୪ ଫେବ୍ରୁଆରୀ, ଗୁରୁବାର: ମିତ୍ରମାନେ ଶତ୍ରୁଭଳି ଆଚରଣ କରିବେ

ମେଷ: ଯେଉଁ କାମରେ ହାତଦେବେ ସେଥିରେ ଅସଫଳତା ଦେଖାଦେବ। କର୍ମ କ୍ଷେତ୍ରରେ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ ପାଇବେ। ମିତ୍ରମାନେ ଶତ୍ରୁଭଳି ଆଚରଣ କରିବେ। ପ୍ରତିକାର- ହନୁମାନ ଚାଳିଶା ସାତଥର ପାଠ କରନ୍ତୁ। ବୃଷ: କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ପରିବାରରେ ସନ୍ତାନମାନେ ଶୃଙ୍ଖଳିତ ତଥା ଆଜ୍ଞାଧୀନ ହେବେ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ହେବ। ପ୍ରତିକାର- ଧଳା ରଙ୍ଗର ରୁମାଲଟିଏ ନିଜ ପାଖରେ ରଖନ୍ତୁ। ମିଥୁନ: ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ।ବହୁଦିନର […]

Horoscope

Horoscope

Madhupriya Mistry
  • Published: Thursday, 04 March 2021
  • Updated: 04 March 2021, 08:37 AM IST

Sports

Latest News

ମେଷ: ଯେଉଁ କାମରେ ହାତଦେବେ ସେଥିରେ ଅସଫଳତା ଦେଖାଦେବ। କର୍ମ କ୍ଷେତ୍ରରେ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ ପାଇବେ। ମିତ୍ରମାନେ ଶତ୍ରୁଭଳି ଆଚରଣ କରିବେ। ପ୍ରତିକାର- ହନୁମାନ ଚାଳିଶା ସାତଥର ପାଠ କରନ୍ତୁ।

ବୃଷ: କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ପରିବାରରେ ସନ୍ତାନମାନେ ଶୃଙ୍ଖଳିତ ତଥା ଆଜ୍ଞାଧୀନ ହେବେ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ହେବ। ପ୍ରତିକାର- ଧଳା ରଙ୍ଗର ରୁମାଲଟିଏ ନିଜ ପାଖରେ ରଖନ୍ତୁ।

ମିଥୁନ: ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ।ବହୁଦିନର ଆଶା ଅଭିଳାଷ ପୁରଣ ହେବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବେ। ପ୍ରତିକାର-ଗାଈକୁ କିଛି ଦୁବ ଘାସ ଖାଇବାକୁ ଦିଅନ୍ତୁ ।

କର୍କଟ: ପାରିବାରିକ ଦ୍ୱନ୍ଦ ଓ ଶାରୀରିକ ଅସୁସ୍ଥତାକୁ ନେଇ ଚିନ୍ତିତ ରହିବେ। ଗୁପ୍ତଶତ୍ରୁମାନେ ଚକ୍ରାନ୍ତ କରି ବିପଦରେ ପକାଇପାରନ୍ତି। ବୃତ୍ତିଗତ ବ୍ୟବସାୟରେ ବାଧାବିଘ୍ନ ଘାତପ୍ରତିଘାତ ସୃଷ୍ଟି ହେବ। ପ୍ରତିକାର- ସାତଟି ଧଳା କନିଅର ଫୁଲ ଶ୍ରୀଗଣେଶଙ୍କୁ ଚଢାନ୍ତୁ।

ସିଂହ: ଶରୀର ସୁସ୍ଥ ମନ ପ୍ରଫୁଲ୍ଲ ରହିବ ଓ ଉତ୍ତମ ଭୋଜନ ପ୍ରାପ୍ତିହେବ। ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ଲାଭ କରିବେ। କୌଣସି ନୂତନ ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। ପ୍ରତିକାର-ସୂର୍ଯ୍ୟନାରାୟଣଙ୍କୁ ଗୁଡ ପାଣିରେ ଅର୍ଘ୍ୟ ପ୍ରଦାନ କରନ୍ତୁ।

କନ୍ୟା: ପ୍ରତ୍ୟେକଟି ଦିଗରେ ପ୍ରତ୍ୟେକଟି କ୍ଷେତ୍ରରେ ଯୋଗ୍ୟ ବିବେଚିତ ହେବେ। ମହିଳାମାନେ ଆନନ୍ଦ ଉଲ୍ଲାସରେ ଦିନଟି କଟାଇବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ପ୍ରତିକାର- ଶ୍ରୀ ବିଷ୍ଣୁଙ୍କୁ ୧୧ ଟି ତୁଳସୀମଞ୍ଜରୀ ଅର୍ପଣ କରନ୍ତୁ।

ତୁଳା: ନିଜ ମନ ପସନ୍ଦର କାମ କରିବାକୁ ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ମାନ ସମ୍ମାନ, ଯଶ ଗୌରବ ପ୍ରାପ୍ତିହେବ। ବସ୍ତ୍ର ଅଳଙ୍କାର ଜାତୀୟ ବ୍ୟବସାୟରେ ଲାଭବାନ ହେବେ। ପ୍ରତିକାର- କଉଡିଟିଏ ନିଜ ପାଖରେ ରଖି କାମ ଆରମ୍ଭ କରନ୍ତୁ।

ବିଛା: ମହିଳାମାନେ ଗୃହ ପ୍ରତି ଯତ୍ନଶୀଳା ହେବେ। ସପରିବାର ସହ କୌଣସି ଦର୍ଶନୀୟ ସ୍ଥାନ ଭ୍ରମଣରେ ଯାଇପାରନ୍ତି। ଗବେଷଣାରତ ଛାତ୍ରଛାତ୍ରୀମାନେ ସଫଳତା ପାଇପାରନ୍ତି। ପ୍ରତିକାର- ହନୁମାନଙ୍କ ପାଖରେ ସାତଟି ଲାଲ ମନ୍ଦାର ଚଢାନ୍ତୁ।

ଧନୁ: ଆଳସ୍ୟ ଓ ଅବହେଳା ଯୋଗୁଁ ସୁଯୋଗ ହାତଛଡା ହୋଇଯିବ। ସାମାନ୍ୟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହେତୁ କ୍ଳାନ୍ତି ଅନୁଭବ କରିବେ। ପ୍ରତିକାର- ଗାୟତ୍ରୀ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ।

ମକର: ବକେୟା ଅର୍ଥକୁ ନେଇ ଯୁକ୍ତିତର୍କ ମତଭେଦ ଦେଖାଦେଇପାରେ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିବାର ସମ୍ଭାବନା ଅଛି। ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଲାଭ ମିଳିବ ନାହିଁ। ପ୍ରତିକାର- ୨୧ଟି ରାଶିଲଡୁ ଶ୍ରୀଗଣେଶଙ୍କ ପାଖରେ ଭୋଗ କରି ଛୋଟ ପିଲାଙ୍କୁ ବାଣ୍ଟନ୍ତୁ।

କୁମ୍ଭ: ନିଜ ଉପସ୍ଥିତ ବୁଦ୍ଧି ବଳରେ ସମସ୍ୟାର ସରଳ ସମାଧାନ କରିବେ। ମହିଳାମାନେ ଜନ କଲ୍ୟାଣ ମୂଳକ କାର୍ଯ୍ୟରେ ଯୋଗଦେଇ ପ୍ରଶଂସିତ ହେବେ। କୌଣସି ଅନୁଷ୍ଠାନ ତରଫରୁ ସମ୍ମାନିତ ହେବାର ସୁଯୋଗ ପାଇ ପାରନ୍ତି। ପ୍ରତିକାର- କୁଆକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ମୀନ: ରାଜନେତାମାନେ ଜନସମାଜରେ ଆଦରଣୀୟ ହେବେ। ଗୁପ୍ତ ଶତ୍ରୁମାନଙ୍କ ପାଇଁ ମନରେ ଅଶାନ୍ତି ଦେଖାଦେବ। ନିର୍ମାଣଧୀନ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ। ପ୍ରତିକାର- ପାଣିରେ କିଛି ହଳଦୀ ମିଶାଇ ସ୍ନାନ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story