Advertisment

ସ୍ୱପ୍ନରେ ଏହିସବୁ ଜିନିଷ ଦେଖୁଛନ୍ତି କି ? ପାଇବେ ଶୁଭ ଫଳ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁହାଯାଏ, ଆମ ଜୀବନରେ ଆଗକୁ ଯାହା ହେବାକୁ ଯାଉଛି  ସେ ସମ୍ପର୍କରେ ଆମକୁ ପୂର୍ବରୁ ସୂଚନା ମିଳିଥାଏ।  ଏ ସମ୍ପର୍କରେ ଆମେ ଦେଖୁଥିବା ସ୍ୱପ୍ନରୁ ହିଁ ସୂଚନା ପାଇପାରିଥାଉ। ଆମେ ଶୋଇବା ସମୟରେ ଅନେକ ଭଲ ବା ଖରାପ ସ୍ୱପ୍ନ ଦେଖିଥାଉ। ଏହାକୁ ବିଶ୍ଳେଷଣ କଲେ ଆଗକୁ ଭଲ ବା ଖରାପ ହେବ ଜାଣି ପାରିଥାଉ। କେଉଁ ପ୍ରକାର ସ୍ୱପ୍ନ ଦେଖିଲେ କ’ଣ ସୂଚନା ମିଳିଥାଏ, ସେ ବିଷୟରେ ଆମେ କହିବାକୁ ଯାଉଛୁ। ତେବେ ଆପଣ […]

ଅଦ୍ୟତନ ହୋଇଛି
ସ୍ୱପ୍ନରେ ଏହିସବୁ ଜିନିଷ ଦେଖୁଛନ୍ତି କି ? ପାଇବେ ଶୁଭ ଫଳ...

11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁହାଯାଏ, ଆମ ଜୀବନରେ ଆଗକୁ ଯାହା ହେବାକୁ ଯାଉଛି  ସେ ସମ୍ପର୍କରେ ଆମକୁ ପୂର୍ବରୁ ସୂଚନା ମିଳିଥାଏ।  ଏ ସମ୍ପର୍କରେ ଆମେ ଦେଖୁଥିବା ସ୍ୱପ୍ନରୁ ହିଁ ସୂଚନା ପାଇପାରିଥାଉ। ଆମେ ଶୋଇବା ସମୟରେ ଅନେକ ଭଲ ବା ଖରାପ ସ୍ୱପ୍ନ ଦେଖିଥାଉ। ଏହାକୁ ବିଶ୍ଳେଷଣ କଲେ ଆଗକୁ ଭଲ ବା ଖରାପ ହେବ ଜାଣି ପାରିଥାଉ।

Advertisment

କେଉଁ ପ୍ରକାର ସ୍ୱପ୍ନ ଦେଖିଲେ କ’ଣ ସୂଚନା ମିଳିଥାଏ, ସେ ବିଷୟରେ ଆମେ କହିବାକୁ ଯାଉଛୁ। ତେବେ ଆପଣ ଯଦି ସ୍ୱପ୍ନରେ ଏହି ସବୁ ଜିନିଷ ଦେଖୁଛନ୍ତି, ତାହାଲେ ଆପଣଙ୍କ ଜୀନରେ ଆଗକୁ କ’ଣ ହେବାକୁ ଯାଉଛି ପଢ଼ନ୍ତୁ।

publive-image

୧, ଯଦି ଆପଣଙ୍କୁ ସ୍ୱପ୍ନରେ ଦିଆସିଲି ଜଳି ନିଆଁ ଦେଖାଯାଉଛି, ତାହାଲେ ଆପଣ ଭାବନ୍ତୁ ଯେ, ଆପଣଙ୍କର ଧନ ପ୍ରାପ୍ତିର ଯୋଗ ରହିଛି।

Advertisment

୨, ଅନେକ ଲୋକ ଉଧାର ଦେଇଥାନ୍ତି। ଆପଣ ଯଦି ସ୍ୱପ୍ନରେ କାହାକୁ ଉଧାର ଦେବାର ଦେଖୁଛନ୍ତି, ତାହାଲେ ଆପଣଙ୍କ ପାଇଁ ଏହା ଶୁଭ ସଙ୍କେତ ବୋଲି ମାନି ନିଅନ୍ତୁ।

୩, ଯଦି ଆପଣଙ୍କୁ ସ୍ୱପ୍ନରେ ସୁନା ହାର, ବା ମୁକୁଟ ଦେଖା ଯାଉଛି, ତାହାଲେ ଆପଣ ଜାଣି ନିଅନ୍ତୁ ଯେ, ଲଷ୍ମୀ ଆପଣଙ୍କ ଘରେ ସ୍ଥାୟୀ ଭାବେ ବାସ କରିବାକୁ ଯାଉଛନ୍ତି।

୪, ଆପଣଙ୍କୁ ଯଦି ସ୍ୱପ୍ନରେ କେହି କୁମ୍ଭାର ମାଟି ପାତ୍ର ଗଢ଼ିବାର ଦେଖାଯାଉଛନ୍ତି। ତାହାଲେ ଆପଣଙ୍କ ମନୋଷ୍କାମନା ଶୀଘ୍ର ପୂରା ହେବାକୁ ଯାଉଛି ବୋଲି ଆପଣ ଭାବିନିଅନ୍ତୁ।

୫, ସେହିପରି ଆପଣ ଯଦି ସ୍ୱପ୍ନରେ କମଳା ଦେଖୁଛନ୍ତି, ତାହାଲେ ଟଙ୍କା ରୋଜଗାର କରିବାକୁ ରାସ୍ତା ଖୁବ୍‌ ଶୀଘ୍ର ପାଇପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe