ଆପଣଙ୍କ ପାଇଁ କେମିତି ରହିବ ବର୍ଷ ୨୦୨୪, ଜାଣି ନିଅନ୍ତୁ

ଏଥର କେଉଁ କେଉଁ ଗ୍ରହ ଆପଣଙ୍କ ରାଶିକୁ କରିବେ ସ୍ପର୍ଶ। କ’ଣ ଆସିବ ସମସ୍ୟା ଓ କେମିତି କରିବେ ପ୍ରତିକାର।

Rashi

Representational Image

Jitendra Garnayak
  • Published: Monday, 01 January 2024
  • Updated: 01 January 2024, 08:01 AM IST

Sports

Latest News

ଆଜିଠାରୁ ଆରମ୍ଭ ହୋଇଛି ଇଂରାଜୀ ନବବର୍ଷ ୨୦୨୪। ଆପଣଙ୍କ ପାଇଁ କେମିତି ରହିବ ଏହି ବର୍ଷଟି। ଏଥର କେଉଁ କେଉଁ ଗ୍ରହ ଆପଣଙ୍କ ରାଶିକୁ କରିବେ ସ୍ପର୍ଶ। କ’ଣ ଆସିବ ସମସ୍ୟା ଓ କେମିତି କରିବେ ପ୍ରତିକାର। ଏସବୁ ନେଇ ଜ୍ୟୋତିର୍ବିଦ କ’ଣ କହିଛନ୍ତି ଜାଣନ୍ତୁ ।

ମେଷ: ମେଷ ରାଶିରେ ବର୍ତ୍ତମାନ ଦେବଗୁରୁ ବୃହସ୍ପତି ଅଛନ୍ତି ଏବଂ ମେ’ ମାସରେ ବୃଷ ରାଶିକୁ ଚଳନ କରିବେ। ମେଷ ରାଶି ପାଇଁ ବର୍ଷ ଆରମ୍ଭରୁ ଟିକେ କଷ୍ଟ ଦେଖାଯିବ ଓ କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ। କିନ୍ତୁ ମେ’ ମାସ ପରେ ବହୁତ ଶୁଭଫଳ ମିଳିବ ଓ ଅଚାନକ ଅର୍ଥପ୍ରାପ୍ତି ହେବ। ପୁଅଝିଅଙ୍କର ବିବାହ ପାଇଁ ପ୍ରସ୍ତାବ ଆସିବା ସହିତ ବିବାହ ସମ୍ପାଦନ ହେବ। ନୂତନ ବ୍ୟବସାୟ ଆରମ୍ଭ କରିବେ ଏବଂ ନୂତନ ଜମି ଓ ଯାନବାହାନ କ୍ରୟ କରିପାରନ୍ତି।
ପ୍ରତିକାର: ପ୍ରତିଦିନ ମଥାରେ ହଳଦୀ ଟୀକା ଲଗାନ୍ତୁ ଓ କଦଳୀ ଗଛକୁ ପୂଜା କରନ୍ତୁ

ବୃଷ: ବୃଷ ରାଶିରେ ବର୍ତ୍ତମାନ ଦ୍ୱାଦଶ ଭାବରେ ବୃହସ୍ପତି ରହିଛନ୍ତି ଏବଂ ମେ’ ମାସରେ ଜନ୍ମ ବୃହସ୍ପତି ଚଳନ ହେବେ। କର୍ମକ୍ଷେତ୍ରରେ ଉନ୍ନତି ହେଲେ ମଧ୍ୟ ଅଯଥାରେ ଅର୍ଥହାନୀ ହେବ ଏବଂ ବ୍ୟବସାୟରେ କ୍ଷତି ସହିବେ। ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଲାଭ ମିଳିବ, କିନ୍ତୁ ଗୁପ୍ତଶତୃଙ୍କଠାରୁ ଦୂରେଇ ରହିବାକୁ ପଡ଼ିବ। ମେ’ ମାସ ପରେ ଟିକେ ଅସୁବିଧାରେ ପଡ଼ିପାରନ୍ତି। ଜନ୍ମ ବୃହସ୍ପତି ହେତୁ ସ୍ୱାସ୍ଥ୍ୟରେ
ଅବନ୍ନତି ଦେଖାଯିବ।
ପ୍ରତିକାର:ପ୍ରତିଦିନ ଗୋମାତାଙ୍କୁ ଖାଦ୍ୟ ଦେବେ ଓ ବାପାମାଙ୍କୁ ପ୍ରଣାମ କରିବେ।

ମିଥୁନ: ମିଥୁନ ରାଶିରେ ଏକାଦଶ ଭାବରେ ବୃହସ୍ପତି ଅଛନ୍ତି ଏବଂ ମେ’ ମାସରେ ଦ୍ୱାଦଶ ଭାବରେ ବୃହସ୍ପତି ଚଳନ କରିବେ। ମିଥୁନ ରାଶି ପାଇଁ ନବମ ଭାବରେ ଶନି ମହାଗ୍ରହ ବର୍ଷସାରା ରହିବେ। ବର୍ଷର ଆରମ୍ଭ ମିଥୁନ ରାଶି ପାଇଁ ସୁଖଦାୟକ ଓ ଲାଭଦାୟକ ହେବ ଏବଂ କର୍ମକ୍ଷେତ୍ରରେ ଶୁଭଫଳ ମିଳିବ। ସନ୍ତାନ ମାନଙ୍କର ପାଠପଢ଼ାରେ ଉନ୍ନତି ହେବା ସହ ଚାକିରି କ୍ଷେତ୍ରରେ ସଫଳତା ପାଇବେ। କାହାରି ସହିତ ଚୁକ୍ତି କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ ନଚେତ ଠକାମିରେ ପଡ଼ିପାରନ୍ତି। କୋର୍ଟକଚେରୀ କେସକୁ ଆଗକୁ ନବଢ଼ାଇ ନିଜ ଭିତରେ ସମାଧାନ କରିଦେଲେ ବହୁତ ଭଲ ହେବ।
ପ୍ରତିକାର -ବ୍ରହ୍ମଯଷ୍ଟି ଗଛକୁ ପୂଜା କଲେ ଶୁଭଫଳ ପାଇବେ।

କର୍କଟ: କର୍କଟ ରାଶିରେ ବର୍ତ୍ତମାନ ଦଶମ ଭାବରେ ବୃହସ୍ପତି ଅଛନ୍ତି ଓ ମେ’ ମାସରେ ଏକାଦଶ ଭାବରେ ବୃହସ୍ପତି ଚଳନ କରିବେ।
କର୍କଟ ରାଶି ପାଇଁ ଶନି ମହାଗ୍ରହ ଅଷ୍ଟମ ଭାବରେ ବର୍ଷ ତମାମ ରହିବେ। ବର୍ଷ ଆରମ୍ଭରୁ କର୍କଟ ରାଷି ପାଇଁ ଶୁଭଫଳ ମିଳିବ ନାହିଁ ଏବଂ ମେ’ ମାସ ପର୍ଯ୍ୟନ୍ତ ଜଗିରଖି ଚଳିବେ। ଘରେ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ହେବା ସହିତ ଦୂରସ୍ଥାନକୁ ଭ୍ରମଣ ଯୋଗ ରହିଛି। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବା ସହିତ ଅର୍ଥ ପ୍ରାପ୍ତି ହେବ। କିନ୍ତୁ କର୍କଟ ରାଶିରେ ଅଷ୍ଟମ ଭାବରେ ଶନି ମହାଗ୍ରହ ରହୁଥିବାରୁ ସ୍ୱାସ୍ଥ୍ୟଗତ ସମସ୍ୟା
ଦେଖାଯିବ। ପେଟଜନିତ ସମସ୍ୟା ଓ ଆଣ୍ଠୁଗଣ୍ଠି ସମସ୍ୟା ଦେଖାଯିବ। ଗୁପ୍ତଶତ୍ରୁ ବୃଦ୍ଧି ହେବେ।
ପ୍ରତିକାର: ଶ୍ରୀ ହନୁମାନଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ ଓ ପ୍ରତିଦିନ ଶ୍ରୀ ହନୁମାନଙ୍କ ଦ୍ୱାଦଶ ନାମକୁ ଜପ କରନ୍ତୁ।

ସିଂହ: ସିଂହ ରାଶିରେ ବର୍ତ୍ତମାନ ନବମ ଭାବରେ ବୃହସ୍ପତି ଅଛନ୍ତି ଓ ମେ’ ମାସରେ ଦଶମ ଭାବରେ ବୃହସ୍ପତି ଚଳନ କରିବେ। ସିଂହ ରାଶି ପାଇଁ ଶନି ମହାଗ୍ରହ ସପ୍ତମ ଭାବରେ ବର୍ଷସାରା ରହିବେ। ବର୍ଷ ଆରମ୍ଭରୁ ସିଂହ ରାଶି ପାଇଁ ଶୁଭଫଳ ମିଳିବ ଓ କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ। ନୂଆ ଚାକିରି ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି ଓ କଳାସଂସ୍କୃତିରେ ଯୋଗ ଦେଇ ମାନସମ୍ମାନ ପାଇବେ। ମେ’ ମାସ ପରେ ଟିକେ ଜଗିରଖି ଚାଲିବେ, ନଚେତ ଅସୁବିଧାରେ ପଡ଼ିପାରନ୍ତି। କାହାରି ସହିତ ଶତ୍ରୁତା ନକରି ମିତ୍ରତାର ହାତ ବଢ଼ାଇଲେ ନିଜ ପାଇଁ ବହୁତ ଫାଇଦା ହେବ।
ପ୍ରତିକାର: ବେଲ ଗଛରେ ଜଳ ଅର୍ପଣ କରିବେ ଓ କୁକୁରକୁ ପ୍ରତିଦିନ ଖାଦ୍ୟ ଦିଅନ୍ତୁ।

କନ୍ୟା: କନ୍ୟା ରାଶିରେ ବର୍ତ୍ତମାନ ଅଷ୍ଟମ ଭାବରେ ବୃହସ୍ପତି ଅଛନ୍ତି ଏବଂ ମେ’ ମାସରେ ନବମ ଭାବରେ ବୃହସ୍ପତି ଚଳନ ହେବେ। କନ୍ୟା ରାଶି ପାଇଁ ଶନି ମହାଗ୍ରହ ଷଷ୍ଠ ଭାବରେ ବର୍ଷ ତମାମ ରହିବେ। ବର୍ଷ ଆରମ୍ଭରୁ କନ୍ୟା ରାଶି ପାଇଁ ଶୁଭ ଫଳ ମିଳିବ ନାହିଁ ଏବଂ ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଯିବ। ଯେକୌଣସି କାମ କରିବେ ଭାବିଚିନ୍ତି କରିବେ, ନଚେତ ଅସୁବିଧାରେ ପଡ଼ିପାରନ୍ତି। ବର୍ଷ ଆରମ୍ଭରୁ ସ୍ଵାସ୍ଥ୍ୟ ଜନିତ ପୀଡ଼ା ଦେଖାଯିବ।ମନରେ ଅଶାନ୍ତି ସୃଷ୍ଟି ହେବ। କିନ୍ତୁ ମେ’ ମାସ ପରେ ନବମ ବୃହସ୍ପତି ଚଳନ ହେଲେ ଶୁଭ ଫଳ ମିଳିବ। ରାଜନୀତି କ୍ଷେତ୍ରରେ ଲାଭ ମିଳିବା ସହିତ ବ୍ୟବସାୟରେ ଲାଭ ମିଳିବ।
ପ୍ରତିକାର:ବ୍ରହ୍ମଯଷ୍ଟି ଗଛକୁ ପୂଜା କରନ୍ତୁ।

