୭ ଫେବ୍ରୁଆରୀ, ରବିବାର: ମାନ ସମ୍ମାନର ଅଧିକାରୀ ହେବେ

ମେଷ: ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖଶାନ୍ତିରେ କଟିବ। ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ଲାଭ କରିବେ। ଅପେକ୍ଷାରତ ସୁସମ୍ବାଦ ପାଇ ଆନନ୍ଦିତ ହେବେ। ପ୍ରତିକାର- ମହୁ ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ। ବୃଷ: ପ୍ରତ୍ୟେକଟି ଦିଗରେ ନିନ୍ଦା ଅପମାନ ଓ ଅସମ୍ମାନିତ ହୋଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ବୃଥା ଆରୋପରେ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି। ପୈତୃକ ସମ୍ପତ୍ତିକୁ ନେଇ ଭାତ୍ରୁ ବିବାଦ ଦେଖା ଦେଇପାରେ। ପ୍ରତିକାର- ଶ୍ରୀ ଗଣେଷଙ୍କ ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ। ମିଥୁନ: କୌଣସି […]

Horoscope

Horoscope

Madhupriya Mistry
  • Published: Sunday, 07 March 2021
  • Updated: 07 March 2021, 07:44 AM IST

Sports

Latest News

ମେଷ: ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖଶାନ୍ତିରେ କଟିବ। ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ଲାଭ କରିବେ। ଅପେକ୍ଷାରତ ସୁସମ୍ବାଦ ପାଇ ଆନନ୍ଦିତ ହେବେ। ପ୍ରତିକାର- ମହୁ ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ।

ବୃଷ: ପ୍ରତ୍ୟେକଟି ଦିଗରେ ନିନ୍ଦା ଅପମାନ ଓ ଅସମ୍ମାନିତ ହୋଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ବୃଥା ଆରୋପରେ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି। ପୈତୃକ ସମ୍ପତ୍ତିକୁ ନେଇ ଭାତ୍ରୁ ବିବାଦ ଦେଖା ଦେଇପାରେ। ପ୍ରତିକାର- ଶ୍ରୀ ଗଣେଷଙ୍କ ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ।

ମିଥୁନ: କୌଣସି ଶୁଭ କାର୍ଯ୍ୟରେ ଯୋଗଦାନ କରିବାର ସୁଯୋଗ ରହିଛି। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। ଉତ୍ତମ ଭୋଜନ ସହିତ ନୂତନ ବସ୍ତ୍ର ଆଭୂଷଣ ପ୍ରାପ୍ତି ହୋଇପାରେ। ପ୍ରତିକାର- ଗାଈକୁ କିଛି ଦୁବଘାସ ଖାଇବାକୁ ଦିଅନ୍ତୁ।

କର୍କଟ: ଘରକୁ ବନ୍ଧୁବାନ୍ଧବଙ୍କ ଆଗମନ ହେବ, ଫଳରେ ମନ ଖୁସି ରହିବ। ମହିଳାମାନେ ଘରେ ତଥା ବାହାରେ ପ୍ରଶଂସନୀୟ ହେବ। ଛାତ୍ରଛାତ୍ରୀମାନେ ବିଦ୍ୟା ଅଧ୍ୟୟନରେ ମନ ନିବେଶ କରିବେ। ପ୍ରତିକାର- ଧଳାରଙ୍ଗର ରୁମାଲଟିଏ ନିଜ ପାଖରେ ରଖନ୍ତୁ।

ସିଂହ: ବହୁ ଦିନରୁ ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ବିବାଦୀୟ ଘଟଣାରେ ଜୟଯୁକ୍ତ ହେବେ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷାରେ ସଫଳତା ଲାଭ କରିବେ। ପ୍ରତିକାର- ଗାଈକୁ କିଛି ଗୁଡ ଖାଇବାକୁ ଦିଅନ୍ତୁ।

