ଜୁଲାଇ ୨୩, ଗୁରୁବାର: ଗୁରୁଜନଙ୍କ ଆଶୀର୍ବାଦ ମିଳିବ

ମେଷ:  ପୂର୍ବ ଯୋଜନା ମୁତବାକ ସମସ୍ତ କାର୍ଯ୍ୟ ସଂପାଦନ କରିବେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଇଚ୍ଛା ଅଭିଳାଷ ପୂରଣ ହେବ। ବୃଷ: ଅଯଥା କଳହର ଶିକାର ହୋଇପାରନ୍ତି। ଦ୍ୱନ୍ଦ୍ୱ ଭିତରେ ରହିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ମିଥୁନ: ସମାଜରେ ପରାକ୍ରମ ବୃଦ୍ଧି ପାଇବ। ସ୍ୱାଦିଷ୍ଟ ଖାଦ୍ୟ ଖାଇ ପାରନ୍ତି। ଅସହାୟଙ୍କୁ ସାହାଯ୍ୟ କରନ୍ତୁ। କର୍କଟ: କଥା ବର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ। ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। ଅଯଥା କାମରେ ମୁଣ୍ଡ ପୁରାନ୍ତୁ […]

rashi

rashi

Jyoshna Pradhan
  • Published: Thursday, 23 July 2020
  • Updated: 23 July 2020, 07:52 AM IST

Sports

Latest News

ମେଷ:  ପୂର୍ବ ଯୋଜନା ମୁତବାକ ସମସ୍ତ କାର୍ଯ୍ୟ ସଂପାଦନ କରିବେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଇଚ୍ଛା ଅଭିଳାଷ ପୂରଣ ହେବ।

ବୃଷ: ଅଯଥା କଳହର ଶିକାର ହୋଇପାରନ୍ତି। ଦ୍ୱନ୍ଦ୍ୱ ଭିତରେ ରହିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

ମିଥୁନ: ସମାଜରେ ପରାକ୍ରମ ବୃଦ୍ଧି ପାଇବ। ସ୍ୱାଦିଷ୍ଟ ଖାଦ୍ୟ ଖାଇ ପାରନ୍ତି। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କର୍କଟ: କଥା ବର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ। ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। ଅଯଥା କାମରେ ମୁଣ୍ଡ ପୁରାନ୍ତୁ ନାହିଁ।

ସିଂହ: କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ। ପିଲାମାନେ ମନ ଦେଇ ପାଠ ପଢ଼ିବେ।  ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ।

କନ୍ୟା: ବନ୍ଧୁଙ୍କ ସହଯୋଗ ମିଳିବ। ମନ କଥା କାହାକୁ କହିପାରିବେ ନାହିଁ। ମନ ବିଚଳିତ ରହିବ।

ତୁଳା: ଶତ୍ରୁମାନେ ପରାସ୍ତ ହେବେ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ମାନ-ସମ୍ମାନ ମିଳିବ।

ବିଛା:  ନିଜର ବଳିଷ୍ଠ ଯୁକ୍ତି ଦ୍ୱାରା ଅନ୍ୟଙ୍କୁ ପ୍ରଭାବିତ କରିବେ। ସାମାଜିକ ସଂପର୍କ ବୃଦ୍ଧି ପାଇବ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ଧନୁ:   କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।  ଜଳାଶୟ ଠାରୁ ଦୂରେଇ ରୁହନ୍ତୁ। କୁକୁରକୁ ଖାଇବାକୁ ଦିଅନ୍ତୁ।

ମକର: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାରରେ ହସ ଖୁସିର ପରିବେଶ ରହିବ।

କୁମ୍ଭ: ମନ ଚଞ୍ଚଳ ରହିବ। ଅଳସୁଆ ଅନୁଭବ କରିବେ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି।

ମୀନ: ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଅପରାହ୍ନ ପରେ ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story