୨୫ ସେପ୍ଟେମ୍ବର,ଶୁକ୍ରବାର; ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ

ମେଷ: ବିଗିଡ଼ିଯାଇଥିବା କାର୍ଯ୍ୟ ସୁଧୁରିଯିବ। ଦୁଃଖୀ ଲୋକଙ୍କୁ ସାହାଯ୍ୟ କରନ୍ତୁ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ। ବୃଷ: ଶୁଭକାମ କରି ପ୍ରଶଂସିତ ହେବେ। ଧାର୍ମିକ ସାହିତ୍ୟ ପଢ଼ିବା ପାଇଁ ରୁଚି ବଢ଼ିବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ। ମିଥୁନ: ମନରୁ ଭୟ ଓ ଆଶଙ୍କା ଦୂରେଇଯିବ। ସାମାଜିକ ସ୍ତରରେ ମାନ ସମ୍ମାନ ଲାଭ କରିବେ। ମାଆ ବାପା ଗୁରୁଙ୍କୁ ପ୍ରଣାମ କରନ୍ତୁ। କର୍କଟ: ସତ୍ୟର ସାମ୍ନା କରିବାକୁ ପଡ଼ିପାରେ। ବରିଷ୍ଠ ବ୍ୟକ୍ତିଙ୍କ ସହିତ ସୁ ସଂପର୍କ ସ୍ଥାପନ ହୋଇପାରେ। […]

hhhhhhh-1

Tapaswini Nayak
  • Published: Friday, 25 September 2020
  • , Updated: 26 September 2020, 08:09 AM IST

ମେଷ: ବିଗିଡ଼ିଯାଇଥିବା କାର୍ଯ୍ୟ ସୁଧୁରିଯିବ। ଦୁଃଖୀ ଲୋକଙ୍କୁ ସାହାଯ୍ୟ କରନ୍ତୁ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବୃଷ: ଶୁଭକାମ କରି ପ୍ରଶଂସିତ ହେବେ। ଧାର୍ମିକ ସାହିତ୍ୟ ପଢ଼ିବା ପାଇଁ ରୁଚି ବଢ଼ିବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନ: ମନରୁ ଭୟ ଓ ଆଶଙ୍କା ଦୂରେଇଯିବ। ସାମାଜିକ ସ୍ତରରେ ମାନ ସମ୍ମାନ ଲାଭ କରିବେ। ମାଆ ବାପା ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ: ସତ୍ୟର ସାମ୍ନା କରିବାକୁ ପଡ଼ିପାରେ। ବରିଷ୍ଠ ବ୍ୟକ୍ତିଙ୍କ ସହିତ ସୁ ସଂପର୍କ ସ୍ଥାପନ ହୋଇପାରେ। ପାରିବାରିକ ଜୀବନ ସୁଖମୟ ହେବ।

ସିଂହ: ଲୋକ ସଂପର୍କ ବଢ଼ିବ। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ। ସମାଜରେ ମାନ-ସମ୍ମାନ ମିଳିବ।

କନ୍ୟା: ଆର୍ଥିକ ସହାୟତା ମିଳିବ। ଆଶା କରୁଥିବା କାମ ସଂପୂର୍ଣ୍ଣ ହୋଇଯିବ। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ।

ତୁଳା: କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ। ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ। ମାଆବାପା ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଛା: କଠିନ ପରିଶ୍ରମର ଫଳ ପାଇବେ। କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ। ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ।

ଧନୁ: ସନ୍ତାନପକ୍ଷର ଚିନ୍ତା ଦୂର ହୋଇଯିବ। ଶତ୍ରୁମାନେ ଦୂରେଇଯିବେ। ପାରିବାରିକ ଜୀବନ ଆନନ୍ଦରେ କଟିବ।

ମକର: ଭାଇ ବନ୍ଧୁମାନେ ସହଯୋଗ କରିବେ। ନିଜର ଦକ୍ଷତା ଲୋକଙ୍କୁ  ପ୍ରଭାବିତ କରିପାରେ। ଶତ୍ରୁଙ୍କ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ।

କୁମ୍ଭ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଶୁଭ ସମ୍ବାଦ ପାଇ ଖୁସି ହେବେ। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ: ପାରିବାରିକ ସ୍ଥିତି ସନ୍ତୋଷଜନକ ରହିବ। କଠିନ ପରିଶ୍ରମ ଫଳରେ ଆଶାତୀତ ଲାଭ ମଳିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇ ପାରନ୍ତି।

Related story