କନ୍ୟା: କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ନିଜ ଜୀବନ ସାଥୀର ପ୍ରେରଣା ପାଇ ଉପକୃତ ହେବେ। ବ୍ୟବସାୟୀମାନେ ଆଶାନୁରୂପ ଲାଭବାନ ହେବେ। ପ୍ରତିକାର- ଗାଧୋଇବା ପରେ ତୁଳସୀ ମୂଳରେ ଜଳ ଦାନ କରନ୍ତୁ।

ତୁଳା: ଗୁପ୍ତ ଶତ୍ରୁ ଭୟ ମନରେ ଆଶା ଆଶଙ୍କା ସୃଷ୍ଟି କରିବ। ଅପ୍ରିୟ ସତ କଥା କହି ଦୋଷୀ ସାବ୍ୟସ୍ତ ହେବେ। ନିଜ ଲୋକମାନେ ହିଁ ପରୋକ୍ଷରେ ବିରୁଦ୍ଧାଚରଣ କରିବେ। ପ୍ରତିକାର-  ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ।

ବିଛା: ପ୍ରତ୍ୟେକଟି କାର୍ଯ୍ୟରେ ବାଧାବିଘ୍ନ ଘାତ ପ୍ରତିଘାତ ଦେଖାଦେବ। ଯାତ୍ରା କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ବୃତ୍ତିଗତ ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ ନାହିଁ। ପ୍ରତିକାର- ହନୁମାନ ଚାଳିଶା ୧୧ଥର ପାଠ କରନ୍ତୁ।

ଧନୁ: ନିଜ ଯୋଜନା ଅନୁସାରେ କାମ କରି ସଫଳତା ପାଇବେ। ସମାଜରେ ଲୋକ ସମ୍ପର୍କ ବୃଦ୍ଧି ପାଇବ ଓ ମାନ ସମ୍ମାନର ଅଧିକାରୀ ହେବେ। ନୃତ୍ୟ, ସଙ୍ଗୀତ, ଅଭିନୟ କ୍ଷେତ୍ରରେ କୃତ୍ତିତ୍ୱ ଅର୍ଜନ କରିବେ। ପ୍ରତିକାର- ଶ୍ରୀ ଜଗନ୍ନାଥଙ୍କ ପାଖରେ ଘିଆ ଦୀପଟିଏ ଜାଳନ୍ତୁ।

ମକର: ଗୁପ୍ତ ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ। ସାଧାରଣ କଥା ଅସାଧାରଣ ପରିସ୍ଥିତି ସୃଷ୍ଟି କରିବ। ସନ୍ତାନମାନଙ୍କ କାର୍ଯ୍ୟକଳାପ ମନକୁ ଭାରାକ୍ରାନ୍ତ କରାଇବ। ପ୍ରତିକାର- କୌଣସି ଦରିଦ୍ର ବ୍ୟକ୍ତିଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

କୁମ୍ଭ: ହେବାକୁ ଥିବା କାର୍ଯ୍ୟରେ ପ୍ରତିବନ୍ଧକମାନ ସୃଷ୍ଟି ହେବ। ମହିଳାମାନଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖା ଦେଇପାରେ। ଛାତ୍ରଛାତ୍ରୀମାନେ ପାଠପଢାରେ ଅମନଯୋଗୀ ହେବେ। ପ୍ରତିକାର- ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ୨୭ ଥର ଜପ କରନ୍ତୁ।

ମୀନ: ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟ ଗୁଡିକ ଠିକ ଭାବରେ ସମ୍ପନ୍ନ ହେବ। ରାଜନୀତି କ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ ହେବ। ବ୍ୟବସାୟ ବାଣିଜ୍ୟରେ ପୂର୍ବ ଅପେକ୍ଷା ଅଧିକ ଲାଭବାନ ହେବେ। ପ୍ରତିକାର- ୭ଟି ଚକୋଲେଟ୍ ବା ବୁନ୍ଦିଲଡୁ ସାତଜଣ ପିଲାଙ୍କୁ ବାଣ୍ଟନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story