ମେ’୧୮, ସୋମବାର: ସୁଯୋଗକୁ ହାତ ଛଡ଼ା କରନ୍ତୁ ନାହିଁ

ମେଷ: ମନର ଉଦବେଗକୁ ଚାପିରଖି କାର୍ଯ୍ୟରେ ଆଗେଇ ଯିବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଅଯଥା ବିତର୍କରେ ଭାଗ ନିଅନ୍ତୁ ନାହିଁ। ସାନ ଭାଇଙ୍କୁ ଲାଲ୍ ପଦାର୍ଥ ଉପହାର ଦିଅନ୍ତୁ। ବୃଷ: ନୂଆ ଦାୟିତ୍ୱ ପାଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। କିଛି ଶୁଭ ଖବର ମିଳିପାରେ। ମିଥୁନ: କର୍ମକ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ। ସୁଖ ଓ ସମ୍ମାନ ଲାଭ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଯିବ। କର୍କଟ: ସୁଯୋଗକୁ ହାତ ଛଡ଼ା କରନ୍ତୁ ନାହିଁ। […]

Astrology

Astrology

Jitendra Garnayak
  • Published: Monday, 18 May 2020
  • Updated: 18 May 2020, 07:55 AM IST

Sports

Latest News

ମେଷ: ମନର ଉଦବେଗକୁ ଚାପିରଖି କାର୍ଯ୍ୟରେ ଆଗେଇ ଯିବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଅଯଥା ବିତର୍କରେ ଭାଗ ନିଅନ୍ତୁ ନାହିଁ। ସାନ ଭାଇଙ୍କୁ ଲାଲ୍ ପଦାର୍ଥ ଉପହାର ଦିଅନ୍ତୁ।

ବୃଷ: ନୂଆ ଦାୟିତ୍ୱ ପାଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। କିଛି ଶୁଭ ଖବର ମିଳିପାରେ।

ମିଥୁନ: କର୍ମକ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ। ସୁଖ ଓ ସମ୍ମାନ ଲାଭ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଯିବ।

କର୍କଟ: ସୁଯୋଗକୁ ହାତ ଛଡ଼ା କରନ୍ତୁ ନାହିଁ। ଧର୍ମ ମାର୍ଗରେ ମନୋନିବେଶ କରିବେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିବେ।

ସିଂହ: ସାମାନ୍ୟ ଅସୁସ୍ଥ ଅନୁଭବ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରିବାକୁ ପଡ଼ିବ। ଗବେଷଣାତ୍ମକ କାର୍ଯ୍ୟ ଆଗକୁ ବଢ଼ିବ।

କନ୍ୟା: ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭ କାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି। ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ।

ତୁଳା: ମନରେ ଅହଂଭାବ ଉଦ୍ରେକ ହୋଇପାରେ। ଶତ୍ରୁଙ୍କୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ।

ବିଛା: ଶାସ୍ତ୍ର ଅଧ୍ୟୟନରେ ମନ ଦେବେ। ପ୍ରେମ ଓ ପ୍ରଣୟ ପାଇଁ ଦିନଟି ଶୁଭ ହେବ। ସୁସମ୍ବାଦ ପାଇ ଖୁସି ହେବେ।

ଧନୁ: ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ମନରେ ଉଦ୍‌ବେଗ ଜାତ ହେବ।

ମକର: ଶୁଭ କାର୍ଯ୍ୟ ପାଇଁ ସକାରାତ୍ମକ ମନୋଭାବ ରହିବ। ଭଗବତ ଚିନ୍ତାରେ ମନ ନିମଗ୍ନ ରହିବ। ଗରିବଙ୍କୁ ଅନ୍ନ ଦାନ କରନ୍ତୁ।

କୁମ୍ଭ: କଲ୍ୟାଣକାରୀ ଯୋଜନାମାନ ପ୍ରସ୍ତୁତ କରିବେ। ଧନାଗମର ସୂଚନା ମିଳୁଛି। ସ୍ୱାସ୍ଥ୍ୟହାନିର ଆଶଙ୍କା ରହିଛି।

ମୀନ: ସରକାର ବା ବନ୍ଧୁଙ୍କ ସୂତ୍ରରୁ ଲାଭବାନ ହେବେ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story