ତୁଳା: ତୁଳା ରାଶିରେ ବର୍ତ୍ତମାନ ସପ୍ତମ ଭାବରେ ବୃହସ୍ପତି ଅଛନ୍ତି ଓ ମେ’ ମାସରେ ଅଷ୍ଟମ ଭାବରେ ବୃହସ୍ପତି ଚଳନ କରିବେ। ତୁଳା ରାଶି ପାଇଁ ଶନି ମହାଗ୍ରହ ପଞ୍ଚମ ଭାବରେ ବର୍ଷସାରା ରହିବେ। ତୁଳା ରାଶିର ବ୍ୟକ୍ତିମାନଙ୍କୁ ବର୍ଷ ଆରମ୍ଭରେ ଶୁଭଫଳ ମିଳିବ ଓ ଆର୍ଥିକ ଅଭିବୃଦ୍ଧି ଘଟିବ। ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭଖବର ମିଳିବ ଏବଂ କଳାସଂସ୍କୃତିରେ ମାନସମ୍ମାନ ପାଇବେ। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବା ସହ ପଦୋନ୍ନତି ପାଇବେ। କିନ୍ତୁ ମେ ମାସ ପରେ ଜଗିରଖି ଚାଲିବେ। ଏମିତିକି ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବ। ଅର୍ଥକାରାବାର କଲାବେଳେ ଟିକେ ଜଗିରଖି କରିବେ ନଚେତ ଠକାମିରେ ପଡ଼ିପାରନ୍ତି।
ପ୍ରତିକାର: ପ୍ରତିଦିନ ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ ଓ ପ୍ରତି ଗୁରୁବାର ଦିନ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ତୁଳସୀ ଅର୍ପଣ କରନ୍ତୁ।

ବିଛା: ବିଛା ରାଶିରେ ବର୍ତ୍ତମାନ ଷଷ୍ଠ ଭାବରେ ବୃହସ୍ପତି ଅଛନ୍ତି ଏବଂ ମେ’ ମାସରେ ସପ୍ତମ ଭାବରେ ବୃହସ୍ପତି ଚଳନ କରିବେ। ବିଛା ରାଶି ପାଇଁ ଶନି ମହାଗ୍ରହ ଚତୁର୍ଥ ଭାବରେ ବର୍ଷ ତମାମ ରହିବେ। ବର୍ଷ ଆରମ୍ଭରୁ ବିଛା ରାଶି ବ୍ୟକ୍ତିଙ୍କ ପାଇଁ ଶୁଭଫଳ ମିଳିବ ନାହିଁ। ଏମିତିକି କାହାରି ସହିତ ମତାନ୍ତର ହେଇପାରେ। କିନ୍ତୁ ମେ’ ମାସ ପରେ ଶୁଭଫଳ ମିଳିବ ଓ ଅଚାନକ ଅର୍ଥପ୍ରାପ୍ତି ହେବ। ମାନସମ୍ମାନ ମିଳିବ। ବିଛା ରାଶିରେ ବର୍ତ୍ତମାନ ଚତୁର୍ଥ ଭାବରେ ଶନି ଥିବାରୁ ଶନିଢେୟା ସମୟ ଚାଲିଛି। ସେଥିପାଇଁ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯିବ। ପେଟରେ ଯନ୍ତ୍ରଣା ଅନୁଭବ କରିବେ। ଆଣ୍ଠୁଗଣ୍ଠି ସମସ୍ୟା ଦେଖାଯିବ। ପାଦରେ ଯନ୍ତ୍ରଣା ଅନୁଭବ କରିବେ। ଥଣ୍ଡା ଲାଗି ରହିବ। ତଣ୍ଟିରେ ସମସ୍ୟା ଦେଖାଯିବ।
ପ୍ରତିକାର: ସଂକଟମୋଚନ ହନୁମାନାଷ୍ଟକ ପାଠ କରନ୍ତୁ।

ଧନୁ: ଧନୁ ରାଶିରେ ବର୍ତ୍ତମାନ ପଞ୍ଚମ ଭାବରେ ବୃହସ୍ପତି ଅଛନ୍ତି ଏବଂ ମେ’ ମାସରେ ଷଷ୍ଠ ଭାବରେ ଚଳନ କରିବେ। ଧନୁ ରାଶି ପାଇଁ ଶନି ମହାଗ୍ରହ ତୃତୀୟ ଭାବରେ ବର୍ଷସାରା ରହିବେ। ବର୍ଷ ଆରମ୍ଭରୁ ଧନୁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ।ମାନସମ୍ମାନ ପ୍ରାପ୍ତି ହେବ। କିନ୍ତୁ ମେ’ ମାସ ପରେ ପାରିବାରିକ ସମସ୍ୟାକୁ ନେଇ କଳହ ହେବ ଓ କୋର୍ଟକଚେରୀ ମାମଲାରେ ମନ ଅଶାନ୍ତି ରହିବ। କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ ଓ ସ୍ୱାସ୍ଥ୍ୟ ପାଇଁ ଟିକେ ଚିନ୍ତାରେ ରହିବେ। ରାଜନୀତିରେ ଥିବା ବ୍ୟକ୍ତି ସଫଳତା ପାଇବେ ଓ ଅଚାନକ ଅର୍ଥପ୍ରାପ୍ତି ହେବ।
ପ୍ରତିକାର: ପୋଖରାଜ ଧାରଣ କରନ୍ତୁ ଓ ଘରର ଦ୍ୱାରବନ୍ଧରେ ହଳଦୀରେ ସ୍ୱସ୍ତିକ ଚିହ୍ନ କରନ୍ତୁ।

ମକର: ମକର ରାଶିରେ ବର୍ତ୍ତମାନ ଚତୁର୍ଥ ଭାବରେ ବୃହସ୍ପତି ଅଛନ୍ତି ଓ ମେ’ ମାସରେ ପଞ୍ଚମ ଭାବରେ ବୃହସ୍ପତି ଚଳନ କରିବେ। ମକର ରାଶିପାଇଁ ଶନି ମହାଗ୍ରହ ଦ୍ୱିତୀୟ ଭାବରେ ବର୍ଷ ତମାମ ରହିବେ। ବର୍ଷ ଆରମ୍ଭରୁ ଶୁଭଫଳ ମିଳିବ ନାହିଁ। ସେଥିପାଇଁ ଜଗିରଖି ଚାଲିବାକୁ ପଡ଼ିବ। ମକର ରାଶି ପାଇଁ ବର୍ତ୍ତମାନ ସାଢ଼େ ସାତ ଶନିର ସମୟ ଚାଲିଥିବାରୁ ବହୁତ ବାଧାବିଘ୍ନ ଦେଇ ଗତି କରିବେ। ନିଜ ଲୋକ ସହିତ ମତାନ୍ତର ହେବ। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବ। ରକ୍ତଚାପ, ଥଣ୍ଡା ଓ ପେଟଜନିତ ସମସ୍ୟା ଦେଖାଯିବ। ମେ’ ମାସ ପରେ ଶୁଭଫଳ ମିଳିବ। ସନ୍ତାନ ମାନଙ୍କର ପାଠପଢ଼ାକୁ ନେଇ ଖୁସି ହେବେ। କିନ୍ତୁ କୌଣସି କୋର୍ଟକଚେରୀ ମାମଲାରେ ମୁଣ୍ଡ ପୂରାନ୍ତୁ ନାହିଁ। କଳହ ଠାରୁ ଦୁରେଇ ରୁହନ୍ତୁ।
ପ୍ରତିକାର: ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ।
 
କୁମ୍ଭ: କୁମ୍ଭ ରାଶିରେ ବର୍ତ୍ତମାନ ତୃତୀୟ ଭାବରେ ବୃହସ୍ପତି ଅଛନ୍ତି ଏବଂ ମେ’ ମାସରେ ବୃହସ୍ପତି ଚତୁର୍ଥ ଭାବରେ ଚଳନ ହେବେ। କୁମ୍ଭ ରାଶି ପାଇଁ ଶନି ମହାଗ୍ରହ ଜନ୍ମଶନି ଭାବରେ ବର୍ଷ ତମାମ ରହିବେ। ବର୍ଷ ଆରମ୍ଭରୁ ଶୁଭଫଳ ମିଳିବ ନାହିଁ। କିଛି ସମସ୍ୟା ଦେଖାଯିବ। ଆୟ ଅନୁସାରେ ଖର୍ଚ୍ଚ କରନ୍ତୁ ଏବଂ ଚେଷ୍ଟା କରନ୍ତୁ ଋଣ ନକରିବା ପାଇଁ। ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ ଓ ଆଳସ୍ୟ ବୃଦ୍ଧି ପାଇବ। ଆଣ୍ଠୁଗଣ୍ଠି ସମସ୍ୟା ଓ ଅର୍ଶ ରୋଗରେ ପୀଡ଼ିତ ହେବାର ସମ୍ଭାବନା ରହିଛି। ମାଙ୍ଗଳିକ କାର୍ଯ୍ୟରେ ବାଧାବିଘ୍ନ ଦେଖାଦେଲେ ମଧ୍ୟ ମେ’ ମାସ ପରେ ଶୁଭଫଳ ମିଳିବ। ସନ୍ତାନ ମାନଙ୍କର ପାଠପଢ଼ାରେ ଉନ୍ନତି ହେବ କିନ୍ତୁ ସାଙ୍ଗସାଥୀଙ୍କ ସହିତ ହୁସିଆରରେ ଚଳିବ।
ପ୍ରତିକାର: ଶନିବାର ଦିନ ଓସ୍ତ ଗଛ ମୂଳରେ ରାଶିତେଲ ଦୀପ ଜଳାନ୍ତୁ।

ମୀନ: ମୀନ ରାଶିରେ ବର୍ତ୍ତମାନ ଦ୍ଵିତୀୟ ଭାବରେ ବୃହସ୍ପତି ଅଛନ୍ତି ଓ ମେ’ ମାସ ପରେ ତୃତୀୟ ଭାବରେ ଚଳନ ହେବେ। ମୀନ ରାଶି ପାଇଁ ଶନି ମହାଗ୍ରହ ଦ୍ୱାଦଶ ଭାବରେ ବର୍ଷସାରା ରହିବେ ଯାହାକି ସାଢ଼େସାତ କବଳରେ ମୀନ ରାଶିର ବ୍ୟକ୍ତିମାନେ ବର୍ଷ ଆରମ୍ଭରୁ ଶୁଭଫଳ ମିଳିବ। ଏମିତିକି ପ୍ରତି କାର୍ଯ୍ୟରେ ଭାଗ୍ୟ ସାଥ୍‌ ଦେବ। ମାଙ୍ଗଳିକ କାର୍ଯ୍ୟ, ନୂତନ ବ୍ୟବସାୟ,ନୂତନ ଚାକିରି ଓ ନୂଆ ଯାନବାହାନ ଯୋଗ ରହିଛି। କିନ୍ତୁ ମେ’ ମାସ ପରେ ଅଯଥାରେ ଖର୍ଚ୍ଚାନ୍ତ ହେବେ। ନିଜ ଲୋକମାନେ ଭୁଲ ବୁଝିବେ। ଜମିବାଡ଼ି ବିବାଦ ପାଇଁ ମାନସିକ ଅଶାନ୍ତି ଦେଖାଯିବ। କିନ୍ତୁ ବିବାଦ ଭିତରେ ରୁହନ୍ତୁ ନାହିଁ। କୋର୍ଟକଚେରୀ ମାମଲାକୁ ନବଢ଼ାଇ ନିଜ ଭିତରେ ଆପୋଷ ବୁଝାମଣା କରିଦିଅନ୍ତୁ।
ପ୍ରତିକାର: ପାଖରେ ଖଣ୍ଡ ହଳଦୀ ରଖନ୍ତୁ ଏବଂ ଶନିବାର ଦିନ ମହାଦେବଙ୍କୁ ଦର୍ଶନ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story