୯ ଫେବ୍ରୁଆରୀ, ମଙ୍ଗଳବାର: ପ୍ରତିଯୋଗିତା ମନୋଭାବ ଦେଖାଦେବ

ମେଷ: ନିଜର ଗନ୍ତବ୍ୟ ପଥରରେ ଅଗ୍ରସର ହୋଇ ଲକ୍ଷ୍ୟ ସ୍ଥଳରେ ପହଁଚିବେ। ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ, ତେଣୁ ସତ୍‌ସଙ୍ଗରେ ଯୋଗଦାନ କରିପାରନ୍ତି। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ପ୍ରତିକାର- ଗ୍ରାମଦେବୀଙ୍କୁ ଦର୍ଶନ କରନ୍ତୁ ଓ ଘିଅ ଦୀପଟିଏ ଜାଳନ୍ତୁ। ବୃଷ: ଦାମ୍ପତ୍ୟ ଜୀବନରେ ମନାନ୍ତର, ମତାନ୍ତର, ବାଦବିବାଦ ଦେଖା ଦେବାର ସମ୍ଭାବନା ରହିଛି। କୌଣସି ଦ୍ରବ୍ୟ ଚୋରି ହୋଇଯାଇପାରେ କିମ୍ବା ହଜି ଯାଇପାରେ ତେଣୁ ସାବଧାନ ରୁହନ୍ତୁ। ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣ ମନରେ ଆଘାତ ସୃଷ୍ଟି […]

Horoscope

Horoscope

Madhupriya Mistry
  • Published: Tuesday, 09 March 2021
  • Updated: 09 March 2021, 08:11 AM IST

Sports

Latest News

ମେଷ: ନିଜର ଗନ୍ତବ୍ୟ ପଥରରେ ଅଗ୍ରସର ହୋଇ ଲକ୍ଷ୍ୟ ସ୍ଥଳରେ ପହଁଚିବେ। ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ, ତେଣୁ ସତ୍‌ସଙ୍ଗରେ ଯୋଗଦାନ କରିପାରନ୍ତି। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ପ୍ରତିକାର- ଗ୍ରାମଦେବୀଙ୍କୁ ଦର୍ଶନ କରନ୍ତୁ ଓ ଘିଅ ଦୀପଟିଏ ଜାଳନ୍ତୁ।

ବୃଷ: ଦାମ୍ପତ୍ୟ ଜୀବନରେ ମନାନ୍ତର, ମତାନ୍ତର, ବାଦବିବାଦ ଦେଖା ଦେବାର ସମ୍ଭାବନା ରହିଛି। କୌଣସି ଦ୍ରବ୍ୟ ଚୋରି ହୋଇଯାଇପାରେ କିମ୍ବା ହଜି ଯାଇପାରେ ତେଣୁ ସାବଧାନ ରୁହନ୍ତୁ। ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣ ମନରେ ଆଘାତ ସୃଷ୍ଟି କରିପାରେ। ପ୍ରତିକାର- ୫ଟି ତ୍ରିଶାଖା ବେଲପତ୍ର ଓ କିଛି କଞ୍ଚାକ୍ଷୀର ମହାଦେବଙ୍କୁ ଅର୍ପଣ କରନ୍ତୁ।

ମିଥୁନ: ପ୍ରତ୍ୟେକଟି କାର୍ଯ୍ୟରେ ଅସଫଳତା ଓ ବିଳମ୍ବ ଦେଖାଦେବ। ଆକସ୍ମିକ ଦୁର୍ଘଟଣାର ସମ୍ଭାବନା ରହିଛି ତେଣୁ ସତର୍କତା ଅବଲମ୍ବନ କରନ୍ତୁ। ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଲାଭ ପାଇ ନପାରନ୍ତି। ପ୍ରତିକାର- ସାତଟି ପାନପତ୍ର ଶ୍ରୀ ଗଣେଶଙ୍କୁ ଚଢାନ୍ତୁ।

କର୍କଟ: କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। କର୍ମକ୍ଷେତ୍ରରେ ମାନସମ୍ମାନ, ପଦମର୍ଯ୍ୟାଦା ବୃଦ୍ଧି ପାଇବ। ମହିଳାମାନଙ୍କ କାର୍ଯ୍ୟ ସହଜ, ସରଳ ଭାବରେ ସମ୍ପାଦିତ ହେବ। ପ୍ରତିକାର- ଧଳାରଙ୍ଗର ରୁମାଲଟିଏ ନିଜ ପାଖରେ ରଖନ୍ତୁ।

ସିଂହ: ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି। ଗୁପ୍ତଶତ୍ରୁମାନେ ପରାଜିତ ହେବେ ଓ କାର୍ଯ୍ୟରେ ସିଦ୍ଧି ଲାଭ କରିବେ। ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ। ପ୍ରତିକାର- ତମ୍ବାପାତ୍ରରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ।

