୨୭ ସେପ୍ଟେମ୍ବର, ରବିବାର: କେହି ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ

ମେଷ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଘରକୁ ଅତିଥି ଆସିପାରନ୍ତି। ଆୟଠାରୁ ବ୍ୟୟ ଅଧିକ ହେବ।

ବୃଷ: ମାନ-ସମ୍ମାନ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ଭଲ ରହିବ। ଚାକିରିକ୍ଷେତ୍ରରେ ସଫଳତା ମିଳିବ। ପିତାମାତାଙ୍କ ସହଯୋଗ ମିଳିବ।

ମିଥୁନ: ଅସୁସ୍ଥ ଅନୁଭବ କରିବେ। ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। କୌଣସି ଗରିବ ବ୍ୟକ୍ତିଙ୍କୁ ଫଳ ଦାନ କରନ୍ତୁ।

କର୍କଟ: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଧାର୍ମିକ କାର୍ଯ୍ୟରେ ଅଧିକ ବ୍ୟୟ ହୋଇପାରେ।

ସିଂହ: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। କେହି ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ।

କନ୍ୟା: ମାନ-ସମ୍ମାନ ବୃଦ୍ଧି ପାଇବ। ଜମି କିଣିବାର ଯୋଗ ରହିଛି। ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି।

ତୁଳା: କାର୍ଯ୍ୟରେ ସଫଳତା ମିଳିବ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ବନ୍ଧୁଙ୍କ ସହ ଦେଖା ହୋଇପାରେ।

ବିଛା: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ନିଜ କଥା ନିୟନ୍ତ୍ରଣ କରନ୍ତୁ, ନ ହେଲେ ବିବାଦରେ ପଡ଼ିପାରନ୍ତି। ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ।

ଧନୁ: ବ୍ୟସ୍ତତା ଭିତରେ ଦିନଟି କଟିବ। ଚାକିରି କ୍ଷେତ୍ରରେ ଦାୟିତ୍ୱ ବଦଳିପାରେ। କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

ମକର: ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ସନ୍ତାନର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।

କୁମ୍ଭ: ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ମିଳିବ। ଘରଲୋକଙ୍କ ସହ ଖୁସିରେ ଦିନଟି କାଟିବେ। ଜୀବନସାଥୀଙ୍କ ସହଯୋଗ ମିଳିବ।

ମୀନ: ଚିନ୍ତିତ ରହିବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଧାର୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହେବ। ବିଦେଶରୁ ଶୁଭ ଖବର ଶୁଣିବେ।

ଆହୁରି ପଢ଼ନ୍ତୁ

ଚେନ୍ନାଇକୁ ବଡ଼ ଝଟକା: ଆଇପିଏଲରୁ ବ୍ରାଭୋ ଆଉଟ

ରିଲିଜ୍ ପୂର୍ବରୁ ବିବାଦରେ ଫସିଲା ଅକ୍ଷୟ ଓ କିଆରାଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍’

କରୋନା ଚିକିତ୍ସାରେ କାମ ଦେଉନି ପ୍ଲାଜମା ଥେରାପି

୨୧ଅକ୍ଟୋବର,ବୁଧବାର; କଥା ଉପରେ ନିୟନ୍ତ୍ରଣ ରଖନ୍ତୁ

ପୁଣି ଶତକ ମାରିଲେ ଧୱନ, ପଞ୍ଜାବ ଆଗରେ ୧୬୫ ରନ୍‌ର ଟାର୍ଗେଟ

ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ: ଡେବ୍ୟୁ କରିବେ ସାମ୍ସ, କମବ୍ୟାକ୍‌ କଲେ ପନ୍ତ

ପାରିବାରିକ ବିବାଦ ଯୋଗୁ ଲଣ୍ଡନ ଚାଲି ଯାଇଛନ୍ତି କି ସିନ୍ଧୁ? ଦେଲେ ସ୍ପଷ୍ଟୀକରଣ

ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ କ’ଣ କହିବେ ପ୍ରଧାନମନ୍ତ୍ରୀ ମୋଦି

ମହିଳା ନେତ୍ରୀଙ୍କୁ ‘ଆଇଟମ୍’ କହି ବିବାଦରେ କମଲନାଥ, ଜବାବ ଦେଲେ ଶିବରାଜ

୨୦ ଅକ୍ଟୋବର,ମଙ୍ଗଳବାର: ସାମାଜିକ ପ୍ରତିଷ୍ଠା ବଢ଼ିବ

ବଟଲରଙ୍କ ମାଡ଼ରେ ଧୋନିଙ୍କ ଚେନ୍ନାଇ ଚିତପଟାଙ୍ଗ

୧୨୫ ରନ୍‌ରେ ଅଟକିଲେ ଧୋନି ଧୁରନ୍ଧର