Advertisment

ଜାଣନ୍ତୁ କାହାକୁ ଦାନ କରିବେ ଆଉ କାହାକୁ ନୁହେଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦାନ କରିବା ସବୁଠୁ ମହତ୍‌ କାମ ବୋଲି ଅନେକ ଲୋକେ ଭାବିଥାନ୍ତି। ଗରିବ ହେଉ ବା ଖାଇବାକୁ ନ ପାଇ ଏଣେ ତେଣେ ବୁଲୁଥିବା ଲୋକ ଦେଖିଲେ କିଛି ଦାନ କରିଥାଉ। ଲୋକମାନେ ମଧ୍ୟ ନିଜ କ୍ଷମତା ଅନୁସାରେ ଦାନ କରିଥାନ୍ତି। ବର୍ତ୍ତମାନ ଦେଇଥିବା ଦାନ ଭବିଷ୍ୟତରେ ଶୁଭ ଫଳ ଦେଇଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଦାନ କରୁଥିବା ବ୍ୟକ୍ତି କେଉଁ ଭଳି ଲୋକଙ୍କୁ ଦାନ କରାଯିବା ଆବଶ୍ୟକ ତାହା ଜାଣି ନଥାନ୍ତି। […]

ଜାଣନ୍ତୁ କାହାକୁ ଦାନ କରିବେ ଆଉ କାହାକୁ ନୁହେଁ

c22

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦାନ କରିବା ସବୁଠୁ ମହତ୍‌ କାମ ବୋଲି ଅନେକ ଲୋକେ ଭାବିଥାନ୍ତି। ଗରିବ ହେଉ ବା ଖାଇବାକୁ ନ ପାଇ ଏଣେ ତେଣେ ବୁଲୁଥିବା ଲୋକ ଦେଖିଲେ କିଛି ଦାନ କରିଥାଉ। ଲୋକମାନେ ମଧ୍ୟ ନିଜ କ୍ଷମତା ଅନୁସାରେ ଦାନ କରିଥାନ୍ତି।

Advertisment

ବର୍ତ୍ତମାନ ଦେଇଥିବା ଦାନ ଭବିଷ୍ୟତରେ ଶୁଭ ଫଳ ଦେଇଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଦାନ କରୁଥିବା ବ୍ୟକ୍ତି କେଉଁ ଭଳି ଲୋକଙ୍କୁ ଦାନ କରାଯିବା ଆବଶ୍ୟକ ତାହା ଜାଣି ନଥାନ୍ତି। ତେବେ ଆଜି ଆପଣଙ୍କୁ କେଉଁ ଭଳି ଲୋକଙ୍କୁ ଦାନ କରାଯିବା ଉଚିତ୍‌ ଆଉ କାହାକୁ ଦାନ କରିବା ଉଚିତ ନୁହେଁ ସେ ବିଷୟରେ ସୂଚନା ଦେବୁ। ଶାସ୍ତ୍ରରେ ମଧ୍ୟ ଦାନ ଦେବା ବିଷୟରେ ଅନେକ କଥା ରଚିତ ଅଛି। ତେବେ କେଉଁ ଲୋକଙ୍କୁ ଦାନ ଦେଲେ ଭଲ ଆଉ କେଉଁ ଭଳି ଲୋକଙ୍କୁ ଦାନ କଲେ କିଛି ଫଳ ମିଳେ ନାହିଁ ଜାଣନ୍ତୁ।

publive-image

ଶାସ୍ତ୍ର ଅନୁସାରେ ଲୋକଙ୍କୁ ଦାନ କରିବା ଶୁଭ ବୋଲି ଧରାଯାଏ। ଯେପରିକି ମା’, ବାପା, ଗୁରୁ, ସାଙ୍ଗ, ବିନମ୍ର, ପରୋପକାର କରୁଥିବା ଲୋକ, ଅନାଥ ଭଳି ଲୋକଙ୍କୁ ଦାନ କରାଯିବା ଆବଶ୍ୟକ।

Advertisment

ଏହି ଲୋକମାନଙ୍କୁ ଦାନ କଲେ ଆପଣଙ୍କ ଆଗାମୀ ଭବିଷ୍ୟକ ସୁଖମୟ ହୋଇଥାଏ।  କିନ୍ତୁ ମୂର୍ଖ, ଅନ୍ୟାୟ କରୁଥିବା ଲୋକ, ଜୁଆ ଖେଳୁଥିବା ଲୋକ, ଚୋର ଇତ୍ୟାଦି ଲୋକମାନଙ୍କୁ ଦାନ ଦେବା ଉଚିତ ନୁହେଁ। ଏହିମାନଙ୍କୁ ଦାନ ଦେଲେ ଆପଣଙ୍କ କିଛି ଉପକାର ନ ହେବା ସହ ଅମଙ୍ଗଳ ହୋଇଥାଏ। ଏହି ମାନଙ୍କୁ ଦାନ କଲେ ଦାନ ସବୁ ବ୍ୟର୍ଥରେ ଯାଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe