ଜୁଲାଇ ୧୮, ଶନିବାର: ମନ ବିଚଳିତ ରହିବ

ମେଷ: ଶତ୍ରୁମାନେ ପରାଜିତ ହେବେ। ବହୁ ପୁରାତନ ସମସ୍ୟାର ସମାଧାନ କରିବେ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

ବୃଷ: ଅନେକ ଦିନର ଆଶା ଅଭିଳାଷ ପୂରଣ ହେବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାର ସୁଯୋଗ ମିଳିବ। ଆତ୍ମବିଶ୍ୱାସ ବଢ଼ିବ।

ମିଥୁନ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ମାନ-ସମ୍ମାନ ମିଳିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

କର୍କଟ: କର୍ମ କ୍ଷେତ୍ରରେ ବାଧାବିଘ୍ନ ଘାତ ପ୍ରତିଘାତ ମାନ ଦେଖାଦେବ। ଶରୀରରେ ଯନ୍ତ୍ରଣା ଅନୁଭବ କରିବେ। ଖାଦ୍ୟପେୟର ଯତ୍ନ ନିଅନ୍ତୁ।

ସିଂହ: ମହିଳାମାନେ ଉଚ୍ଚ ସମ୍ମାନର  ଅଧିକାରୀ ହେବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ତରବରିଆ ହୋଇ କୌଣସି ଗୁରୁତ୍ୱପୂର୍ଣ୍ଣ ନିୟନ୍ତୁ ନାହିଁ।

କନ୍ୟା: ଦ୍ୱନ୍ଦ୍ୱ ଭିତରେ ରହିବେ। ଅଳସୁଆ ଅନୁଭବ କରିବେ। ଅପରାହ୍ନ ପରେ ଅସୁସ୍ଥ ଅନୁଭବ କରିବେ।

ତୁଳା: ପାରିବାରିକ ଜୀବନରେ ସ୍ନେହ ଶ୍ରଦ୍ଧା ଅତୁଟ ରହିବ। କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ପାଇବେ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ।

ବିଛା: ଅସହାୟଙ୍କୁ ସାହାଯ୍ୟ କରନ୍ତୁ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।  ଖୁସି ଖବର ଶୁଣି ପାରନ୍ତି।

ଧନୁ: ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ। ମାଆ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ।

ମକର: ମିଠା କଥା କହି ଲୋକଙ୍କ ମନ ଜିତିବେ। ଜନ କଲ୍ୟାଣ ମୂଳକ କାର୍ଯ୍ୟ କରି ପ୍ରଶଂତ ହେବେ। କୁକୁରକୁ ଖାଇବାକୁ ଦିଅନ୍ତୁ।

କୁମ୍ଭ: ଜଳାଶୟ ଠାରୁ ଦୂରେଇ ରୁହନ୍ତୁ। ଅପରାହ୍ଣ ପରେ ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଋଣ ଦିଅନ୍ତୁ ନିହିଁ।

ମୀନ: ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ପିଲାମାନେ ମନ ପାଠ ପଢ଼ିବେ। ମନ ବିଚଳିତ ରହିବ।

ଆହୁରି ପଢ଼ନ୍ତୁ

ପକ୍କା ମିସ୍ତ୍ରୀର ଆତଙ୍କବାଦୀ ଲିଙ୍କ୍, ବାନ୍ଧିଲା ଏନଆଇଏ

୨୭ ସେପ୍ଟେମ୍ବର, ରବିବାର: କେହି ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ

ଡ୍ରଗ୍ସ ଲିଙ୍କ: ଦୀପିକା, ରକୁଲପ୍ରୀତ ଓ ସାରାଙ୍କ ମୋବାଇଲ ଫୋନ ଜବତ

୧୪୨ ରନ୍‌ରେ ଅଟକିଲା ହାଇଦ୍ରାବାଦ

ଟସ୍‌ ଜିତିଲେ ୱାର୍ଣ୍ଣର: ବୋଲିଂ କରିବ କୋଲକାତା

୬ ଘଣ୍ଟାର ଜେରା ପରେ ଘରକୁ ଫେରିଲେ ଦୀପିକା ପାଦୁକୋଣ, ସାରା ସିଗାରେଟ ଟାଣୁଥିବା କଥା ସ୍ୱୀକାର କଲେ

ଦୀପିକାଙ୍କୁ ୩-୪ ରାଉଣ୍ଡ ଜେରା! ମୋବାଇଲ୍ ଜବତ କଲା ଏନସିବି

NCBରେ ହାଜର ହେଲେ ଦୀପିକା

୨୬ ସେପ୍ଟେମ୍ବର,ଶନିବାର: ମାଲିମକଦ୍ଦମାରେ ବିଜୟୀ ହେବେ

ପୁଣି ହାରିଲା ଧୋନିଙ୍କ ଚେନ୍ନାଇ, ଦିଲ୍ଲୀର ଦ୍ୱିତୀୟ ବିଜୟ

ଚେନ୍ନାଇ ଆଗରେ ୧୭୬ ରନ୍‌ର ଟାର୍ଗେଟ, ଶ’ଙ୍କ ବିସ୍ଫୋରକ ୬୪

ପୁଣି ଟସ୍‌ ଜିତିଲେ ଧୋନି, ବ୍ୟାଟିଂ କରିବ ଦିଲ୍ଲୀ