Advertisment

ରାଶି ଅନୁସାରେ ଘରକୁ ଆଣନ୍ତୁ ପୋଷା ପ୍ରାଣୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକ ଲୋକେ ଘରେ ଗୃହପାଳିତ ପ୍ରାଣୀ ରଖନ୍ତି। ପଶୁପକ୍ଷୀ ସେମାନଙ୍କର ଅତି ପ୍ରିୟ ହୋଇଥାନ୍ତି। ଏହି ପଶୁପକ୍ଷୀଙ୍କ ସହିତ ସେମାନେ ଭାବନାତ୍ମକ ଭାବରେ ଯୋଡ଼ି ହୋଇ ମଧ୍ୟ ରହିଥାନ୍ତି। ସେହିପରି ଏପରି କିଛି ଲୋକ ଥାଆନ୍ତି, ଯେଉଁମାନେ ନିଜର ଏକୁଟିଆପଣ ଦୂର କରିବା ପାଇଁ ପ୍ରାଣୀ ପାଳିଥାନ୍ତି। ହେଲେ ଜାଣିଛନ୍ତି, ପୋଷା ପ୍ରାଣୀ ଘରେ ରହିବା ଦ୍ୱାରା ଏକ ଅଲଗା ପ୍ରକାର ପରିବେଶ ସୃଷ୍ଟି ହୋଇଥାଏ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଉତ୍ତମ କାର୍ଯ୍ୟ […]

author-image
Mihir Pattnayak
ଅଦ୍ୟତନ ହୋଇଛି
ରାଶି ଅନୁସାରେ ଘରକୁ ଆଣନ୍ତୁ ପୋଷା ପ୍ରାଣୀ

puspa1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକ ଲୋକେ ଘରେ ଗୃହପାଳିତ ପ୍ରାଣୀ ରଖନ୍ତି। ପଶୁପକ୍ଷୀ ସେମାନଙ୍କର ଅତି ପ୍ରିୟ ହୋଇଥାନ୍ତି। ଏହି ପଶୁପକ୍ଷୀଙ୍କ ସହିତ ସେମାନେ ଭାବନାତ୍ମକ ଭାବରେ ଯୋଡ଼ି ହୋଇ ମଧ୍ୟ ରହିଥାନ୍ତି। ସେହିପରି ଏପରି କିଛି ଲୋକ ଥାଆନ୍ତି, ଯେଉଁମାନେ ନିଜର ଏକୁଟିଆପଣ ଦୂର କରିବା ପାଇଁ ପ୍ରାଣୀ ପାଳିଥାନ୍ତି। ହେଲେ ଜାଣିଛନ୍ତି, ପୋଷା ପ୍ରାଣୀ ଘରେ ରହିବା ଦ୍ୱାରା ଏକ ଅଲଗା ପ୍ରକାର ପରିବେଶ ସୃଷ୍ଟି ହୋଇଥାଏ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଉତ୍ତମ କାର୍ଯ୍ୟ ବୋଲି ମଧ୍ୟ କୁହାଯାଇଛି।
ଜ୍ୟୋତିଷ ଶାସ୍ତ୍ରରେ ରାଶି ଅନୁଯାୟୀ ପ୍ରାଣୀ ପୋଷିବାର ବ୍ୟବସ୍ଥା ବିଷୟରେ ଅନେକ କିଛି କୁହାଯାଇଛି। ଆସନ୍ତୁ ଜାଣିବା ସେ ସମ୍ପର୍କରେ।

Advertisment

ମେଷ: ଏହି ରାଶିର ବ୍ୟକ୍ତି କୁକୁର ପାଳିବା ଉଚିତ୍‌।

publive-image

ବୃଷ: ଏହି ରାଶିର ବ୍ୟକ୍ତି ବିଲେଇ ପାଳିଲେ ଶୁଭ ହୋଇଥାଏ।

publive-image

ମିଥୁନ:ଏହି ରାଶିର ବ୍ୟକ୍ତି ଶୁଆ ପାଳିବା ଉଚିତ୍‌।

publive-image

କର୍କଟ: ଜ୍ୟୋତିଷ ଶାସ୍ତ୍ରରେ ଏହି ରାଶିର ବ୍ୟକ୍ତିଙ୍କୁ ମୂଷା ପାଳିବା ପାଇଁ ପରାମର୍ଶ ଦିଆଯାଇଛି।

publive-image

ସିଂହ:ଏହି ରାଶିର ବ୍ୟକ୍ତି ଘୋଡ଼ା ପାଳିବା ଶୁଭ ହୋଇଥାଏ।

publive-image

କନ୍ୟା: ଏହି ରାଶିର ବ୍ୟକ୍ତି ମାଛ ପାଳିବା ଉଚିତ୍‌।

publive-image

ତୁଳା:ଏହି ରାଶିର ବ୍ୟକ୍ତି ଜଙ୍ଗଲି ବିଲେଇ ପାଳିଲେ ଶୁଭ ହୋଇଥାଏ।

publive-image

ବିଚ୍ଛା:ଏହି ରାଶିର ବ୍ୟକ୍ତି ଘରୋଇ ବିଲେଇ ପାଳନ୍ତୁ।

publive-image

ଧନୁ:ଏହି ରାଶିର ବ୍ୟକ୍ତି କଇଁଚ୍ଛ ପାଳିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।

publive-image

ମକର: ଏହି ରାଶିର ବ୍ୟକ୍ତି କୁକୁର ପାଳନ୍ତୁ।

publive-image

କୁମ୍ଭ: ଏହି ରାଶିର ବ୍ୟକ୍ତି ରଙ୍ଗ-ବେରଙ୍ଗର ପକ୍ଷୀ ପାଳନ୍ତୁ।

publive-image

ମୀନ:ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଠେକୁଆ ପାଳିବା ଶୁଭ ହୋଇଥାଏ।

publive-image