୮ ଡିସେମ୍ବର,ବୁଧବାର; ସ୍ୱାସ୍ଥ୍ୟ ଭଲ ରହିବ

ମେଷ: ଧନ ଲାଭ ଯୋଗ ରହିଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଶୁଭଫଳ ପାଇବା ପାଇଁ କୌଣସି ଅସହାୟଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ। ବୃଷ: ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ କାହା ସହିତ ଝଗଡ଼ା ହୋଇପାରେ। ଫଳରେ ଚିନ୍ତିତ ରହିବେ। ମିଥୁନ: ପାରିବାରିକ ଜୀବନ ଭଲ ରହିବ। ବିଭିନ୍ନ ଦିଗରୁ ଆୟ ବୃଦ୍ଧି ଘଟିବ। ନିଜର କେହି ଲୋକ ଶତ୍ରୁ ଭଳି ଆଚରଣ କରିପାରନ୍ତି। କର୍କଟ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ଅପେକ୍ଷା କରିଥିବା ଶୁଭ ଖବର ଶୁଣି ଖୁସି ହେବେ। […]

RASI

RASI

Tapaswini Nayak
  • Published: Wednesday, 08 December 2021
  • Updated: 08 December 2021, 07:43 AM IST

Sports

Latest News

ମେଷ: ଧନ ଲାଭ ଯୋଗ ରହିଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଶୁଭଫଳ ପାଇବା ପାଇଁ କୌଣସି ଅସହାୟଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ବୃଷ: ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ କାହା ସହିତ ଝଗଡ଼ା ହୋଇପାରେ। ଫଳରେ ଚିନ୍ତିତ ରହିବେ।

ମିଥୁନ: ପାରିବାରିକ ଜୀବନ ଭଲ ରହିବ। ବିଭିନ୍ନ ଦିଗରୁ ଆୟ ବୃଦ୍ଧି ଘଟିବ। ନିଜର କେହି ଲୋକ ଶତ୍ରୁ ଭଳି ଆଚରଣ କରିପାରନ୍ତି।

କର୍କଟ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ଅପେକ୍ଷା କରିଥିବା ଶୁଭ ଖବର ଶୁଣି ଖୁସି ହେବେ। ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ, ଶୁଭଫଳ ପ୍ରାପ୍ତି ହେବ।

ସିଂହ: ବକେୟା ଅର୍ଥ ପ୍ରାପ୍ତି ହେବ। ଶରୀର ଅସୁସ୍ଥ ରହିପାରେ। ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ ନକଲେ ଭଲ।

କନ୍ୟା: ହଠାତ୍ ଖର୍ଚ୍ଚ ବଢ଼ିଯିବ। ଧାରକରଜ କରିବାକୁ ପଡ଼ିପାରେ। ଶରୀର କୌଣସି ଅଙ୍ଗରେ ପୀଡ଼ା ହୋଇପାରେ। କର୍ମକ୍ଷେତ୍ରରେ ଅନିଚ୍ଛାକୃତ ଭାବେ କୌଣସି କାର୍ଯ୍ୟ କରିବାକୁ ପଡ଼ିପାରେ।

ତୁଳା: ମହିଳାମାନେ ଘରେ ଓ ବାହାରେ ସବୁଠି ଆଦର ଏବଂ ସମ୍ମାନ ପାଇବେ। ପୂର୍ବରୁ ଲାଗି ରହିଥିବା ଅଶାନ୍ତି ଦୂର ହୋଇଯିବ। ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି।

ବିଛା: କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହଯୋଗ ମିଳିବ। ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ। ଶାରୀରିକ ପୀଡ଼ା ଦେଖାଦେଇପାରେ। ଖାଦ୍ୟପାନୀୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

ଧନୁ: ଭାବିଚିନ୍ତି ସବୁ କାର୍ଯ୍ୟ କରନ୍ତୁ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ବ୍ୟବସାୟରେ ପୂର୍ବ ଅପେକ୍ଷା ଭଲ ଆୟ ହେବ।

ମକର: ଧନ ଲାଭ ଯୋଗ ରହିଛି। ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ। କର୍ମକ୍ଷେତ୍ରର ସହକର୍ମୀଙ୍କ ସହଯୋଗରେ ସଫଳତା ପାଇବେ। ମହିଳାମାନେ ଆଜି ଜଗିରଖି ଚଳନ୍ତୁ।

କୁମ୍ଭ: କୌଣସି ବନ୍ଧୁ କ୍ଷତି ପହଞ୍ଚାଇବାକୁ ପ୍ରୟାସ କରିପାରନ୍ତି। ତେଣୁ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହଠାତ୍ କାହାକୁ ବିଶ୍ୱାସକୁ ନିଅନ୍ତୁ ନାହିଁ।

ମୀନ: କୌଣସି ପ୍ରସଙ୍ଗକୁ ନେଇ ପରିବାରରେ ଅଶାନ୍ତି ଲାଗି ରହିବ। ଗୁପ୍ତଶତ୍ରୁ ହଇରାଣ କରିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story