୧୭ ନଭେମ୍ବର,ମଙ୍ଗଳବାର:କଥା ଉପରେ ନିୟନ୍ତ୍ରଣ ରଖନ୍ତୁ

ମେଷ: ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ। ମନ ଖୁସି ରହିବ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ବୃଷ: ନିଜ ଲୋକମାନେ ଶତ୍ରୁଭଳି ବ୍ୟବାହର କରିବେ। ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ଗାଈକୁ ଖାଇବାକୁ ଦିଅନ୍ତୁ। ମିଥୁନ: ନୂତନ କଳ୍ପନା ଭିତରେ ଗତି କରି ଚାଲିବେ। କଳାତ୍ମକ ଦିଗରେ ମନ ବଳିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍କଟ: ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ମତାନ୍ତର ହୋଇପାରେ। ଅନ୍ୟମାନଙ୍କ ପାଇଁ ଯେତେ ଭଲ କାମ କଲେ ମଧ୍ୟ […]

hhhhhhh-1

hhhhhhh-1

Tapaswini Nayak
  • Published: Tuesday, 17 November 2020
  • Updated: 17 November 2020, 07:47 AM IST

Sports

Latest News

ମେଷ: ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ। ମନ ଖୁସି ରହିବ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

ବୃଷ: ନିଜ ଲୋକମାନେ ଶତ୍ରୁଭଳି ବ୍ୟବାହର କରିବେ। ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ଗାଈକୁ ଖାଇବାକୁ ଦିଅନ୍ତୁ।

ମିଥୁନ: ନୂତନ କଳ୍ପନା ଭିତରେ ଗତି କରି ଚାଲିବେ। କଳାତ୍ମକ ଦିଗରେ ମନ ବଳିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କର୍କଟ: ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ମତାନ୍ତର ହୋଇପାରେ। ଅନ୍ୟମାନଙ୍କ ପାଇଁ ଯେତେ ଭଲ କାମ କଲେ ମଧ୍ୟ ସୁନାମ ମିଳିବାରେ କଷ୍ଟ ହେବ। ମନ ବିଚଳିତ ରହିବ।

ସିଂହ: ଶୁଭ ଖବର ଶୁଣି ପାରନ୍ତି। ଦୂରେଇ ଯାଇଥିବା ଲୋକମାନେ ପୁଣି ପାଖେଇ ଆସିବେ। କମ୍ ପରିଶ୍ରମରେ ଅଧିକ ଆୟ କରି ସନ୍ତୁଷ୍ଟି ଲାଭ କରିବେ। ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରନ୍ତୁ।

କନ୍ୟା: ଖାଦ୍ୟପେୟରେ ସଂଯମତା ରକ୍ଷା କରିବା ଜରୁରୀ। ପ୍ରତି କ୍ଷେତ୍ରରେ ମନ ସନ୍ଦେହ ପୂର୍ଣ୍ଣ ରହିବ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ।

ତୁଳା: ମାନ-ସମ୍ମାନ ମିଳିବ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଅପରାହ୍ଣ ପରେ ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ବିଛା: ପରିବାରରେ ହସ ଓ ଖୁସିର ପରିବେଶ ରହିବ। ମା’ ଲକ୍ଷ୍ମୀଙ୍କୁ ଆରଧନା କରନ୍ତୁ।  ନୂତନ କାର୍ଯ୍ୟରେ ଯୋଗ ଦେବେ।

ଧନୁ: ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ। ଋଣ ଦିଅନ୍ତୁ ନାହିଁ। ଅଳସୁଆ ଅନୁଭବ କରିବେ।

ମକର: ଶତ୍ରୁମାନଙ୍କୁ ଦୃଢ ହସ୍ତରେ ବିନାଶ କରିବାକୁ ସକ୍ଷମ ହେବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ।  ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

କୁମ୍ଭ:ସମାଜରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ରାଗ ଉରପେ ନିୟନ୍ତ୍ରଣ ରଖନ୍ତୁ।  ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

ମୀନ: ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ଦ୍ୱନ୍ଦ୍ୱ ଭିତରେ ରହିବେ। ପରିବାରରେ ହସଖୁସିର ପରିବେଶ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story