ମାର୍ଚ୍ଚ ୨୪, ରବିବାର: ବିଦେଶରୁ ଶୁଭ ଖବର ମିଳିବ

ମେଷ: ସମାଜରେ ସମ୍ମାନ ଓ ପ୍ରତିଷ୍ଠା ମିଳିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଆନନ୍ଦ-ପ୍ରମୋଦରେ ଆଜିର ଦିନଟି କଟିବ। ବୃଷ: ନିଜର ବ୍ୟବହାର ଓ କଥାରେ ସଂଯମତା ରଖନ୍ତୁ। ସାଙ୍ଗସାଥୀ ଓ ବନ୍ଧୁ ପରିଜନଙ୍କ ସହ ଆଜିର ଦିନଟି ଖୁସିରେ କଟିବ। ଖର୍ଚ୍ଚ ବଢ଼ିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ ରହିଛି। ପରିବାରରେ ଖୁସିରେ ବାତାବରଣ ରହିବ। ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। କର୍କଟ: ଅସୁସ୍ଥ […]

rasifala

Rajalaxmi Sahu
  • Published: Sunday, 24 March 2019
  • , Updated: 24 March 2019, 07:38 AM IST

ମେଷ: ସମାଜରେ ସମ୍ମାନ ଓ ପ୍ରତିଷ୍ଠା ମିଳିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଆନନ୍ଦ-ପ୍ରମୋଦରେ ଆଜିର ଦିନଟି କଟିବ।

ବୃଷ: ନିଜର ବ୍ୟବହାର ଓ କଥାରେ ସଂଯମତା ରଖନ୍ତୁ। ସାଙ୍ଗସାଥୀ ଓ ବନ୍ଧୁ ପରିଜନଙ୍କ ସହ ଆଜିର ଦିନଟି ଖୁସିରେ କଟିବ। ଖର୍ଚ୍ଚ ବଢ଼ିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ।

ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ ରହିଛି। ପରିବାରରେ ଖୁସିରେ ବାତାବରଣ ରହିବ। ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ।

କର୍କଟ: ଅସୁସ୍ଥ ଅନୁଭବ କରିବେ। ଛାତିରେ ଯନ୍ତ୍ରଣା ଅନୁଭବ କରିବେ। ବାଦ-ବିବାଦ ଠାରୁ ଦୂରରେ ରୁହନ୍ତୁ।

ସିଂହ: ସ୍ୱାସ୍ଥ୍ୟ ଭଲ ରହିବ। ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ସାଙ୍ଗସାଥୀଙ୍କ ସହ ଆଜି ଦିନଟି କଟିବ।

କନ୍ୟା: ନକାରାତ୍ମକ ଚିନ୍ତାଠାରୁ ଦୂରରେ ରୁହନ୍ତୁ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ଧ୍ୟାନ ଦେବେ ନାହିଁ। ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ।

ତୁଳା: କଳା ଓ ଲେଖନୀରେ ରୁଚି ବଢ଼ିବ। ଦୃଢ଼ ଆତ୍ମବିଶ୍ୱାସ ଯୋଗୁ ସବୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଆୟ ବଢ଼ିବ।

ବିଛା: ବିଦେଶରୁ ଖୁସି ଖବର ମିଳିବ। ଆମୋଦ-ପ୍ରମୋଦରେ ଅଧିକ ଅର୍ଥ ବ୍ୟୟ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ଧନୁ:  ଆର୍ଥିକ ସ୍ଥିତି ଭଲ ରହିବ। ଆୟ ବୃଦ୍ଧି ହେବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ। ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ।

ମକର: ବ୍ୟବସାୟ କ୍ଷେତ୍ରରେ ସମ୍ମାନ-ପ୍ରତିଷ୍ଠା ମିଳିବ। ଗାଡ଼ି ଚଳାଇଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

କୁମ୍ଭ: ଅସୁସ୍ଥ ଅନୁଭବ କରିବେ। କୌଣସି କାର୍ଯ୍ୟରେ ମନ ଲାଗିବ ନାହିଁ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି।

ମୀନ: ଧନଲାଭ ଯୋଗ ରହିଛି। କୌଣସି କାର୍ଯ୍ୟକୁ ନେଇ ଆଜି ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଖର୍ଚ୍ଚ ବଢ଼ିବ।

Related story