପାଇଁ ଦିନଟି ବେଶ୍‌ ଅନୁକୂଳ ରହିବ। ମନମୁତାବକ କାର୍ଯ୍ୟ କରିବାକୁ ସମର୍ଥ ହେବେ। ଆର୍ଥିକ ଉନ୍ନତି ଘଟିବ। ମହିଳାମାନେ ଆଶା କରୁଥିବା ଦିଗରୁ ଅର୍ଥ ଓ ମାନସମ୍ମାନ ଲାଭ କରିବେ।

କୁମ୍ଭ: ଜଗିରଖି ଚଳନ୍ତୁ। କୌଣସି ପ୍ରସଙ୍ଗକୁ ନେଇ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ଅସ୍ଥିରତା ଦେଖା ଦେଇପାରେ। ନିଜ ଲୋକଙ୍କ ଦ୍ୱାରା ବିରୋଧର ସମ୍ମୁଖୀନ ହୋଇପାରନ୍ତି।

ମୀନ: ସାମାଜିକ ପ୍ରତିଷ୍ଠା ବଢ଼ିବ। ଶତୃମାନେ ପରାଜିତ ହେବେ। ବ୍ୟବସାୟ ପାଇଁ ଦିନଟି ଅନୁକୂଳୁ ରହିବ। ଆୟ ବଢ଼ିବ। ଦାମ୍ପତ୍ୟ ଜୀବନ ଉତ୍ତମ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story