କନ୍ୟା: ଅଜଣା ଅଚିହ୍ନା ଲୋକଙ୍କଠାରୁ ଦୂରେଇ ରୁହନ୍ତୁ। ନିଜ ଲୋକମାନେ ପରୋକ୍ଷରେ ଶତ୍ରୁତା ଆଚରଣ କରିବେ। ଛାତ୍ରଛାତ୍ରୀମାନେ ବିଦ୍ୟାଶିକ୍ଷାରେ ଅକୃତକାର୍ଯ୍ୟ ହେବେ। ପ୍ରତିକାର- କିଛି ଦୁବଘାସରେ କଳା ବିରି ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ

ତୁଳା: ପରିବାରରୁ ସ୍ନେହ ଶ୍ରଦ୍ଧା ସଦ୍ଇଚ୍ଛା ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ଉଚ୍ଚକର୍ତ୍ତୁପକ୍ଷଙ୍କ ସହଯୋଗ ପାଇ ଉପକୃତ ହେବେ। ବହୁଦିନରୁ ଲାଗି ରହିଥିବା ସମସ୍ୟା ଗୁଡିକର ସମାଧାନ ହୋଇଯିବ। ପ୍ରତିକାର- ଓଁ ନମଃ ଶିବାୟ ମନ୍ତ୍ରକୁ ୨୭ଥର ଜପ କରନ୍ତୁ।

ବିଛା: ଦୀର୍ଘଦିନର ଅଭିଳାଷ ପୂର୍ଣ୍ଣ ହେବ ଓ ମନ ପ୍ରଫୁଲ୍ଲ ରହିବ। କୌଣସି ଜରୁରୀ କାମ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାରେ ସମର୍ଥ ହେବେ। ପ୍ରତିକାର- ୩ଟି ଡାଳିମ୍ବ ହନୁମାନଙ୍କୁ ଚଢାନ୍ତୁ ଓ ରାଶି ତେଲର ଦୀପଟିଏ ଜାଳନ୍ତୁ।

ଧନୁ: ପରିବାରରେ ଗୁରୁଜନମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ମହିଳାମାନେ ମାନସିକ ଅଶାନ୍ତି, ଦୁଃଶ୍ଚିନ୍ତା ଦେଇ ଗତି କରିବେ। ବ୍ୟବସାୟ ବାଣିଜ୍ୟରେ ବାଧାବିଘ୍ନମାନ ସୃଷ୍ଟି ହେବ। ପ୍ରତିକାର- କିଛି ହଳଦୀପାଣି କଦଳୀଗଛ ମୂଳରେ ଢାଳନ୍ତୁ।

ମକର: ଶରୀର ସୁସ୍ଥ, ମନ ନିର୍ମଳ ରହିବା ସହିତ ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ହେବ। ପ୍ରତ୍ୟେକଟି ପ୍ରତିଯୋଗିତାରେ ସଫଳତା ଲାଭ କରିବେ। କୌଣସି ସଙ୍ଗଠନ ତରଫରୁ ସମ୍ମାନିତ ହୋଇପାରନ୍ତି। ପ୍ରତିକାର- କିଛି କଳା ରାଶି କଞ୍ଚାକ୍ଷୀରରେ ମିଶାଇ ଅଶ୍ୱତ୍ଥ ଗଛ ମୂଳରେ ଢାଳନ୍ତୁ।

କୁମ୍ଭ: ଯେ କୌଣସି ଉପାୟରେ ଅର୍ଥ ପ୍ରାପ୍ତିର ଯୋଗ ରହିଛି। ବନ୍ଧୁଙ୍କ ସାହାଯ୍ୟ ପାଇ ଲକ୍ଷ୍ୟସ୍ଥଳରେ ପହଁଚିବେ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଦେଖାଦେବ। ପ୍ରତିକାର- ୨୧ଟି ରାଶି ଲଡୁ ମା’ କାଳୀଙ୍କ ପାଖରେ ଭୋଗ କରି ଛୋଟ ପିଲାଙ୍କୁ ବାଣ୍ଟନ୍ତୁ ।

ମୀନ: ଗୃହକୁ ବନ୍ଧୁଙ୍କ ଆଗମନ ହେବ, ହସଖୁସିର ଆସର ଦେଖାଦେବ। ନୂତନ କାର୍ଯ୍ୟ ଆରମ୍ଭ କରି ସଫଳତା ଲାଭ କରିବେ। ମହିଳାମାନେ ଆନନ୍ଦ ଉଲ୍ଲାସରେ ଦିନ କଟାଇବେ। ପ୍ରତିକାର- ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ ଓ ଘିଅ ଦୀପଟିଏ ଜାଳନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story