୧୭ ସେପ୍ଟେମ୍ବର,ଗୁରୁବାର; ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ

ମେଷ: ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ। ଅନେକ କ୍ଷେତ୍ରରେ ସ୍ୱାଭିମାନ ରକ୍ଷା କରି ପ୍ରଶଂସିତ ହେବେ। ବ୍ୟବସାୟରେ ଭଲ ଲାଭ ହେବ। ବୃଷ: ଶରୀର ସୁସ୍ଥ ରହିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ନୂଆ କାମ ଆରମ୍ଭ କରିବେ। ମିଥୁନ: ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ। ସମାଜକଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ ମିଳିବ। ଶିକ୍ଷା କ୍ଷେତ୍ରରେ ସୁନାମ ଅର୍ଜନ କରିବେ। କର୍କଟ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ସରକାରୀ କାମରେ ସଫଳତା ପାଇବେ। କର୍ମକ୍ଷେତ୍ରରେ […]

hhhhhhh-1

Tapaswini Nayak
  • Published: Thursday, 17 September 2020
  • , Updated: 17 September 2020, 08:07 AM IST

ମେଷ: ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ। ଅନେକ କ୍ଷେତ୍ରରେ ସ୍ୱାଭିମାନ ରକ୍ଷା କରି ପ୍ରଶଂସିତ ହେବେ। ବ୍ୟବସାୟରେ ଭଲ ଲାଭ ହେବ।

ବୃଷ: ଶରୀର ସୁସ୍ଥ ରହିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ନୂଆ କାମ ଆରମ୍ଭ କରିବେ।

ମିଥୁନ: ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ। ସମାଜକଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ ମିଳିବ। ଶିକ୍ଷା କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

କର୍କଟ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ସରକାରୀ କାମରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ପ୍ରଶଂସା ପାଇବେ।

ସିଂହ: ବ୍ୟବସାୟ ଲାଭଜନକ ହେବ। ଶୁଭ ସମ୍ବାଦ ପାଇ ଖୁସି ହେବେ। ପରିବାରରେ ମାନ ମନାନ୍ତର ଦେଖାଦେବ।

କନ୍ୟା: ବ୍ୟବସାୟୀମାନେ କଠିନ ପରଶ୍ରମର ମୂଲ୍ୟ ଫେରିପାଇବେ। କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବରଣ ଦେଖାଦେବ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ।

ତୁଳା: ପାରିବାରିକ କଳହ ଲାଗି ରହିବ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସମର୍ଥନ ମିଳିବ। ସତର୍କ ନ ହେଲେ ଆପଣା ଲୋକ କ୍ଷତି ଘଟାଇବେ।

ବିଛା: ଶତ୍ରୁମାନେ ଚେଷ୍ଟା କଲେ ମଧ୍ୟ କ୍ଷତି କରିପାରିବେ ନାହିଁ। ବ୍ୟବସାୟୀମାନେ ଲାଭବାନ ହେବେ। ନୂତନ ଗୃହ ନିର୍ମାଣ କରିବାର ଯୋଜନା କରିପାରନ୍ତି।

ଧନୁ: ଶିକ୍ଷାର୍ଥୀମାନେ କଠିନ ପରିଶ୍ରମ କରି ପ୍ରଶଂସା ପାଇବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକ ଭଲ ଆୟ କରିବେ।

ମକର: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।ସାମ୍ବାଦିକମାନଙ୍କର ପଦମର୍ଯ୍ୟାଦା ବୃଦ୍ଧି ପାଇବ।

କୁମ୍ଭ: ବ୍ୟବସାୟରେ ଉନ୍ନତି ହେବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ହସଖୁସିରେ ସମୟ କାଟିବେ।

ମୀନ: ପଡ଼ିରହିଥିବା କାର୍ଯ୍ୟକୁ ପୂର୍ଣ୍ଣ କରିବେ। ଶତ୍ରୁମାନେ ପରାଜିତ ହେବେ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରିୟଭାଜନ ହେବେ।

Related story