Advertisment

ଜୋତା, ଚପଲ ଚୋରି ହୋଇଯାଇଛି ନଚେତ ଛିଣ୍ଡି ଯାଇଛି କି? ଜାଣନ୍ତୁ ଏହା ଶୁଭ ନା ଅଶୁଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏମିତି ତ ଜୋତା, ଚପଲ ଛିଣ୍ଡିବା ବା ଚୋରି ହେବା ଏକ ସାଧାରଣ କଥା। କିନ୍ତୁ ଜୋତିଷ ଶାସ୍ତ୍ର ଅନୁସାରେ ଏହା ଚୋରି ହେବା ବା ଛିଣ୍ଡିବା  କିଛି ଅଲଗା କଥା ସୂଚାଇ ଥାଏ। କୁହାଯାଏ ଯେ, ଯଦି ଶନିବାର ଦିନ ଜୋତା ବା ଚପଲ ଚୋରି ହୋଇଯାଏ, ତାହାଲେ ଶନି ଦଶା କଟିଯାଇଥାଏ। ଜୋତିଷ ଶାସ୍ତ୍ର ଅନୁସାରେ ଶରୀରର ପ୍ରତ୍ୟେକ ଅଙ୍ଗ କୌଣିସ ନା କୌଣସି ଗ୍ରହଙ୍କ ସହ ସମ୍ବନ୍ଧିତ ଥାଏ। ଆମର […]

ଜୋତା, ଚପଲ ଚୋରି ହୋଇଯାଇଛି ନଚେତ ଛିଣ୍ଡି ଯାଇଛି କି? ଜାଣନ୍ତୁ ଏହା ଶୁଭ ନା ଅଶୁଭ

a11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏମିତି ତ ଜୋତା, ଚପଲ ଛିଣ୍ଡିବା ବା ଚୋରି ହେବା ଏକ ସାଧାରଣ କଥା। କିନ୍ତୁ ଜୋତିଷ ଶାସ୍ତ୍ର ଅନୁସାରେ ଏହା ଚୋରି ହେବା ବା ଛିଣ୍ଡିବା  କିଛି ଅଲଗା କଥା ସୂଚାଇ ଥାଏ। କୁହାଯାଏ ଯେ, ଯଦି ଶନିବାର ଦିନ ଜୋତା ବା ଚପଲ ଚୋରି ହୋଇଯାଏ, ତାହାଲେ ଶନି ଦଶା କଟିଯାଇଥାଏ।

Advertisment

ଜୋତିଷ ଶାସ୍ତ୍ର ଅନୁସାରେ ଶରୀରର ପ୍ରତ୍ୟେକ ଅଙ୍ଗ କୌଣିସ ନା କୌଣସି ଗ୍ରହଙ୍କ ସହ ସମ୍ବନ୍ଧିତ ଥାଏ। ଆମର ପାଦ ଏବଂ ତ୍ୱଚାରେ ଶନି ବାସ କରୁଥିବା କୁହାଯାଏ। ଶନିଙ୍କୁ ସବୁଠାରୁ କ୍ରୃର ଗ୍ରହ ବୋଲି କୁହାଯାଏ। ଶନି ଯାହାଙ୍କୁ ଖରାପ ନଜରରେ ଦେଖିଥାନ୍ତି,  ସେ ଜୀବନରେ ବହୁତ କଠିନ ପରିସ୍ଥିତିର ସମ୍ମୁଖିନ ହୋଇଥାନ୍ତି।

ଶନିଙ୍କୁ ଶାନ୍ତ କରିବାକୁ ଲୋକେ ଅନେକ ଉପାୟ ଅବଲମ୍ବନ କରିଥାନ୍ତି। ଯେହେତୁ ଶନି ଆମ ପାଦ ଏବଂ ତ୍ୱଚାରେ ଅବସ୍ଥାନ କରିଥାନ୍ତି, ତେଣୁ ଏହି ସମ୍ବନ୍ଧିତ ବସ୍ତୁ ଦାନ କରିବା ଭଲ ବୋଲି କୁହାଯାଇଥାଏ।

Advertisment

ଯଦି କୌଣସି ବ୍ୟକ୍ତିଙ୍କର କୁଣ୍ଡଳୀରେ ଶନି ଦୋଷ ରହିଛି, ତାହାଲେ ଶନିବାର ଜୋତା ବା ଚପଲ ଦାନ କରିବା ଦ୍ୱାରା ଶନି ଦୋଷ କଟିଥାଏ ବୋଲି ବିଶ୍ୱାସ ରହିଛି। ଯଦି ଜୋତା ବା ଚପଲ ମନକୁ ମନ ଚୋରି ହୋଇଯାଏ, ତାହାଲେ ତାହା ବହୁତ ଶୁଭ ହୋଇଥାଏ। ଏହା ଦ୍ୱାରା ଶନି ଦୋଷ କଟିଥାଏ ବୋଲି ବିଶ୍ୱାସ କରାଯାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe